କେନାଲରେ ଭାସିଗଲା ୨୫ ଟନ ଚାଉଳ By Shaksi News Last updated Aug 8, 2021 0 କଟକ, (ଏସ୍ ନ୍ୟୁଜ୍) : ଡ୍ରାଇଭରଙ୍କ ଅସାବଧାନକତା ଯୋଗୁଁ ପାଣିରେ ଭାସିଗଲା ଚାଉଲ । କିଲୋ ନୁହେଁ କି ୨ କିଲୋ ନୁହେଁ ଏକାଥରକେ ନଷ୍ଟ ହୋଇଛି ୨୫ ଟନ ଚାଉଳ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ସାଲେପୁର ଥାନା ଶିଶୁଆ-ନଇଗୁଆଁ ରାସ୍ତା କଡ଼ରେ ଯାଇଥିବା ବ୍ରାଞ୍ଚ କେନାଲରେ । Continue Reading OdishaSTATE NEWS 0 Share