ପାଟଣା : କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ର ଚେମେଣ|, ଯମୁନାପୋଷି ଗ୍ରାମ ର ଗୋଡ଼ିପୋଖରୀ ଗ୍ରାମ ରେ ପ୍ଲାଣ୍ଟ ନିମନ୍ତେ 8 ମ ଗ୍ରାମ ସଭା ଅନୁଷ୍ଠିତ ହୋଇଛି |ଏଥି ରେ ଜନସାଧାରଣ ଶାନ୍ତି ଶୃଙ୍ଖଳ| ର ସହିତ ସଭା କାର୍ଯ୍ୟ କୁ ସଫଳ କରିଥିଲେ |ଆଉ ମଧ୍ୟ୍ୟ ଶାନ୍ତି ଶୃଙ୍ଖଳା ନିମନ୍ତେ ପୋଲିସ ମୃତୟନ କରାଯାଇଥିଲା ସମସ୍ତ ପଦାଧିକାରୀ ପୋଲିସ ଅଫିସର ରହି ବା ସଙ୍ଗେ ସଙ୍ଗେ ତୁରୁମୁଙ୍ଗା ଥାନାଧିକାରୀ ଦୀପ୍ତି ରଞ୍ଜନ ସାହୁ ସମସ୍ତ ପୋଲିସ ବାହିନୀ ଆଇନ ଶୃଙ୍ଖଳା ରକ୍ଷାକରିଥିଲେ |
ଏଥିରେ ଜନସାଧାରଣ ନିଜ ନିଜ ର ମତ ରଖି ଥିଲେ ଏବଂ ଏକର ପିଛା 30 କୋଟି ଟଙ୍କା ଦେବା ପାଇଁ ସରକାର ଙ୍କୁ ଦାବି କରିଥିଲେ | ଜନସାଧାରଣ ମତ ରଖିଥିଲେ ଯେ, ପ୍ଲାଣ୍ଟ ହେଲେ, ଆମ ଜିଲ୍ଲା, ନିଶ୍ଚିନ୍ତ “ସୁନାର କେନ୍ଦୁଝର “ହବ | ଏବଂ ବିକଶିତ ଓଡିଶା ପାଇଁ ଏକ ନିଶ୍ଚିନ୍ତ ହବ |
ଏଥିରେ ପ୍ରଶାସନ ର ସୁତନ୍ତ୍ର ଭୁଅ ର୍ଜନ ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ପ୍ରଧାନ, ଉପଜିଲ୍ଲାପାଳ ଶ୍ରୀ ଉମାଶଙ୍କର ଦଳେଇ, ଏଡ୍କୋ ଅଧିକାରୀ ଶ୍ରୀ କୃଷ୍ଣ କିଶୋର ପ|ତ୍ର, ପାଟଣା ବିଡ଼ିଓ ଶ୍ରୀ ମାନସ କୁମାର ଦଣ୍ଡପାଟ, ତହସିଲ ଦାର ଶ୍ରୀ ଅଶ୍ୱନୀ କୁମାର ନାୟକ, ଏବଂ ସରପଞ୍ଚ ଶ୍ରୀ ଶଶିଭୂଷଣ ନାୟକ, ଉପସ୍ଥିତ ରହି ଶୃଙ୍ଖଲାର ସହିତ ସଭା କାର୍ଯ୍ୟ ସମାପନ କରିଥିଲେ |