ରାଜପଥରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା : ଜଣେ ମୃତ ଓ ଜଣେ ଗୁରୁତର Shaksi News Jun 17, 2022 0 ମୃତକ ଜଣକ ହେଉଛନ୍ତି ଏହି ବୈଶିଙ୍ଗା ଥାନା ଅଧୀନ ଦଲଦଲି ଗ୍ରାମର ମଦନ ସିଂର ପୁଅ ନାଥ ସିଂ...