• Likes
  • Followers
  • Wednesday, July 29, 2026
  • About us :
  • Contact us :
  • Privacy Policy
  • Odia Unicode Converter
  • Terms and Conditions
  • News in English

Shaksi News Shaksi News - Odia News Portal

  • Home
  • ଓଡିଶା
    • ଅନୁଗୁଳ
    • କଟକ
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ବୌଦ୍ଧ
    • ଭଦ୍ରକ
    • ମୟୂରଭଞ୍ଜ
    • ମାଲକାନଗିରି
    • ଯାଜପୁର
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ଦେଶ ବିଦେଶ
  • ରାଜନୀତି
  • ଧର୍ମ-ସଂସ୍କୃତି
    • ଦୀପାବଳି / କାଳୀ ପୂଜା
    • ଦୁର୍ଗା ପୂଜା
  • ବ୍ୟବସାୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ଖେଳ
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ନିଯୁକ୍ତି
  • ସମ୍ପାଦକୀୟ
Shaksi News
  • Home
  • ମନୋରଞ୍ଜନ
  • ସୋସିଆଲ ମିଡିଆରୁ ଗାଏବ ହେଲେ ସାମନ୍ଥା

ସୋସିଆଲ ମିଡିଆରୁ ଗାଏବ ହେଲେ ସାମନ୍ଥା

ତେବେ ଏହି ଅଭିନେତ୍ରୀ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ନଜର ଆସୁ ନାହାନ୍ତି….

By Shaksi News On Jul 29, 2022 0

ମୁମ୍ବାଇ: ପ୍ରାୟ କିଛି ଦିନ ହେବ ସୋସିଆଲ ମିଡିଆରେ ଗାଏବ ଅଛନ୍ତି ସାଉଥ ଅଭିନେତ୍ରୀ ସାମନ୍ତ ରୁଥପ୍ରଭୃ । ସେ ତାଙ୍କ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ସୋସିଆଲ ମିଡିଆରେ ତାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ । ଏଥିପାଇଁ ତାଙ୍କୁ ‘ସୋସିଆଲ ମିଡିଆର ପ୍ରଜାପତି’ତଥା ବଟରଫ୍ଲାଏ ବୋଲି କୁହାଯାଏ । ତେବେ ଏହି ଅଭିନେତ୍ରୀ ଗତ କିଛି ଦିନ ଧରି ସୋସିଆଲ ମିଡିଆରେ ନଜର ଆସୁ ନାହାନ୍ତି । ସାମନ୍ଥା କିଛିଦିନ ହେବ କୌଣସି ପୋଷ୍ଟ ସେୟାର କରି ନାହାଁନ୍ତି ।

ଆହୁରି ପଢ଼ନ୍ତୁ...

ଇସ୍ତଫା ଦେଲେ କେନ୍ଦ୍ର…

Jul 25, 2026

ବାହୁଡ଼ାଯାତ୍ରା: ନୀତିକାନ୍ତି ଜ଼ାରି

Jul 24, 2026

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪…

Jul 24, 2026

ଗତ ୧୯୭୫-୭୭ ଜରୁରୀ କାଳୀନ…

Jul 24, 2026

ଏଭଳି ପରିସ୍ଥିତିରେ ପ୍ରଶଂସକଙ୍କ ମଧ୍ୟରେ କଳ୍ପନା ଜଳ୍ପନା ଦେଖିବାକୁ ମିଳିଛି । ସେମାନେ ଚିନ୍ତିତ ଅଛନ୍ତି ଯେ ଅଭିନେତ୍ରୀଙ୍କ ସହିତ ସବୁକିଛି ଠିକ ଅଛି ତ । କହିବାକୁ ଗଲେ ସାମନ୍ଥା ସୋସିଆଲ ମିଡିଆ ପ୍ଲାଟଫର୍ମରେ ଆକ୍ଟିଭ ଥାଆନ୍ତି । କେତେ ୟୁଜର୍ସ ସେ କହିଛନ୍ତି ଯେ ବୋଧ ହୁଏ ସାମନ୍ଥାଙ୍କ ମନ ଭଲ ନାହିଁ ।

Continue Reading
#National-International#Shaksi NewsEntertainmentSamantha disappeared from social media
0
Share

Prev Post

ଚୀନର ଉହାନ ସହରକୁ ପୁଣି କରୋନାର କଳାବାଦଲ

Next Post

ବିଏସଏନଏଲର ହେବ ପୁନରୁଦ୍ଧାର

You might also like More from author

ଇସ୍ତଫା ଦେଲେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବାହୁଡ଼ାଯାତ୍ରା: ନୀତିକାନ୍ତି ଜ଼ାରି

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪ ଅଭିଯୁକ୍ତଙ୍କୁ ୨୦ ବର୍ଷ ସଶ୍ରମ କାରାଦଣ୍ଡ

ଗତ ୧୯୭୫-୭୭ ଜରୁରୀ କାଳୀନ ପରିସ୍ଥିତି ସମୟର ଆନ୍ଦୋଳନକାରୀ ମାନଙ୍କ ସମ୍ବନ୍ଧରେ ଅବଗତ

Prev Next
Breaking News
  • ମହିଳା ବିଶ୍ୱକପ୍ ବିଜୟ ପରେ କ୍ରିକେଟ୍ ଉପରେ ହରମନପ୍ରୀତଙ୍କ ପ୍ରଥମ ପୋଷ୍ଟ

    ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୨ ରନରେ ବିଜୟ ହାସଲ କରି ଭାରତ ନିଜର ପ୍ରଥମ ମହିଳା ବିଶ୍ୱକପ୍ ଟାଇଟଲ ଜିତି ବହୁ ପ୍ରତୀକ୍ଷିତ ମରୁଡ଼ିର ଅନ୍ତ କରିବାRead More »

    November 3, 2025
  • କେମିତି ଚାଲିଛି କଟକ ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି

    ଗୀତଟି କାନରେ ପଡ଼ିଲେ, ଆଖି ଆଗରେ ନାଚିଯାଏ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା । ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ । ପ୍ରାଚୀନ କଳିଙ୍ଗକୁ ସମୃଦ୍ଧ କରିଥିଲା ନୌବାଣିଜ୍ୟRead More »

    November 1, 2025
  • “ଥମ୍ମା”ର ଏହି ରାକ୍ଷସ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି

    ଭୟଙ୍କର ଜଗତର ନୂତନ ଚଳଚ୍ଚିତ୍ର 'ଥମ୍ମା' ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛି। ଦୀପାବଳିର ପରଦିନ ଜୋରଦାର ଆରମ୍ଭ ହୋଇଥିବା ଏହି ଫିଲ୍ମଟି ସପ୍ତାହର କାର୍ଯ୍ୟ ଦିବସଗୁଡ଼ିକରେRead More »

    October 25, 2025
  • କୁର୍ଣ୍ଣୁଲ୍ ବସ୍ ଅଗ୍ନିକାଣ୍ଡ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା।

    ଶୁକ୍ରବାର ସକାଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ କରିଛି।Read More »

    October 25, 2025
  • ଏଲଆଇସି ପଲିସିଧାରୀଙ୍କ ସଞ୍ଚୟକୁ ‘ବ୍ୟବସ୍ଥିତ ଭାବରେ ଅପବ୍ୟବହାର’ କରାଯାଇଛି: ଜୟରାମ ରମେଶ

    କଂଗ୍ରେସ ଶନିବାର (୨୫ ଅକ୍ଟୋବର, ୨୦୨୫) ଅଭିଯୋଗ କରିଛି ଯେ ଜୀବନ ବୀମା ନିଗମ (ଏଲ୍ଆଇସି)ର ୩୦ କୋଟି ପଲିସିଧାରୀଙ୍କ ସଞ୍ଚୟକୁ ଆଦାନୀ ଗୋଷ୍ଠୀକୁ ଲାଭ ଦେବାRead More »

    October 25, 2025
  • ଦୈନନ୍ଦିନ ଜୀବନରେ ଦୀପାବଳି ଦୀଆର ପୁନଃବ୍ୟବହାର ପାଇଁ 8ଟି ଦିଆ ହ୍ୟାକ୍

    ଆଲୋକର ପର୍ବ ଦୀପାବଳି ହେଉଛି ଛୋଟ ଛୋଟ ମାଟିର ଦୀପ ଜାଳିବା ବିଷୟରେ, ଯାହା ଅନ୍ଧାର ଉପରେ ଆଲୋକ ଏବଂ ମନ୍ଦ ଉପରେ ଭଲର ବିଜୟକୁ ପ୍ରତିନିଧିତ୍ୱRead More »

    October 25, 2025
  • ଜିନପିଙ୍ଗ ଏବଂ ଟ୍ରମ୍ପ ଦକ୍ଷିଣ କୋରିଆରେ ସାକ୍ଷାତ କରିବେ।

    ଶନିବାର ଦିନ ମାଲେସିଆରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଏକ ନୂତନ ବାଣିଜ୍ୟ ଆଲୋଚନା ଆରମ୍ଭ ହୋଇଛି, ଉଭୟ ଦେଶର ପ୍ରତିନିଧିମାନେ ନିଶ୍ଚିତ କରିଛନ୍ତି। ଏହି ଆଲୋଚନାRead More »

    October 25, 2025
  • ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର, ଏବେ ବି କୋମାରେ

    ସେପ୍ଟେମ୍ବର ଆରମ୍ଭରୁ ଭୁବନେଶ୍ୱର ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ ଥିବା ଓଡ଼ିଶାର ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ପରେ ତାଙ୍କୁ ଶନିବାର ଭେଣ୍ଟିଲେଟରରୁ ବାହାରRead More »

    October 25, 2025
  • ବିଗ୍ ବସ୍ 19 ୱିକେଣ୍ଡ୍ କା ଭାର୍

    ବିଗ୍ ବସ୍ 19 season ତୁରେ ଅଧା ବାଟରେ ପହଞ୍ଚି ସାରିଛି ଏବଂ ତାନିଆ ମିତ୍ତଲ ଏବଂ ନୀଲମ ଗିରିଙ୍କ ମଧ୍ୟରେ ତିକ୍ତତା ଏବଂ ଫରହାନା ଭଟ୍ଟRead More »

    October 25, 2025
  • ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ; ୧୫ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା

    ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିଝଡ଼କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହାର ପ୍ରସ୍ତୁତି ପଦକ୍ଷେପକୁ ତୀବ୍ର କରିଛନ୍ତି। ଯଦିଓ ଘୂର୍ଣ୍ଣିଝଡ଼ ମୋନ୍ଥା ଆନ୍ଧ୍ର ପ୍ରଦେଶରେRead More »

    October 25, 2025

ବହୁଚର୍ଚ୍ଚିତ ଖବର

ଇସ୍ତଫା ଦେଲେ କେନ୍ଦ୍ର…

Jul 25, 2026

ବାହୁଡ଼ାଯାତ୍ରା: ନୀତିକାନ୍ତି ଜ଼ାରି

Jul 24, 2026

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪…

Jul 24, 2026

ଗତ ୧୯୭୫-୭୭ ଜରୁରୀ କାଳୀନ…

Jul 24, 2026

ସ୍କନ୍ଦପୁରାଣ ର ପ୍ରଚାର ଓ ପ୍ରସାର…

Jul 24, 2026

ଗଞ୍ଜାମ ଜିଲ୍ଲା ବୁଗୁଡ଼ା କଂଗ୍ରେସ…

Jul 24, 2026

ସିଏମଓରୁ ଫାଇଲି ଗାଏବ ମାମଲା : ଭି.…

Jul 23, 2026

ଓଡ଼ିଶାର ଜଣେ ଆଗ ଧାଡ଼ିର ମା ଯିଏକି…

Jul 23, 2026

ଭିଜିଲାନ୍ସ ଜାଲରେ ଫସିଲେ ଆରଆଇ

Jul 22, 2026

ଗଞ୍ଜାମ ଜିଲ୍ଲା ବିକଳାଙ୍ଗ…

Jul 22, 2026
Prev Next 1 of 2,207
More Stories

ଇସ୍ତଫା ଦେଲେ କେନ୍ଦ୍ର…

Jul 25, 2026

ବାହୁଡ଼ାଯାତ୍ରା: ନୀତିକାନ୍ତି ଜ଼ାରି

Jul 24, 2026

ଅନୁଗୋଳ ଗଣଦୁଷ୍କର୍ମ ମାମଲାରେ ୪…

Jul 24, 2026

ଗତ ୧୯୭୫-୭୭ ଜରୁରୀ କାଳୀନ…

Jul 24, 2026
Prev Next 1 of 5,417
  • About us :
  • Contact us :
  • Privacy Policy
  • Odia Unicode Converter
  • Terms and Conditions
  • News in English
© 2026 - Shaksi News. All Rights Reserved.
Designed by Web Odisha
Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.