ବନ୍ଦ କୋଠରୀରୁ ମିଳିଲା ତିନୋଟି ଲାସ

ଢେଙ୍କାନାଳ: ଏକ ଆଶ୍ଚର୍ଯ୍ୟ ଜନିକ ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ ।

ସୂଚନା ଅନୁସାରେ, ଗୋଟିଏ ପରିବାରର ତିନୋଟି ଲାସ ଏକ ବନ୍ଦ କୋଠରୀରୁ ଉଦ୍ଧାର କରାଯାଇଛି ।

ବାପା,ତାଙ୍କ ଝିଅ ବୟସ ୪୦ ଏବଂ ନାତୁଣୀ ଯାହାର ବୟସ ୧୬ ବର୍ଷ ଥିବାବେଳେ, ତାଙ୍କ ଦେହ ଝୁଲୁଥିବା  ଅବସ୍ଥାରେ ମିଳିଥିଲା । ଏମିତିକା ଘଟଣା କାହିଁକି ଘଟିଥିଲା ତାର ଖବର କିଛି ସ୍ପଷ୍ଟ ଭାବେ ମିଳିନି । ପୋଲିସ  ଘଟଣା ସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି ।