• Likes
  • Followers
  • Monday, September 21, 2026
  • About us :
  • Contact us :
  • Privacy Policy
  • Odia Unicode Converter
  • Terms and Conditions
  • News in English

Shaksi News Shaksi News - Odia News Portal

  • Home
  • ଓଡିଶା
    • ଅନୁଗୁଳ
    • କଟକ
    • କନ୍ଧମାଳ
    • କଳାହାଣ୍ଡି
    • କେନ୍ଦୁଝର
    • କେନ୍ଦ୍ରାପଡ଼ା
    • କୋରାପୁଟ
    • ଖୋର୍ଦ୍ଧା
    • ଗଜପତି
    • ଗଞ୍ଜାମ
    • ଜଗତସିଂହପୁର
    • ଝାରସୁଗୁଡ଼ା
    • ଢେଙ୍କାନାଳ
    • ଦେବଗଡ଼
    • ନବରଙ୍ଗପୁର
    • ନୟାଗଡ଼
    • ନୂଆପଡ଼ା
    • ପୁରୀ
    • ବରଗଡ଼
    • ବଲାଙ୍ଗୀର
    • ବାଲେଶ୍ଵର
    • ବୌଦ୍ଧ
    • ଭଦ୍ରକ
    • ମୟୂରଭଞ୍ଜ
    • ମାଲକାନଗିରି
    • ଯାଜପୁର
    • ରାୟଗଡ଼ା
    • ସମ୍ବଲପୁର
    • ସୁନ୍ଦରଗଡ଼
    • ସୁବର୍ଣ୍ଣପୁର
  • ଦେଶ ବିଦେଶ
  • ରାଜନୀତି
  • ଧର୍ମ-ସଂସ୍କୃତି
    • ଦୀପାବଳି / କାଳୀ ପୂଜା
    • ଦୁର୍ଗା ପୂଜା
  • ବ୍ୟବସାୟ
  • ଅପରାଧ
  • ଜୀବନଚର୍ଯ୍ୟା
  • ମନୋରଞ୍ଜନ
  • ଖେଳ
  • ଶିକ୍ଷା ଓ ସ୍ୱାସ୍ଥ୍ୟ
  • ନିଯୁକ୍ତି
  • ସମ୍ପାଦକୀୟ
Shaksi News
  • Home
  • Breaking
  • ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ଅଭିଯୁକ୍ତ ଦୋଷୀ ସାବ୍ୟସ୍ତ

ପ୍ରତ୍ୟେକ ଜରିମାନା ବାବଦରେ ଅତିରିକ୍ତ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ…

By Pujarani Biswal On Aug 11, 2026 0

ସାଇବର ଠକେଇରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ମାମଲାରେ ସମ୍ବଲପୁର ଜିଲ୍ଲାର ମାନ୍ୟବର ଜେଏମଏଫସି ଅଦାଲତ ଅଭିଯୁକ୍ତ ଗୌରୀ ଶଙ୍କର ଦାଶ (୩୨) ଙ୍କୁ ଭାରତୀୟ ନ୍ୟାୟ ସଂହିତା (BNS)ର ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।

ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ BNS ଦଫା ୩୧୭(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ₹୧୦,୦୦୦ ଜରିମାନା ଏବଂ ଦଫା ୧୧୨(୨) ଅନୁଯାୟୀ ୨ ବର୍ଷ ସଶ୍ରମ କାରାଦଣ୍ଡ ଓ ₹୧୦,୦୦୦ ଜରିମାନାରେ ଦଣ୍ଡିତ କରିଛନ୍ତି। ଉଭୟ ଦଣ୍ଡାଦେଶ ଏକକାଳୀନ ଭାବେ ଚାଲିବ। ଜରିମାନା ଅନାଦେୟ ହେଲେ, ପ୍ରତ୍ୟେକ ଜରିମାନା ବାବଦରେ ଅତିରିକ୍ତ ୨ ମାସ ସଶ୍ରମ କାରାଦଣ୍ଡ ଭୋଗିବାକୁ ପଡ଼ିବ।

ଉଲ୍ଲେଖଯୋଗ୍ୟ ଯେ, ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆଙ୍କ ନିର୍ଦ୍ଦେଶକ୍ରମେ ସାରା ରାଜ୍ୟରେ ଅପରେସନ ‘ସାଇବର କବଚ’ ଅଭିଯାନକୁ ତ୍ୱରାନ୍ୱିତ କରାଯାଇଥିଲା । ଏହି ଅଭିଯାନରେ ବ୍ୟବହୃତ ବେନାମୀ ବ୍ୟାଙ୍କ ଆକାଉଣ୍ଟ ବା ‘ମ୍ୟୁଲ୍ ଆକାଉଣ୍ଟ’ ଏବଂ ଏହା ସହ ସମ୍ପୃକ୍ତ ବ୍ୟକ୍ତିମାନଙ୍କୁ ଚିହ୍ନଟ କରି ଦୃଢ଼ ଆଇନଗତ ପଦକ୍ଷେପ ଗ୍ରହଣ କରାଯାଇଛି ।

ତଦନ୍ତ ସମୟରେ, ଅଭିଯୁକ୍ତଙ୍କ କୋଟାକ ମହିନ୍ଦ୍ରା ବ୍ୟାଙ୍କ ଆକାଉଣ୍ଟଟି National Cyber Crime Reporting Portal (NCRP) ମାଧ୍ୟମରେ ଚିହ୍ନଟ ହୋଇଥିଲା। ତାଙ୍କ ଆକାଉଣ୍ଟକୁ ବିଭିନ୍ନ ସମୟରେ ₹୯,୦୦୦, ₹୧୧,୫୦୦, ₹୯,୦୦୦ ଏବଂ ₹୪,୦୫୦, ଅର୍ଥାତ୍ ମୋଟ ₹୩୩,୫୫୦ ଟଙ୍କା ଜମା ହୋଇଥିବା ତଦନ୍ତ ସମୟରେ ଜଣାପଡ଼ିଥିଲା।

ପୋଲିସ ତଦନ୍ତ ସମୟରେ ଉକ୍ତ ଅର୍ଥରାଶି ଗ୍ରହଣ କରିବା ଏବଂ ନିଜ ବ୍ୟାଙ୍କ ଆକାଉଣ୍ଟରେ ରଖିବା ସମ୍ପର୍କରେ ଅଭିଯୁକ୍ତ କୌଣସି ସନ୍ତୋଷଜନକ ଉତ୍ତର ଦେଇପାରିନଥିଲେ।

ଆହୁରି ପଢ଼ନ୍ତୁ...

‘ଗୋନ୍ଧଳ’ ଫିଲ୍ମ କୁ…

Sep 19, 2026

ଓଜନ କମାଇବାରେ ସହାଯ୍ୟ କରିବ…

Sep 19, 2026

ମୟୂରଭଞ୍ଜ ଛଉନୃତ୍ୟର ୧୦ ଦିନିଆ…

Sep 19, 2026

ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ…

Sep 19, 2026

ଏ ସମ୍ପର୍କରେ ସମ୍ବଲପୁର ଟାଉନ ଥାନା କେସ୍ ନଂ–୭୪, ତା. ୦୨.୦୩.୨୦୨୬ରେ BNS ଦଫା ୩୧୮(୪)/୩୧୭(୨)/୧୧୨(୨)/୬୧(୨) ଏବଂ IT Actର ଦଫା ୬୬(C)/୬୬(D) ଅନୁଯାୟୀ ମାମଲା ରୁଜୁ ହୋଇଥିଲା। ମାମଲା ରୁଜୁ ହୋଇଥିବା ଦିନ ହିଁ ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିଲା। ପରବର୍ତ୍ତୀ ସମୟରେ ୨୮.୦୪.୨୦୨୬ରେ ପ୍ରାଥମିକ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଅଦାଲତରେ ମାମଲାର ଶୁଣାଣି ସମୟରେ ୫ ଜଣ ସାକ୍ଷୀଙ୍କ ସାକ୍ଷ୍ୟ ଗ୍ରହଣ କରାଯାଇଥିଲା। ଏଥିସହ ବ୍ୟାଙ୍କ ରେକର୍ଡ, ଜବତ ସମ୍ପର୍କିତ ଦଲିଲ ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଦସ୍ତାବିଜକୁ ପ୍ରମାଣ ଭାବେ ଅଦାଲତରେ ଦାଖଲ କରାଯାଇଥିଲା। ଉପଲବ୍ଧ ସାକ୍ଷ୍ୟ ଓ ଦସ୍ତାବିଜ ପ୍ରମାଣକୁ ବିଚାର କରି ମାନ୍ୟବର ଅଦାଲତ ଅଭିଯୁକ୍ତଙ୍କୁ BNS ଦଫା ୩୧୭(୨) ଓ ୧୧୨(୨) ଅନୁଯାୟୀ ଦୋଷୀ ସାବ୍ୟସ୍ତ କରିଛନ୍ତି।

ସାଇବର ଅପରାଧ ବିରୋଧରେ ସମ୍ବଲପୁର ପୋଲିସର ବୈଜ୍ଞାନିକ ତଦନ୍ତ, ପ୍ରମାଣ ସଂଗ୍ରହ ଏବଂ ଆଇନଗତ ପଦକ୍ଷେପକୁ ରାଜ୍ୟ ଆରକ୍ଷୀ ମହାନିର୍ଦ୍ଦେଶକ ଶ୍ରୀ ଯୋଗେଶ ବାହାଦୁର ଖୁରାନିଆ ପ୍ରଶଂସା କରିଛନ୍ତି।

ସାଇବର ଠକେଇରେ ସମ୍ପୃକ୍ତ ବ୍ୟକ୍ତି ଏବଂ ମ୍ୟୁଲ୍ ଆକାଉଣ୍ଟ ଯୋଗାଇଦେଉଥିବା କିମ୍ବା ବ୍ୟବହାର କରୁଥିବା ସହଯୋଗୀମାନଙ୍କ ବିରୋଧରେ ଓଡ଼ିଶା ପୋଲିସର ‘ଶୂନ୍ୟ ସହନଶୀଳତା’ (Zero Tolerance) ନୀତି ଜାରି ରହିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

ନୂତନ ଭାରତୀୟ ଆଇନ ଲାଗୁ ହେବା ପରେ ଅପରାଧ ତଦନ୍ତ ଓ ଆଇନଗତ ପ୍ରକ୍ରିୟାକୁ ଅଧିକ ପ୍ରଭାବଶାଳୀ କରାଯାଇ ଅଳ୍ପ ସମୟ ମଧ୍ୟରେ ଦୋଷୀ ସାବ୍ୟସ୍ତ ହାର ବୃଦ୍ଧି ପାଉଥିବାରୁ ଶ୍ରୀ ଖୁରାନିଆ ସନ୍ତୋଷ ବ୍ୟକ୍ତ କରିଛନ୍ତି।

ସାଇବର ଠକେଇ ରୋକିବା ଏବଂ ଏଥିରେ ବ୍ୟବହୃତ ମ୍ୟୁଲ୍ ଆକାଉଣ୍ଟ ନେଟୱର୍କକୁ ଧ୍ୱଂସ କରିବା ଦିଗରେ ଓଡ଼ିଶା ପୋଲିସର ଅଭିଯାନ ଆଗାମୀ ଦିନରେ ମଧ୍ୟ ଜାରି ରହିବ।

Continue Reading
@shaksinewdaccountcyber fraud
0
Share

Prev Post

ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ମନ୍ତ୍ରୀଙ୍କ ସହ ବିଧାୟକ ମାନଙ୍କ ବୈଠକ

Next Post

କାଳିଆ ଦର୍ଶନ ବନ୍ଦ ରହିବ ବୁଧବାର ୫ ଘଣ୍ଟା

You might also like More from author

‘ଗୋନ୍ଧଳ’ ଫିଲ୍ମ କୁ IMDbରେ ମିଳିଛି ୮.୯ ରେଟିଂ

ଓଜନ କମାଇବାରେ ସହାଯ୍ୟ କରିବ ଭୃଷଙ୍ଗ ପତ୍ର

ମୟୂରଭଞ୍ଜ ଛଉନୃତ୍ୟର ୧୦ ଦିନିଆ ଉନ୍ନତ ଦକ୍ଷତା ପ୍ରଶିକ୍ଷଣ ଉଦଘାଟିତ

ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ ଜିଲ୍ଲାସ୍ତରୀୟ ‘ସମୂହ ଆଶୀର୍ବାଦର ଦୀପଦାନ’

Prev Next
Breaking News
  • ମହିଳା ବିଶ୍ୱକପ୍ ବିଜୟ ପରେ କ୍ରିକେଟ୍ ଉପରେ ହରମନପ୍ରୀତଙ୍କ ପ୍ରଥମ ପୋଷ୍ଟ

    ଦକ୍ଷିଣ ଆଫ୍ରିକା ବିପକ୍ଷରେ ୫୨ ରନରେ ବିଜୟ ହାସଲ କରି ଭାରତ ନିଜର ପ୍ରଥମ ମହିଳା ବିଶ୍ୱକପ୍ ଟାଇଟଲ ଜିତି ବହୁ ପ୍ରତୀକ୍ଷିତ ମରୁଡ଼ିର ଅନ୍ତ କରିବାRead More »

    November 3, 2025
  • କେମିତି ଚାଲିଛି କଟକ ଐତିହାସିକ ବାଲିଯାତ୍ରା ପ୍ରସ୍ତୁତି

    ଗୀତଟି କାନରେ ପଡ଼ିଲେ, ଆଖି ଆଗରେ ନାଚିଯାଏ ଓଡ଼ିଶାର ନୌବାଣିଜ୍ୟ ପରମ୍ପରା । ଓଡ଼ିଶାର ପ୍ରାଚୀନ ନାମ କଳିଙ୍ଗ । ପ୍ରାଚୀନ କଳିଙ୍ଗକୁ ସମୃଦ୍ଧ କରିଥିଲା ନୌବାଣିଜ୍ୟRead More »

    November 1, 2025
  • “ଥମ୍ମା”ର ଏହି ରାକ୍ଷସ ଦର୍ଶକଙ୍କ ହୃଦୟ ଜିତିବାରେ ଲାଗିଛି

    ଭୟଙ୍କର ଜଗତର ନୂତନ ଚଳଚ୍ଚିତ୍ର 'ଥମ୍ମା' ଦର୍ଶକଙ୍କୁ ପ୍ରଭାବିତ କରିବାରେ ସଫଳ ହୋଇଛି। ଦୀପାବଳିର ପରଦିନ ଜୋରଦାର ଆରମ୍ଭ ହୋଇଥିବା ଏହି ଫିଲ୍ମଟି ସପ୍ତାହର କାର୍ଯ୍ୟ ଦିବସଗୁଡ଼ିକରେRead More »

    October 25, 2025
  • କୁର୍ଣ୍ଣୁଲ୍ ବସ୍ ଅଗ୍ନିକାଣ୍ଡ ଘଟଣାରେ ଏକ ଗୁରୁତ୍ୱପୂର୍ଣ୍ଣ ଖୁଲାସା।

    ଶୁକ୍ରବାର ସକାଳେ ଆନ୍ଧ୍ରପ୍ରଦେଶର କୁର୍ଣ୍ଣୁଲରେ ଏକ ବସ୍‌ରେ ନିଆଁ ଲାଗିଯିବାରୁ ୨୦ ଜଣ ପୋଡ଼ି ମୃତ୍ୟୁବରଣ କରିଛନ୍ତି। ଏହି ଦୁଃଖଦ ଦୁର୍ଘଟଣା ସମଗ୍ର ଦେଶକୁ ମର୍ମାହତ କରିଛି।Read More »

    October 25, 2025
  • ଏଲଆଇସି ପଲିସିଧାରୀଙ୍କ ସଞ୍ଚୟକୁ ‘ବ୍ୟବସ୍ଥିତ ଭାବରେ ଅପବ୍ୟବହାର’ କରାଯାଇଛି: ଜୟରାମ ରମେଶ

    କଂଗ୍ରେସ ଶନିବାର (୨୫ ଅକ୍ଟୋବର, ୨୦୨୫) ଅଭିଯୋଗ କରିଛି ଯେ ଜୀବନ ବୀମା ନିଗମ (ଏଲ୍ଆଇସି)ର ୩୦ କୋଟି ପଲିସିଧାରୀଙ୍କ ସଞ୍ଚୟକୁ ଆଦାନୀ ଗୋଷ୍ଠୀକୁ ଲାଭ ଦେବାRead More »

    October 25, 2025
  • ଦୈନନ୍ଦିନ ଜୀବନରେ ଦୀପାବଳି ଦୀଆର ପୁନଃବ୍ୟବହାର ପାଇଁ 8ଟି ଦିଆ ହ୍ୟାକ୍

    ଆଲୋକର ପର୍ବ ଦୀପାବଳି ହେଉଛି ଛୋଟ ଛୋଟ ମାଟିର ଦୀପ ଜାଳିବା ବିଷୟରେ, ଯାହା ଅନ୍ଧାର ଉପରେ ଆଲୋକ ଏବଂ ମନ୍ଦ ଉପରେ ଭଲର ବିଜୟକୁ ପ୍ରତିନିଧିତ୍ୱRead More »

    October 25, 2025
  • ଜିନପିଙ୍ଗ ଏବଂ ଟ୍ରମ୍ପ ଦକ୍ଷିଣ କୋରିଆରେ ସାକ୍ଷାତ କରିବେ।

    ଶନିବାର ଦିନ ମାଲେସିଆରେ ଚୀନ୍ ଏବଂ ଆମେରିକା ମଧ୍ୟରେ ଏକ ନୂତନ ବାଣିଜ୍ୟ ଆଲୋଚନା ଆରମ୍ଭ ହୋଇଛି, ଉଭୟ ଦେଶର ପ୍ରତିନିଧିମାନେ ନିଶ୍ଚିତ କରିଛନ୍ତି। ଏହି ଆଲୋଚନାRead More »

    October 25, 2025
  • ଭେଣ୍ଟିଲେଟରରୁ ବାହାରିଲେ ଅଭିଜିତ ମଜୁମଦାର, ଏବେ ବି କୋମାରେ

    ସେପ୍ଟେମ୍ବର ଆରମ୍ଭରୁ ଭୁବନେଶ୍ୱର ଏମ୍ସରେ ଭେଣ୍ଟିଲେଟର ସପୋର୍ଟରେ ଥିବା ଓଡ଼ିଶାର ସଂଗୀତ ନିର୍ଦ୍ଦେଶକ ଅଭିଜିତ ମଜୁମଦାରଙ୍କ ଅବସ୍ଥାରେ ସାମାନ୍ୟ ଉନ୍ନତି ପରେ ତାଙ୍କୁ ଶନିବାର ଭେଣ୍ଟିଲେଟରରୁ ବାହାରRead More »

    October 25, 2025
  • ବିଗ୍ ବସ୍ 19 ୱିକେଣ୍ଡ୍ କା ଭାର୍

    ବିଗ୍ ବସ୍ 19 season ତୁରେ ଅଧା ବାଟରେ ପହଞ୍ଚି ସାରିଛି ଏବଂ ତାନିଆ ମିତ୍ତଲ ଏବଂ ନୀଲମ ଗିରିଙ୍କ ମଧ୍ୟରେ ତିକ୍ତତା ଏବଂ ଫରହାନା ଭଟ୍ଟRead More »

    October 25, 2025
  • ବାତ୍ୟା ମୋନ୍ଥାର ମୁକାବିଲା ପାଇଁ ଓଡ଼ିଶା ପ୍ରସ୍ତୁତ; ୧୫ଟି ଜିଲ୍ଲା ପ୍ରଭାବିତ ହେବାର ସମ୍ଭାବନା

    ବଙ୍ଗୋପସାଗରରେ ସୃଷ୍ଟି ହେବାକୁ ଥିବା ସମ୍ଭାବ୍ୟ ଘୂର୍ଣ୍ଣିଝଡ଼କୁ ଦୃଷ୍ଟିରେ ରଖି ଓଡ଼ିଶା ସରକାର ଏହାର ପ୍ରସ୍ତୁତି ପଦକ୍ଷେପକୁ ତୀବ୍ର କରିଛନ୍ତି। ଯଦିଓ ଘୂର୍ଣ୍ଣିଝଡ଼ ମୋନ୍ଥା ଆନ୍ଧ୍ର ପ୍ରଦେଶରେRead More »

    October 25, 2025

ବହୁଚର୍ଚ୍ଚିତ ଖବର

‘ଗୋନ୍ଧଳ’ ଫିଲ୍ମ କୁ…

Sep 19, 2026

ଓଜନ କମାଇବାରେ ସହାଯ୍ୟ କରିବ…

Sep 19, 2026

ମୟୂରଭଞ୍ଜ ଛଉନୃତ୍ୟର ୧୦ ଦିନିଆ…

Sep 19, 2026

ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ…

Sep 19, 2026

ଜାତୀୟ ସ୍ତରରେ ସମ୍ମାନିତ ହେଲେ…

Sep 19, 2026

ତିନିଦିନିଆ ତ୍ରିରଙ୍ଗାକପ କ୍ରିକେଟ…

Sep 19, 2026

ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘର…

Sep 19, 2026

ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ…

Sep 19, 2026

ଓଆଇଆଇପିସିଆରଏ ଆନ୍ତଃବିଭାଗୀୟ…

Sep 19, 2026

ଆନନ୍ଦବନରେ ପାଳିତ ହେଲା ବିଶ୍ୱ…

Sep 19, 2026
Prev Next 1 of 2,247
More Stories

‘ଗୋନ୍ଧଳ’ ଫିଲ୍ମ କୁ…

Sep 19, 2026

ଓଜନ କମାଇବାରେ ସହାଯ୍ୟ କରିବ…

Sep 19, 2026

ମୟୂରଭଞ୍ଜ ଛଉନୃତ୍ୟର ୧୦ ଦିନିଆ…

Sep 19, 2026

ସେବା ସଂକଳ୍ପ ଅଭିଯାନ-୨୦୨୬ ଅବସରରେ…

Sep 19, 2026
Prev Next 1 of 5,489
  • About us :
  • Contact us :
  • Privacy Policy
  • Odia Unicode Converter
  • Terms and Conditions
  • News in English
© 2026 - Shaksi News. All Rights Reserved.
Designed by Web Odisha
Sign in

Welcome, Login to your account.

Forget password?
Sign in

Recover your password.

A password will be e-mailed to you.