କ୍ୟାପିଟାଲ ହସ୍ପିଟାଲରେ ଝୁଲୁଥିବା ଅବସ୍ଥାରେ ମିଳିଛନ୍ତି ଏକ୍ସ-ରେ ଟେକ୍ନିସିଆନ Shaksi News Feb 27, 2025 ଭୁବନେଶ୍ୱର, ଫେବୃଆରୀ ୨୭ ଏକ ଦୁଖଦ ଘଟଣାରେ ଗତ ସନ୍ଧ୍ୟାରେ ଭୁବନେଶ୍ୱରର କ୍ୟାପିଟାଲ ହସ୍ପିଟାଲରେ ଏକ୍ସ-ରେ ଟେକ୍ନିସିଆନ ଝୁଲୁଥିବା…