ସ୍ୱାଧୀନତା ଦିବସ ଅବସରରେ ସଂକଲ୍ପ ପରିବାର ରକ୍ତଦାନ ଶିବିର ଅନୁଷ୍ଠିତ ହେବ

ବରଗଡ,(ଏସ୍ ନ୍ୟୁଜ୍): ୭୫ ତମ ସ୍ୱାଧୀନତା ଦିବସ ଅବସରରେ ସଂକଲ୍ପ ପରିବାର ତରଫରୁ ଏକ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ କରାଯିବ ବରଗଡ ସ୍ଥିତ ସର୍ବେଶ୍ୱର ମଣ୍ଡପ,କାଳୀମନ୍ଦିର ଛକ । ରକ୍ତ ଭଣ୍ଡାର ଖାଲି ଥିବାବେଳେ ଲୋକେ ରକ୍ତ ଟପାଏ ପାଇଁ ବହୁ ଅସୁବିଧାର ର ସମ୍ମୁଖୀନ ହେଉଛନ୍ତି ଏଣୁ ଆସନ୍ତୁ ଏହି ରକ୍ତଦାନ ଶିବିରରେ ରକ୍ତଦାନ କରି ରକ୍ତ ଅଭାବକୁ ଦୂର କରିବା ବୋଲି ସଂକଳ୍ପ ପରିବାର ମୁଖ୍ଯ ବିକାଶ ଅଗ୍ରୱାଲ ପ୍ରକାଶ କରିଛନ୍ତି ।