ହାତଗଣ୍ଠି ପଡ଼ିବା ବଦଳରେ ପଡ଼ିଲା କାତକଡ଼ି ଉଠାଇ ନେଲା ପୁଲିସ୍ Shaksi News Mar 2, 2024 0 ବେଦିରେ ବର କନିଆ ବସିଥାଆନ୍ତି। ବାଜା ଓ ମହୁରୀ, ଢୋଲ ବାଜୁଥାଏ। ମନ୍ତ୍ର ଧ୍ୱନିରେ ପ୍ରକମ୍ପିତ ହେଇଥିବା ବାହାମଣ୍ଡପ। ତେବେ ହାତଗଣ୍ଠି…