ଦ୍ରୁତ ଗତିରେ ଆସୁଥିବା କାର ଲୋକଙ୍କୁ ଚାପି ଦେଲା, ୪ ଜଣଙ୍କର ମୃତ୍ୟୁ Shaksi News Mar 13, 2025 ଡେରାଡୁନ: ଉତ୍ତରାଖଣ୍ଡର ଡେରାଡୁନର ରାଜପୁର ରୋଡ୍ ନିକଟରେ ଏକ ଦ୍ରୁତଗାମୀ ଗାଡ଼ି ଲୋକଙ୍କ ଉପରେ ଚଢ଼ିଯିବାରୁ ଚାରି ଜଣଙ୍କର ମୃତ୍ୟୁ…