୨ ସ୍କୁଲର ୩୪ ପିଲା ପଜିଟିଭ: ହାଇସ୍କୁଲ ସପ୍ତାହେ ବନ୍ଦ ନିର୍ଦ୍ଦେଶ Shaksi News Sep 7, 2021 0 ଭୁବନେଶ୍ୱର,(ଏସ୍ ନ୍ୟୁଜ): ଢେଙ୍କାନାଳ ଓ ବରଗଡ଼ ଜିଲ୍ଲାର ୨ଟି ସ୍କୁଲର ୩୪ ପିଲା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। କରୋନା କଟକଣା ମଧ୍ୟରେ!-->…