ଓଡ଼ିଆ ପ୍ରବାସୀ ମିଳନ: ଓଡ଼ିଶା ଓ ବାରଣାସୀ ମଧ୍ୟରେ ସାଂସ୍କୃତିକ ସମ୍ପର୍କ ହେଲା ସୁଦୃଢ଼
ଓଡ଼ିଶାର ମାନ୍ୟବର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ...
ମିଶନ ଜିରୋ-ସଫେଇ କାର୍ଯ୍ୟରେ ମୃତାହତ ଘଟଣାର ଅବସାନ ଶୀର୍ଷକ ଜାତୀୟ କର୍ମଶାଳାର ଆୟୋଜନ
ମୋଦୀ ଜୀଙ୍କ ନେତୃତ୍ୱରେ ଦେଶର ଅର୍ଥନୀତି, ପ୍ରତିରକ୍ଷା ଏବଂ ବିଦେଶ ନୀତି ସହିତ ସମାନ ଗୁରୁତ୍ୱ ପାଇଛି ସ୍ୱଚ୍ଛତା...
ଆବାସିକ ବିଦ୍ୟାଳୟ ଉପାଧ୍ୟକ୍ଷ ଡ. ମନୋଜ କୁମାର ତ୍ରିପାଠୀଙ୍କ ସମେତ ସମସ୍ତ ଶିକ୍ଷକ-ଶିକ୍ଷୟିତ୍ରୀ…
ଛାତ୍ରଛାତ୍ରୀଙ୍କ ମଧ୍ୟରେ ଅନୁଭବାତ୍ମକ ଶିକ୍ଷା ତଥା ମହାକାଶ ବିଜ୍ଞାନ…
CSIR-IMMT ପରିଦର୍ଶନ କରି ଗବେଷଣା ପଦକ୍ଷେପର ସମୀକ୍ଷା କଲେ ରାଜ୍ୟପାଳ
ଗଭୀର ସମୁଦ୍ର ପଲିମେଟାଲିକ ନୋଡୁଲ୍ସରୁ ଚାରୋଟି ଧାତୁ ପୁନରୁଦ୍ଧାର ପାଇଁ ପ୍ରଯୁକ୍ତି ପ୍ରଦର୍ଶନ ପ୍ଲାଣ୍ଟ ପରିଦର୍ଶନ...
ମାନ୍ୟବର ଉପମୁଖ୍ୟମନ୍ତ୍ରୀଙ୍କ ବାରାଣାସୀସ୍ଥିତ ଅନ୍ତର୍ଜାତୀୟ ଧାନ ଗବେଷଣା ଅନୁଷ୍ଠାନ ପରିଦର୍ଶନ
ଜଳବାୟୁ ସହନୀୟ ଧାନ ଚାଷ ପଦ୍ଧତି, କୃଷି ଅଭିବୃଦ୍ଧି ଓ ନବସୃଜନ ଉପରେ ଆଲୋଚନା...
ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ କୁଳପତିମାନଙ୍କର ଉଚ୍ଚ ସ୍ତରୀୟ ବୈଠକ
ବିଶ୍ୱ ବିଦ୍ୟାଳୟରେ ଖାଲି ପଡ଼ିଥିବା ପଦବୀ ଗୁଡ଼ିକୁ ଯଥାଶୀଘ୍ର ପୂରଣ କରିବା ଉପରେ ଗୁରୁତ୍ୱାରୋପ...
ତାଳଚେର-ବିମଳାଗଡ଼ ନୂତନ ବ୍ରଡ୍ଗେଜ୍ ରେଳପଥ ସଂକ୍ରାନ୍ତରେ ରାଜସ୍ୱ ସଚିବଙ୍କ ସମୀକ୍ଷା
ଜମି ଅଧିଗ୍ରହଣ ସମସ୍ୟାର ତ୍ୱରିତ ସମାଧାନ ଉପରେ ରାଜସ୍ୱ ସଚିବଙ୍କ ଗୁରୁତ୍ୱ...
‘କଳା ଓ କ୍ୟାମେରା’ ଫଟୋଗ୍ରାଫି କର୍ମଶାଳା ଉଦ୍ଯାପିତ
ଆଜିର ଉଦ୍ଯାପନୀ ସମାରୋହରେ ସଂସ୍କୃତି ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ...
ବିଶ୍ୱ ଆଥଲେଟିକ୍ସ ମିଟ୍ ପୂର୍ବରୁ କ୍ରୀଡ଼ାର ଚିରନ୍ତନ ମୂଲ୍ୟବୋଧ ଉପରେ ରାଜ୍ୟପାଳଙ୍କ ଗୁରୁତ୍ୱ
ଅବସରରେ କ୍ରୀଡ଼ା ଓ ଯୁବସେବା ବିଭାଗର ମାନ୍ୟବର ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ ମଧ୍ୟ ବକ୍ତବ୍ୟ ପ୍ରଦାନ...
କ୍ରିଷ୍ଣା ବିକାଶ ଆବାସିକ ବିଦ୍ୟାଳୟ, ବରଗଡ଼ରେ ସ୍ପେସ୍ ଲ୍ୟାବ୍ ଉଦ୍ଘାଟିତ
ନୂତନ ସ୍ପେସ୍ ଲ୍ୟାବ୍ ଛାତ୍ରଛାତ୍ରୀଙ୍କ ଶିକ୍ଷା, ବୈଜ୍ଞାନିକ ଅନୁସନ୍ଧାନ, ପରୀକ୍ଷଣ ଓ ନବସୃଜନ ପାଇଁ ଏକ ମୂଲ୍ୟବାନ ସୁଯୋଗ ପ୍ରଦାନ କରିବ…