୧୮୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି (ଏସ୍ ଏଲ୍ ବିସି) ପାଇଁ ପ୍ରେସ୍ ବିଜ୍ଞପ୍ତି
୧୮୨ ତମ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟି ବୈଠକ (SLBC) ୧୦ ମାର୍ଚ୍ଚ, ୨୦୨୬ରେ
ଭୁବନେଶ୍ୱରସ୍ଥିତହୋଟେଲମେଫେୟାରଠାରେଅନୁଷ୍ଠିତହୋଇଯାଇଛି ।
କମିଶନରତଥାଅତିରିକ୍ତମୁଖ୍ୟଶାସନସଚିବଶ୍ରୀଦେଓରଞ୍ଜନକୁମାରସିଂବିନିଯୋଗପ୍ରକ୍ରିୟାକୁସକ୍ରିୟଭାବେସମର୍ଥନକରିବାଏବଂରାଜ୍ୟରେଋଣଅଭିବୃଦ୍ଧିକୁପ୍ରୋତ୍ସାହିତକରିବାପାଇଁବ୍ୟାଙ୍କଗୁଡ଼ିକୁଅନୁରୋଧକରିଛନ୍ତି।
ରାଜ୍ୟସରକାରଭଡ଼ାମୁକ୍ତଘରଯୋଗାଇଦେଉଥିବାରୁବ୍ୟାଙ୍କସେବାନଥିବାଗ୍ରାମପଞ୍ଚାୟତରେବ୍ୟାଙ୍କିଙ୍ଗନେଟୱାର୍କସମ୍ପ୍ରସାରଣକରିବାଲାଗିସେବ୍ୟାଙ୍କଗୁଡ଼ିକୁପରାମର୍ଶଦେଇଥିଲେ । ଶିକ୍ଷାଏବଂଗୃହକ୍ଷେତ୍ରକୁପର୍ଯ୍ୟାପ୍ତଋଣଯୋଗାଇବାପାଇଁସେବ୍ୟାଙ୍କଗୁଡିକଉପରେଗୁରୁତ୍ୱାରୋପକରିଥିଲେ।
ୟୁକୋବ୍ୟାଙ୍କରପରିଚାଳନାନିର୍ଦ୍ଦେଶକତଥାମୁଖ୍ୟକାର୍ଯ୍ୟନିର୍ବାହୀଅଧିକାରୀତଥାରାଜ୍ୟସ୍ତରୀୟବ୍ୟାଙ୍କର୍ସକମିଟି, ଓଡ଼ିଶାରଅଧ୍ୟକ୍ଷଶ୍ରୀଅଶ୍ୱିନୀକୁମାରସୂଚନାଦେଇଛନ୍ତିଯେପ୍ରାଥମିକତାକ୍ଷେତ୍ରରେ୨୦୨୫-୨୬ ପାଇଁ ଏସିପି ଅଧୀନରେ ୨.୫୨ ଲକ୍ଷକୋଟି ଟଙ୍କାର ବାର୍ଷିକ ଲକ୍ଷ୍ୟ ସତ୍ତ୍ୱେ ସମସ୍ତ ବ୍ୟାଙ୍କ ୩୦.୧୨.୨୦୨୫ ସୁଦ୍ଧା ୧.୭୩ ଲକ୍ଷ କୋଟି ଟଙ୍କା ହାସଲ କରିଛନ୍ତି। ଆର୍ଥିକବର୍ଷଶେଷସୁଦ୍ଧାଲକ୍ଷ୍ୟହାସଲକରିବାକୁସେ ସମସ୍ତ ବ୍ୟାଙ୍କକୁ ଅନୁରୋଧ କରିଥିଲେ ।
ଓଡ଼ିଶାସରକାରଙ୍କଅର୍ଥବିଭାଗରପ୍ରମୁଖସଚିବଶ୍ରୀସଞ୍ଜୀବକୁମାରମିଶ୍ରକେନ୍ଦ୍ରୀୟକେୱାଇସି (CKYC)ର ଆନ୍ତଃ-ଉପଯୋଗିତା, ଏସିପିସଫଳତାଏବଂରାଜ୍ୟରଋଣ-ଜମାରାଶିଅନୁପାତବୃଦ୍ଧିଉପରେଗୁରୁତ୍ୱାରୋପକରିଥିଲେ ।
ଆଞ୍ଚଳିକ ନିର୍ଦ୍ଦେଶକ, RBI, ଭୁବନେଶ୍ୱର ଡକ୍ଟର ଶାରଦା ପ୍ରସନ୍ନ ମହାନ୍ତି ୩୧.୦୩.୨୦୨୬ ସୁଦ୍ଧାସକ୍ରିୟ ନଥିବା ଓ ଦାବିହୋଇନଥିବାରାଜ୍ୟସରକାରଙ୍କଜମାରାଶିଅର୍ଥବିଭାଗକୁଫେରସ୍ତକରିବାକୁବ୍ୟାଙ୍କଗୁଡ଼ିକୁପରାମର୍ଶଦେଇଛନ୍ତି । କମିଶନର ତଥା ସଚିବ, ସୂକ୍ଷ୍ମ, କ୍ଷୁଦ୍ର ଏବଂ ମଧ୍ୟମ ଉଦ୍ୟୋଗ ବିଭାଗ,
ସୁଶ୍ରୀରଶ୍ମିତାପଣ୍ଡାବ୍ୟାଙ୍କଗୁଡ଼ିକୁPMEGP,PMSVANidhiଆଦିସରକାରୀଯୋଜନାଅଧୀନରେଅଧିକଋଣପ୍ରଦାନକରିବାକୁପରାମର୍ଶଦେଇଛନ୍ତି ।କମିଶନର ତଥା ସଚିବ, ମତ୍ସ୍ୟ ଓ ପ୍ରାଣିସମ୍ପଦ ବିକାଶ ବିଭାଗ,ଶ୍ରୀପ୍ରେମଚନ୍ଦ୍ରଚୌଧୁରୀକୃଷି ଏବଂ ସମ୍ବନ୍ଧୀୟକ୍ଷେତ୍ରକୁଯଥେଷ୍ଟଋଣଯୋଗାଇଦେବାଉପରେଗୁରୁତ୍ୱାରୋପକରିଥିଲେ ।ଏହିବୈଠକରେସଂଯୋଜକ, ଏସ୍ଏଲ୍ବିସି,ରାଜ୍ୟ ଓ କେନ୍ଦ୍ରସରକାର, ନାବାର୍ଡର ବରିଷ୍ଠ ଅଧିକାରୀ ଏବଂ ସମସ୍ତ ବ୍ୟାଙ୍କର ଆଞ୍ଚଳିକ ନିୟନ୍ତ୍ରଣ ମୁଖ୍ୟମାନେ ଉପସ୍ଥିତ ଥିଲେ ।