ଟିମ୍ ଇଣ୍ଡିଆର ୨ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ By Shaksi News Last updated Jul 15, 2021 0 ନୂଆଦିଲ୍ଲୀ: ଇଂଲଣ୍ଡ ବିରୋଧରେ ଟେଷ୍ଟ ସିରିଜ ଆରମ୍ଭ ହେବା ପୂର୍ବରୁ ଟିମ୍ ଇଣ୍ଡିଆର ୨ଜଣ ଖେଳାଳି କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସୂଚନାନୁଯାୟୀ, ଋିଷଭ ପନ୍ତଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିବାବେଳେ ଅନ୍ୟଜଣେ ଖେଳାଳିଙ୍କ ନାମ ସାମ୍ନାକୁ ଆସିନାହିଁ। ଆହୁରି ପଢ଼ନ୍ତୁ... କସ୍ତୁରବା ଗାନ୍ଧୀ ବାଳିକା… Aug 4, 2026 ଓଡ଼ିଶା ପୋଲିସ–ଏନଏଫଏସୟୁ ମଧ୍ୟରେ ୫… Aug 4, 2026 ସ୍ୱାଧୀନତା ଦିବସ ପାଳନ ପାଇଁ… Aug 4, 2026 ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା… Aug 4, 2026 ସୂଚନାଯୋଗ୍ୟ, ନିକଟରେ ଋିଷଭ ପନ୍ତ ୟୁରୋ କପର ମ୍ୟାଚ୍ ଦେଖିବା ପାଇଁ ଯାଇଥିଲେ। ପରେ ପନ୍ତଙ୍କଠାରେ ଥଣ୍ଡା ଓ କାଶର ହାଲୁକା ଲକ୍ଷଣ ଦେଖା ଦେଇଥିଲା। ସେଥିପାଇଁ ତାଙ୍କୁ ତୁରନ୍ତ ଆଇସୋଲେଟ କରାଯାଇଥିଲା। ପନ୍ତଙ୍କ କରୋନା ରିପୋର୍ଟ ନେଗେଟିଭ ଆସିବା ପରେ ହିଁ ସେ ଭାରତୀୟ ଟିମ୍ ସହ ଯୋଡ଼ି ହେବେ ବୋଲି ଜଣାପଡ଼ିଛି। Continue Reading 0 Share