ବହୁପତି ପ୍ରଥା: ଦୁଇଭାଇଙ୍କୁ ବିବାହ କଲେ ଗୋଟିଏ କନ୍ୟା Shaksi News Jul 19, 2025 0 ପରିବାରକୁ ଗୋଟିଏ ସୂତ୍ରରେ ବାନ୍ଧି ରଖିବା ପାଇଁ ବହୁପତି ପ୍ରଥାର ସୂତ୍ରପାତ ହୋଇଥିଲା ଯାହା ଆଜି ମଧ୍ୟ ଭାରତର କିଛି ଅଂଚଳରେ ବଂଚି ରହିଛି…