ଭୁବନେଶ୍ୱର ରୁ ଠକକୁ ଗିରଫ କଲା ତୁରୁମୁଙ୍ଗା ପୋଲିସ

କେନ୍ଦୁଝର,(ସାକ୍‌ସୀ ନ୍ୟୁଜ୍‌): ଜିଲ୍ଲା ତୁରୁମୁଙ୍ଗା ପୋଲିସ ଅନେକ ଠୋକେଇ କେଶ ରେ ଜଡିତ ଥିବା ସତ୍ୟଜିତ ଘୋଡାଇ କୁ ତୁରୁମୁଙ୍ଗା ପୋଲିସ ଭୁବନେଶ୍ୱର ରୁ ଗିରଫ କରି କେନ୍ଦୁଝର ଜିଲ୍ଲା କୋର୍ଟ କୁ ଚାଲାଣ କରିଛି।

ସୂଚନା ଅନୁସାରେ କେଶ ନମ୍ବର ୯୧/୨୬ରେ ମାମଲା ରୁଜୁ କରିଛି ତୁରୁମୁଙ୍ଗା ପୋଲିସ, ଏହି ବ୍ୟକ୍ତି ଜଣଙ୍କ ନିତ୍ୟ ନନ୍ଦ ମହାପାତ୍ର ନାମ ବ୍ୟକ୍ତି ଙ୍କ ଠାରୁ ଚଉଦ ଚକିଆ ଟ୍ରକ ଦେବା ପାଇଁ ଅଗ୍ରିମ ଦୁଇ ଲକ୍ଷ ଚେକ ମାଧ୍ୟମ ନେଇ ବାରମ୍ବାର ସତ୍ୟଜିତ ଘୋଡାଇ ଘର ଯାଜପୁର ଜିଲ୍ଲା,ମଙ୍ଗଳ ପୁର ର ହୋଇ ଥିବା ବେଳେ, ଅନେକ ଠକ କାମ ଯେମିତି କି ବରଗଡ, ବମ୍ବେ ଓ ତାଳଚେର ଚଳେଇ ଥିବା ବ୍ୟକ୍ତି କୁ ତୁରୁମୁଙ୍ଗା ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଙ୍କ ନେତୃତ୍ୱ ରେ ଥାନା ଏଏସଆଇ ସୁଜାତା ମହାନ୍ତ ଭୁବନେଶ୍ୱର ଯାଇ ସତ୍ୟ ଜିତ କୁ ଗିରଫ କରି ଆଜି କୋୖର୍ଟ ଚାଲାଣ କରିଛନ୍ତି।

ଏହିକାଯ୍ୟ ଅନୁଷ୍ଠାନ ପାଇଁ ନିତ୍ୟାନନ୍ଦ ମହା ପାତ୍ର ଥାନା ଅଧିକାରୀ ଦୀପ୍ତି ରଞ୍ଜନ ସାହୁ ଙ୍କ ସହିତ ଥାନା ଏ ଏସ ଆଇ ସୁଜାତା ମହାନ୍ତ ଙ୍କୁ ଧନ୍ୟବାଦ ଅର୍ପଣ କରିଛନ୍ତି। କେନ୍ଦୁଝର ରୁ ଅଞ୍ଜନ କୁମାର ରଣାଙ୍କ ରିପୋର୍ଟ ସାକ୍‌ସୀ ନ୍ୟୁଜ୍‌ ।