ଗୋରୁ ବୋଝେଇ ଗାଡ଼ି ଜବତ, ଚାଳକ ଓ ହେଲପର ଫେରାର Shaksi News Feb 16, 2024 0 ଗତକାଲି ବିଳମ୍ବିତ ରାତିରେ ଜଙ୍କିଆ ପୁଲିସ ପେଟ୍ରୋଲିଙ୍ଗ ବେଳେ ଏକ ଗୋରୁ ବୋଝେଇ ଆଇଚର ଗାଡ଼ିକୁ ଜବତ କରିଥିଲା। ସେଥିରେ ୭୦ଟି ଗୋରୁ ଥିଲେ।…