ୟୁକ୍ରେନକୁ ଯିଏ ଭାଙ୍ଗିଛି ସେ ହିଁ ଅର୍ଥ ଦେବ: ଜେଲେନସ୍କି Shaksi News Mar 14, 2022 0 ନୂଆଦିଲ୍ଲୀ: ୟୁକ୍ରେନ-ରୁଷ ମଧ୍ୟରେ ଲଢେଇ ଜାରି ରହିଛି । ୟୁକ୍ରେନ ଉପରେ ରୁଷର ଘନ ଘନ ମିସାଇଲ ମାଡରେ ଅନେକ ସହର ଛାରଖାର ହୋଇଗଲାଣି ।…