ମେଷ:-ଆପଣଙ୍କ କାମରୁ ଧ୍ୟାନ କେନ୍ଦ୍ରିତ କରନ୍ତୁ କାମ ସଫଳ ହେବେ। ଜମି ବ୍ୟବସାୟୀଙ୍କୁ ଲାଭ ହେବ। ଆପଣଙ୍କ ପିଲାଙ୍କୁ ଉପହାର ଦେବେ। କ୍ରୀଡ଼ା କ୍ଷେତ୍ରରେ ଥିବା ଲୋକଙ୍କୁ ସଫଳତା ମିଳିବ।
ବୃଷ:-ଆପଣଙ୍କ ର ମନ ଆଜି ସ୍ବଚ୍ଛ ରହିବ। ସମାଜରେ ଆପଣଙ୍କ କାମ ପ୍ରଶଂସା ହେବ। ଜୀବନସାଥୀ ସହିତ ସମ୍ବନ୍ଧ ମଧୁର ହେବ। କିଛି ନୂତନ ଇଲେକ୍ଟ୍ରିକ୍ ଯାନ କିଣବା ଲାଗି ମନସ୍ଥ କରିବେ। ଶିକ୍ଷାର୍ଥୀଙ୍କ ମନ ଲେଖାପଢ଼ା ଭଲ ରହିବ ।
ମିଥୁନ:-ଆପଣଙ୍କ ଉପରେ ଆଜି ଭଗବାନଙ୍କର କୃପାଦୃଷ୍ଟି ରହିବ। ପରୋପକାର କାର୍ଯ୍ୟରେ ସମୟ ବିତାଇବେ। ଅଫିସରେ ଉପରିସ୍ଥ କର୍ମଚାରୀଙ୍କ ଠାରୁ ପ୍ରଶଂସା ପାଇବେ। ଯଦି ଆପଣ ବ୍ୟବସାୟୀ କାରୁଛନ୍ତି ଦିନଟି ଭଲ ରହିବ।
କର୍କଟ:-ଆପଣ ଆଜି କୌଣସି ଯାତ୍ରାରେ ଯାଇପାରନ୍ତି। କୌଣସି ବଡ଼ ଡ଼ିଲ୍ ଫାଇନାଲ୍ ହେବ। ଯାହା ଦ୍ବାରା ଏବଂ ଆର୍ଥିକ ସମସ୍ୟା ଦୂର ହେବ। ଜୀବନସାଥୀ ସହିତ ତାଳମେଳ ଠିକ୍ ରହିବ।
ସିଂହ:-କୌଣସି କଥାକୁ ନେଇ ଆପଣଙ୍କ ମନ ବହୁତ ପ୍ରସନ୍ନ ରହିବ। ଅଯଥା ଖର୍ଚ୍ଚ ପାଇଁ ବ୍ୟଙ୍କ ବାଲାନ୍ସ କମ୍ ହେବ। ନିଜର ବାଣୀ ଉପରେ ନିୟନ୍ତ୍ରଣ ରଖନ୍ତୁ।
କନ୍ୟା:-ଜୀବନସାଥୀ ସହିତ ଲାଗି ରହିଥିବା ଆଜି ମତଭେଦ ଦୂର ହେବ। କାର୍ଯ୍ୟକ୍ଷେତ୍ରରେ ମନ ଲଗାଇ କାମ କରିବେ। କୌଣସି ପରିଜନଙ୍କ ସ୍ବାସ୍ଥ୍ୟକୁ ନେଇ ଚିନ୍ତା ରହିବ। ଘରେ ଧାର୍ମିକ ଅନୁଷ୍ଠାନ କରିପାରନ୍ତି।
ତୁଳା:-ଆପଣଙ୍କ ମନ ରେ ଧାର୍ମିକ କାର୍ଯ୍ୟକ୍ରମରେ ଲାଗି ରହିବ। ବେପାରରେ ଲାଭ ହେବ। ଆପଣଙ୍କୁ ସମାଜରେ ମାନ ସମ୍ମାନ ମିଳିବ। ଛାତ୍ରଛାତ୍ରୀ ପ୍ରତିଯୋଗିତା ପରୀକ୍ଷା ପାଇଁ ପ୍ରସ୍ତୁତ କରିବେ।
ବିଛା:-ଅଫିସରେ ଆପଣଙ୍କ କଠିନ ପରିଶ୍ରମ ଦେଖି କତୃପକ୍ଷ ଦରମା ବୃଦ୍ଧି କରିପାରନ୍ତି। ପ୍ରେମୀ ଯୁଗଳ ବାହାରକୁ ବୁଲି ଯିବେ। ଚାକିରି ପାଇଁ ପରିଶ୍ରମ କରୁଥିବା ଛାତ୍ରଛାତ୍ରୀ ଶୁଭ ଫଳ ମିଳିବ ।
ମକର:-ଅଧୁରା ଥିବା କରମ ସଂପୂର୍ଣ୍ଣ କରି ନୂଆ କାମ ଶୁଭାରମ୍ଭ କରିବେ। ବ୍ୟବସାୟୀଙ୍କୁ ଭଲ ଅବସର ମିଳିବ। ଦୂରସ୍ଥାନକୁ ଯିବାର ଯୋଗ ଅଛି।
କୁମ୍ଭ:-ଦିନଟି ଆଜି ଜୀବନରେ ନୂଆ ଦିଶା ନେଇ ଆସିବ। ଧ୍ୟାନ ଲଗାଇ କାମ କରନ୍ତୁ ଜଲ୍ଦି ସଫଳତା ପାଇବେ। ଜୀବନସାଥୀ ସହିତ ବାହାରକୁ ବୁଲି ଯାଇପାରନ୍ତି। ଆଜିର ଦିନ ରାଜନୀତିରେ ସଫଳତା ପାଇବେ।
ମୀନ:-ବନ୍ଧୁ ଆଜି ଆପଣଙ୍କର ଭଲ ପରାମର୍ଶ ଜନେଇବେ । ବ୍ୟବସାୟ କାମରେ ଦୂର ଯାତ୍ରା ରେ ଯାଇପାରନ୍ତି। ଅଧିକ ସଫଳତା ପାଇଁ ଅଧିକ ପ୍ରୟାସ ଜାରି ରଖିବେ। ନବ ବିବାହିତ ଦମ୍ପତ୍ତି ବାହାରକୁ ବୁଲି ଯାଇପାରନ୍ତି ।
(ପ୍ରତ୍ୟାଖ୍ୟାନ: ଏହି ଆର୍ଟିକିଲରେ ଥିବା ସୂଚନା ବିଭିନ୍ନ ମାଧ୍ୟମ / ଜ୍ୟୋତିଷ / ଆଲମାନାକ / ବକ୍ତବ୍ୟ / ବିଶ୍ୱାସ / ଶାସ୍ତ୍ରରୁ ସଂଗ୍ରହ କରିବା ପରେ ଆପଣଙ୍କ ନିକଟକୁ ଅଣାଯାଇଛି । ଆମର ଉଦ୍ଦେଶ୍ୟ କେବଳ ସୂଚନା ପ୍ରଦାନ କରିବା)