ପୁରୀ ସମୁଦ୍ରରେ ଗାଧୋଇବା ବେଳେ ବୁଡ଼ିଗଲେ ୫ ପର୍ଯ୍ୟଟକ; ୨ ମୃତ୍ୟୁ Shaksi News May 3, 2023 0 ପୁରୀ: ପୁରୀ ସମୁଦ୍ରରେ ଗାଧୋଇବା ସମୟରେ ଆଜି ଅପରାହ୍ଣ ସମୟରେ ବାପ ଓ ପୁଅଙ୍କ ସମେତ ଗୋଟିଏ ପରିବାରର ୫ ଜଣ ପର୍ଯ୍ୟଟକ ବୁଡ଼ିଯାଇଛନ୍ତି।…