ମୁମ୍ବାଇ : ‘ସମ୍ରାଟ ପୃଥିରାଜ’ରେ ମାନୁଷୀ ଚିଲ୍ଲାର ବଲିଉଡରେ ତାଙ୍କର ଡେବ୍ୟୁ କରିଛନ୍ତି । ସେ ଅକ୍ଷୟ କୁମାରଙ୍କ ବିପକ୍ଷରେ ମୁଖ୍ୟ ଭୂମିକାରେ ଅଭିନୟ ନଜର ଆସିଛନ୍ତି । ଫିଲ୍ମରେ ତାଙ୍କର ରୟାଲ ଏଲିଗାନ୍ସ ଲୁକ ପ୍ରାୟତଃ ଦର୍ଶକଙ୍କୁ ଖୁବ ପସନ୍ଦ ଆସିଥିଲା । ହେଲେ ଫିଲ୍ମଟି ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରି ପାରି ନଥିଲା । କିନ୍ତୁ ସୋସିଆଲ ମିଡିଆରେ ମାନୁଷୀଙ୍କ ଏକ ବୋଲ୍ଡ ଫଟୋ ଭାଇରାଲ ହେବାରେ ଲାଗିଛି । ସେ ତାଙ୍କ କୋଟି ପ୍ରଶଂସକଙ୍କ ପାଇଁ ଏହି ବୋଲ୍ଡ ଫଟୋ ସେୟାର କରନ୍ତି । ନିକଟରେ ସେ ଏକ ବୋଲ୍ଡ ଡ୍ରେସ ପିନ୍ଧା ଫଟୋ ସେୟାର କରିଛନ୍ତି । ଯାହାକୁ ଦେଖି ତାଙ୍କ ପ୍ୟାନ୍ସ ଫଲୋର୍ସ ଦିୱାନା ହୋଇଛନ୍ତି । ଏହି ଫଟୋ ଗୁଡ଼ିକରେ ମାନୁଷୀ ଚିଲ୍ଲାର ବୋଲ୍ଡ ଡ୍ରେସରେ ନଜର ଆସିଛନ୍ତି । ଏହି ବୋଲ୍ଡ ଡ୍ରେସଟି ଡେଟ ନାଇଟ ସମୟର । ଏହି ବୋଲ୍ଡ ଡ୍ରେସରେ ମାନୁଷୀ ବହୁତ ହଟ ଏବଂ ଷ୍ଟାଇଲିସ ଦେଖାଯାଉଛନ୍ତି ।