ବାଂଲାକୁ ଆସାମ ମୁଖ୍ୟମନ୍ତ୍ରୀଙ୍କ ଧମକ By Shaksi News On Dec 18, 2025 ନୂଆଦିଲ୍ଲୀ: ଭାରତର ଉତର-ପୂର୍ବାଂଚଳ ପ୍ରତି ବାଂଲାଦେଶର ଲୋଭନୀୟ ଦୃଷ୍ଟି ପ୍ରତି ଚେତାବନୀ କରି ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା କହିଛନ୍ତି, ଭାରତ ବିଶ୍ୱର ଚତୁର୍ଥ ଆର୍ଥିକ ଶକ୍ତିଶାଳୀ ଦେଶ ଓ ପରମାଣୁ ଶକ୍ତିସଂପନ୍ନ। ଭାରତରୁ ଇଂଚେ ମାଟି ଦଖଲ କରିବା ବାଂଲାଦେଶକୁ ମହଙ୍ଗା ପଡ଼ିବ। Continue Reading assaam cm Share