ପ୍ରତ୍ୟେକ ସହରକୁ ମିଳିବ ଆକାଶପଥର ସଂଯୋଗ!
ମୋଦୀ ସରକାରଙ୍କ ନୂତନ ସଂକଳ୍ପ ସହ ଦେଶର ବିମାନ ସଂଯୋଗ ବ୍ୟବସ୍ଥାକୁ ମିଳିବ ନୂଆ ଗତି।
ଉଡାଣ (UDAN) ଯୋଜନା ଅଧୀନରେ ₹୨୮,୮୪୦ କୋଟି ବିନିଯୋଗରେ ଆସନ୍ତା ୧୦ ବର୍ଷରେ ୧୨୦ଟି ନୂତନ ସହରକୁ ବିମାନ ସେବା ସହ ୧୦୦ଟି ନୂତନ ବିମାନବନ୍ଦର ବିକଶିତ କରାଯିବ। ଏହା ଦ୍ୱାରା ଦୂରଦୂରାନ୍ତ ଅଞ୍ଚଳରେ ମଧ୍ୟ ପହଞ୍ଚିବ ବିକାଶ, ବୃଦ୍ଧି ପାଇବ ପର୍ଯ୍ୟଟନ, ବ୍ୟବସାୟ ଓ ରୋଜଗାରକୁ ମିଳିବ ଗତି ।