ଶ୍ରୀ ଅନ୍ନକୁ ନିଜ ଜୀବନରେ ସାମିଲ କରିବାକୁ ସମସ୍ତଙ୍କୁ ଆହ୍ୱାନ କଲେ ପ୍ରଧାନମନ୍ତ୍ରୀ
ଚାଲନ୍ତୁ ଆମେ ସମସ୍ତେ ଶ୍ରୀ ଅନ୍ନକୁ ନିଜ ଜୀବନରେ ସାମିଲ କରିବା…
ଭୁବେନେଶ୍ଵର ପିଆଇବି : ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଜରୋଧା ପ୍ରତିଷ୍ଠାତା ଓ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନିଥିନ କାମତଙ୍କ ଟ୍ୱିଟ ଶୃଙ୍ଖଳର ଉତ୍ତରେ ଦେଇଛନ୍ତି । ଏଥିରେ ନିଥିନ କାମତ ନିଜ ଖାଦ୍ୟରେ ମିଲେଟକୁ ସାମିଲ କରିଥିବା ନେଇ ସୂଚନା ଦେଇଛନ୍ତି ।
ନିଥିନ କାମତଙ୍କ ଟ୍ୱିଟ ପ୍ରତ୍ୟୁତ୍ତରରେ ପ୍ରଧାନମନ୍ତ୍ରୀ କହିଛନ୍ତି;
“ଏହା ପଢି ଭଲ ଲାଗିଲା ! ଚାଲନ୍ତୁ ଆମେ ସମସ୍ତେ ଶ୍ରୀ ଅନ୍ନକୁ ନିଜ ଜୀବନରେ ସାମିଲ କରିବା ।”