ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ନବଜାତର ଏକୋଇଶିଆ ପାଳନ କଲା ଡାକ୍ତରଖାନା
ସମ୍ବଲପୁର: ଡିସେମ୍ବର ୧୩ ତାରିଖ ଦିନ ସମ୍ବଲପୁର ଜିଲ୍ଲାରେ ଏକ ପରିତ୍ୟକ୍ତ ନଳକୂପରୁ ଉଦ୍ଧାର ନବଜାତ କନ୍ୟାର ଏକୋଇଶିଆ ପାଳନ କରିଛି…
ବିଜେପି ଶାସିତ ୟୁପି ଡାକ୍ତରଖାନାରେ ଗରିବଙ୍କୁ ହିନସ୍ତା
ଲକ୍ଷେ୍ନø: ବିଜେପି ଶାସନରେ ଗରିବ ମହିଳାଙ୍କୁ ସରକାରୀ ଡାକ୍ତରଖାନାରେ ବଡ଼ ହିନସ୍ତା ଭୋଗିବାକୁ ପଡୁଛି । ବିଜେପି ଶାସିତ ୟୁପିର ବଦାଉଁ…
ସ୍ୱାମୀଙ୍କ ମୃତ୍ୟୁରେ ମ୍ରିୟମାଣ ହୋଇ ଆତ୍ମହତ୍ୟା କଲେ ସ୍ତ୍ରୀ
ଭୁବନେଶ୍ୱର: ମାତ୍ର ଦୁଇବର୍ଷ ତଳେ ବିବାହ ବନ୍ଧନରେ ଆବଦ୍ଧ ହୋଇଥିଲେ । ଭୁବନେଶ୍ୱର ହାଇଟେକ୍ ହସ୍ପିଟାଲ ବିସ୍ଫୋରଣର ଶିକାର ହୋଇ…
ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ
ଭୁବନେଶ୍ବର: ପରିବହନ କ୍ଷେତ୍ରରେ ଆରମ୍ଭ ହେବ ନୂଆ ଯୁଗ .focus କମ୍ ସମୟ କମ୍ ଖର୍ଚ୍ଚରେ ସୁରକ୍ଷିତ ଯାତ୍ରା।
ମୁଖ୍ୟମନ୍ତ୍ରୀ ଶ୍ରୀ…
ହୃଦରୋଗ ହବ୍ ମଜା: ଆମ୍ବୁଲାନ୍ସରୁ ଚିକିତ୍ସା ପାଇବେ ଅଜା
ଭୁବନେଶ୍ୱର: ହୃଦରୋଗୀଙ୍କ ପାଇଁ ବଡ଼ ସୁନ୍ଦର ବ୍ୟବସ୍ଥା କରିବାକୁ ଯାଉଛନ୍ତି ନବୀନ ସରକାର । ହୃଦଘାତ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…
ଶହେ ଶହେରେ ଖେଳ: ବିଜେଡିକୁ ଜିତାଇବେ ୩୦ ଲକ୍ଷ ନୂଆ ଓଲୁ
ଭୁବନେଶ୍ୱର: ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ବିଜେଡି, ବିଜେପି ଓ କଂଗ୍ରେସ ପକ୍ଷରୁ ପ୍ରଚାର କାମ ଆରମ୍ଭ ହୋଇଗଲାଣି । ବିଜେପି ଓ…
ଭେଳିକି ନହେଉ ମେଟ୍ରୋ: ବାଏଁ ବାଏଁ ନଯାଉ ୫୯୨୯ କୋଟି
ଭୁବନେଶ୍ୱର: ମେଟ୍ରୋ ରେଳ ପ୍ରକଳ୍ପକୁ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଏପ୍ରିଲ ପହିଲାର ମେଟ୍ରୋ ଘୋଷଣା ୮ ମାସ ପରେ…
୪ରୁ ଚିଲିକାରେ ପକ୍ଷୀ ଓ ଡଲଫିନ ଗଣନା
ପୁରୀ: ଏଥର ଚିଲିକାକୁ ୧୧୮ ଜାତିଜାତିକା ବିଦେଶୀ ପକ୍ଷୀଙ୍କ ସମାଗମ ହୋଇଛି । ୪ ତାରିଖରୁ ପକ୍ଷୀ ଗଣନା ଆରମ୍ଭ କରାଯିବ । ୨୧ ତାରିଖରୁ…
ବନ୍ଦ ହେଲା କି ଶ୍ରୀମନ୍ଦିରରେ ଭକ୍ତଙ୍କ ଠେଲାପେଲା
ପୁରୀ: ନୂଆବର୍ଷ ୨୦୨୪ ଜାନୁଆରୀ ପହିଲାରୁ ଶ୍ରୀମନ୍ଦିରରେ ନୂଆ ବ୍ୟବସ୍ଥା ଲାଗୁ ହୋଇଛି ପଢ଼ିଲା ପରେ ଜଣେ ୮୦ ବର୍ଷୀୟ ଶ୍ରଦ୍ଧାଳୁ ପ୍ରଶ୍ନ…
ଏସଡ଼ି ଇଭେଣ୍ଟ ର କ୍ଲବ ସାଉଣ୍ଡ ଡିଜେ ନାଇଟ ୨୦୨୪ ଅନୁଷ୍ଠିତ
କେନ୍ଦୁଝର: କେନ୍ଦୁଝର ସହରର ମାଇନିଙ୍ଗ ରୋଡ଼ ରାମ ମନ୍ଦିର ସମ୍ମୁଖରେ ଇଂରାଜୀ ନବବର୍ଷ ୨୦୨୪ଉପଲକ୍ଷେ ଏସଡ଼ି ଇଭେଣ୍ଟ ଏଣ୍ଡ ସର୍ଭିସେସ ର…