ମୁମ୍ବାଇ: ଟିଭି ତଥା ଭୋଜପୁରୀ ସିନେମାର ଫେମସ ଅଭିନେତ୍ରୀ ମୋନାଲିସା ସୋସିଆଲ ମିଡିଆର କ୍ୱିନ ଭାବେ ଜଣାଶୁଣା । ସେ ପୁଣି ଏବେ ବିକିନି ପିନ୍ଧି ଚର୍ଚ୍ଚାରେ ଅଛନ୍ତି । ମୋନାଲିସ ଲଗାତର ସେ ସୋସିଆଲ ମିଡିଆରେ ନିଜ ହଟ ଫଟୋ ଓ ଭିଡିଓ ସେୟାର କରିଥାନ୍ତି । ଏବେ ସେ ନିଜର କିଛି ହଟ ବିକିନି ଫଟୋ ସେୟାର କରି ପୁଣି ନିଆଁ ଲଗାଇଛନ୍ତି । ଏହି ଫଟୋରେ ମୋନାଲିସା ବହୁତ ଷ୍ଟନିଂ ଷ୍ଟାଇନରେ ନଜର ଆସୁଛନ୍ତି । ଫଟୋରେ ସେ ଗ୍ରୀନ ସେଡର ବିକିନି ପିନ୍ଧିଛନ୍ତି । ତାଙ୍କ ହଟ ଅନ୍ଦାଜ ଦେଖି ତାଙ୍କ ଫ୍ୟାନ୍ସ କମେଣ୍ଟ ଉପରେ କମେଣ୍ଟ ଦେବାରେ ଲାଗିପଡିଛନ୍ତି ।