ବଲାଙ୍ଗିର ;ବଲାଙ୍ଗିର ଲୋକ ଉତ୍ସବ ପାଇଁ ପ୍ରସ୍ତୁତି ବୈଠକ, ହୋ ହାଲ୍ଲା ଭିତରେ ଶେଷ। ପ୍ରଶାସନିକ ଅଧିକାରୀ ଓ ସାମ୍ବାଦିକ ଙ୍କୁ ଅଣଦେଖା, ଅଶାନ୍ତ ବାତାବରଣ।
ଫରେଷ୍ଟ ଆଇବି ରେ ଅନୁଷ୍ଠିତ ଏହି ବୈଠକରେ ପ୍ରଶାସନିକ ଅଧିକାରୀ ଙ୍କୁ କୋଣ ଠେଶା, ସାମ୍ୱାଦିକଙ୍କୁ ଅଣଦେଖା କରାଯାଇଛି। ଭିତରେ ଚାଲିଥିଲା ଗୋଲ୍ ଟେବୁଲ୍ ବୈଠକ, ବାହାରେ ସାମ୍ୱାଦିକ ଓ ପ୍ରଶାସନିକ ଅଧିକାରୀ। ତାଙ୍କ ପାଇଁ କୌଣସି ବ୍ୟବସ୍ଥା ନଥିଲା, ସେଥିପାଇଁ ଅସନ୍ତୋଷ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ବଲାଙ୍ଗିର ଲୋକ ଉତ୍ସବର ପ୍ରଚାର ପ୍ରସାର ରେ ବାଧା ସୃଷ୍ଟି ହେବ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।