ମଦନିଶାରେ ନିଜଜନ୍ମକଲା ବାପାଙ୍କୁ ଠେଙ୍ଗାରେ ପିଟି ପିଟି ହତ୍ୟା

ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗାଁରେ ଗତକାଲି ବିଳମ୍ବିତ ରାତିରେ…

କେନ୍ଦୁଝର : ପୁଅରେ ମୁଁ ତୋର କଣ ଦୋଷ କରିଥିଲି ରେ ମୁଁ ତୋର କଉଥିରେ ଅଭହେଳା କରିଥିଲି ରେ ଥରେ ଚିନ୍ତାକରିପାରିଲୁ ନାହିଁ ମୁଁ ତୋତେ କେତେ କଷ୍ଟରେ ଛଟରୁ ବଡକରିଥିବି ସେ କଥା ମୁଁ ହିଁ ଜାଣିଛି କେମିତି ରେ ଏମିତି ମୋତେ ନିର୍ମମ ଭାବରେ ମୋତେ ହତ୍ୟା କରିପାରିଲୁ ଏମିତି ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ନୟାକୋଟ ଥାନା ଅନ୍ତର୍ଗତ ଫୁଲଝର ଗାଁରେ ଗତକାଲି ବିଳମ୍ବିତ ରାତିରେ ସାମାନ୍ୟ ବଚସାରୁ ଉତ୍ୟକ୍ତ ହୋଇ ମୋଦ ନିଶାରେ ପୁଅ ସୁମନ୍ତ ଦେହୁରୀ ନିଜ ଜନ୍ମ କଲା ବାପା ବିଦେଶୀ ଦେହୁରୀଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ଭାବରେ ହତ୍ୟା କରିବାର ଦେଖିବାକୁ ମିଳିଛି l

ସକାଳ ପାହିବାମାତ୍ରେ ପୁଅଦେଖେ ତ ଵାପା ଆଉ ଦୁନିଆରେ ନାହିଁ ସଙ୍ଗେ ସଙ୍ଗେ ପରିବାର ଲୋକେ ନୋ୍ୟାକୋଟ ପୋଲିସକୁ ଜଣେଇଥିଲେ ନୋ୍ୟାକୋଟ ପୋ୍ଲେସ ଘଟଣା ସ୍ଥଳରେ ବହଞ୍ଚି ଶବକୁ ଉଦ୍ଧାର କାରି ମୁଖ୍ୟଚିକିତ୍ସାୟକୁ ପଠେଇଦେଇଥିଲେ ଅଭିଯୁକ୍ତକୁ ଗିରଫ କରି ଥାନାରେ ଅଟକ ରଖାଯାଇଛି l