ମାଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀ: ଜମିଲା ଭିଡ

ସାଥୀରେ ତ୍ରିରଙ୍ଗା ଧରିଥିବାବେଳେ ‘ମୋଦୀ-ମୋଦୀ’ ନାରା ଦେଇଥିେ……

କେରଳ : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କେରଳର କୋଚ୍ଚ଼ିରୁ କର୍ଣ୍ଣାଟକର ମାଙ୍ଗାଲୁରୁ ପହଞ୍ଚିଛନ୍ତି । ସେଠାରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଝଲକକୁ ପାଇବା ପାଇଁ ରାସ୍ତାର ଉଭୟ ପାଶ୍ୱରେ ପ୍ରବଳ ଜନ ସମାଗମ ଦେଖିବାକୁ ମିଳିଥିଲା । ଏଥିରେ ମହିଳା ଏବଂ ଶିଶୁ ମଧ୍ୟ ସାମିଲ ଥିଲେ । ସାଥୀରେ ତ୍ରିରଙ୍ଗା ଧରିଥିବାବେଳେ ‘ମୋଦୀ-ମୋଦୀ’ ନାରା ଦେଇଥିେ । ମାଙ୍ଗାଲୁରୁରେ ପ୍ରଧାନମନ୍ତ୍ରୀ ମୋଦୀ ୩୮୦୦ କୋଟି ଟଙ୍କାର ପରିଯୋଜନାର ଉଦଘାଟନ ଓ ଶିଳାନ୍ୟାସ କରିଥିଲେ ।