Browsing Category
Featured
Most Popular News , Odisha Latest News, Breaking News Odisha, Odisha Current Headlines, Odisha News Online
ଶ୍ରୀ ବିରୂପାକ୍ଷ ମନ୍ଦିର
ମୂଳ ମନ୍ଦିର ଖ୍ରୀଷ୍ଟିୟ ସପ୍ତମ ଶତାବ୍ଦୀ ସମୟର l କର୍ଣ୍ଣାଟକ ବେଲାରୀ ଜିଲ୍ଲାର ହାମ୍ଫି ଠାରେ ଥିବା ଶ୍ରୀ ବିରୂପାକ୍ଷ ମନ୍ଦିର l ଏହି…
ତେନ୍ତୁଳି ଖାଇବାର ଉପକାର ବିଷୟରେ ଜାଣିଛନ୍ତି କି ?
ଶୀତଦିନେ କିଛି ସ୍ୱତନ୍ତ୍ର ଖାଦ୍ୟ ଖାଇବାର ଆବଶ୍ୟକତା ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ନିତାନ୍ତ ଜରୁରୀ ହେବା ସହ ଖୁବ ଉପକାର ମଧ୍ୟ କରିଥାଏ।…
ଆଖି ତଳ କଳାଦାଗର ଉପଚାର
ସାଧାରଣତଃ ଶୀତଦିନିଆ ଥଣ୍ଡା ପରିବେଶ କାରଣରୁ କେତେଜଣଙ୍କର ଆଖି ତଳ କଳାଦାଗ ସମସ୍ୟା ବଢ଼େ। ଏଥିରୁ ରକ୍ଷା ପାଇବାକୁ କେତୋଟି ସରଳ ଘରୋଇ…
ଆଉ ୬୫ ଓଡିଆ ଛାତ୍ର ଖାରକିଭ୍ ରୁ ଉଦ୍ଧାର ହେଲେ
ଭୁବନେଶ୍ୱର,(ସାକ୍ସୀ ନ୍ୟୁଜ୍): ଯୁଦ୍ଧ ଅଞ୍ଚଳ ଖାରକିଭ୍ ଓ ପେସୋଚିନ ରେ ବର୍ତ୍ତମାନ ସୁଦ୍ଧା ଫସି ରହିଯାଇଥିବା ଆହୁରି ଅନେକ ଓଡିଆ…
ଅଷ୍ଟ୍ରେଲୀୟ କ୍ରିକେଟ୍ କିମ୍ବଦନ୍ତୀ ସେନ ୱାର୍ଣ୍ଣଙ୍କ ପରଲୋକ
ନୂଆଦିଲ୍ଲୀ : ଅଷ୍ଟ୍ରେଲିଆ ଦଳର ଜଣାଶୁଣା କ୍ରିକେଟର ତଥା ପୂର୍ବତନ ଅଷ୍ଟ୍ରେଲୀୟ କ୍ରିକେଟର କିମ୍ବଦନ୍ତୀ ତଥା କ୍ରିକେଟ ଇତିହାସର ମହାନତମ…
ବାରବାଟୀରେ ଭାରତ-ଦ.ଆଫ୍ରିକା ଟି-୨୦ ମ୍ୟାଚ
ଭୁବନେଶ୍ୱର : କଟକର ବାରବାଟୀ ଷ୍ଟାଡିୟମରେ ଖେଳାଯିବ ଭାରତ ଓ ଦକ୍ଷିଣ ଆଫ୍ରିକା ଟି-୨୦ ମ୍ୟାଚ୍ । ଭାରତ-ଦ.ଆଫ୍ରିକା ମଧ୍ୟରେ ହେବାକୁ ଥିବା…
ରୁଷର ଦାବି : ଭାରତୀୟ ଛାତ୍ରଙ୍କୁ ବନ୍ଧକ ରଖି ଢାଲ କରୁଛି ୟୁକ୍ରେନ
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ଏହାରି ମଧ୍ୟରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ…
ଆଜିଠୁ ଭାରତ-ଶ୍ରୀଲଙ୍କା ଟେଷ୍ଟ ସିରିଜ
ଚଣ୍ଡୀଗଡ଼ : ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ ଆଜିଠାରୁ ଆରମ୍ଭ ହେବାକୁ ଯାଉଛି । ଉଭୟ ଦଳ ନେଟ୍ସରେ ଘଣ୍ଟା ଘଣ୍ଟା ଅଭ୍ୟାସ କରୁଛନ୍ତି ।…
ଆଗକୁ ତାଇୱାନ ଦେଖିବ ଯୁଦ୍ଧ: ଡୋନାଲ୍ଡ ଟ୍ର
ନୂଆଦିଲ୍ଲୀ : ରୁଷ-ୟୁକ୍ରେନ ମଧ୍ୟରେ ଘୋମାଘୋଟ ଲଢେଇ ଅଷ୍ଟମ ଦିନରେ ପହଞ୍ôଚଛି । ରୁଷ ଆକ୍ରମଣରେ ୟୁକ୍ରେନର ବଡ ବଡ ସହରର ଛାରଖାର ହେବାରେ…
ଏହି ଦେଶରେ ଚିନ୍ତା ବଢାଉଛି କୋଭିଡର ପଞ୍ଚମ ଲହର!
ନୂଆଦିଲ୍ଲୀ : ସାରା ଦେଶରେ ଏବେ କୋଭିଡ ସଂକ୍ରମଣ ଦ୍ରୁତ ଗତିରେ ହ୍ରାସ ପାଉଥିବାବେଳେ ହଂକଂରେ ଏବେ ଭୟର ବାତାବରଣ ଖେଳାଉଛି କୋଭିଡର ପଞ୍ଚମ…