ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କ ନୂଆ ଠିକଣା ଏଜି ଛକ-ରାଜ ଭବନ ମଝିରେ Shaksi News Mar 6, 2025 0 ଭୁବନେଶ୍ୱର: ମୋହନ ଚରଣ ମାଝିଙ୍କ ମନରେ ଗୋଟିଏ ଆଶା ଥିଲା, ମୁଖ୍ୟମନ୍ତ୍ରୀ ହେବେ ତ ଏଜି ଛକରୁ ରାଜଭବନ ଅଭିମୁଖେ ଯାଇଥିବା ମୁଖ୍ୟ ରାସ୍ତାର…