Browsing Category
ରାଜନୀତି
Politics News: Get Live Politics news and updates from India on Indian Politics. Read all the latest Politics headlines, odisha politics news current affairs online and more
ସରକାରୀ ଚାକିରୀରେ ଠିକା ନିଯୁକ୍ତ ଦେଇ ବାର୍ଷିକ ଦୁଇ ହଜାର କୋଟି ଟଙ୍କା ଚଳୁ : କଂଗ୍ରେସ
ଚୁକ୍ତିଭିତିକ ନିଯୁକ୍ତିକୁ ତୁରନ୍ତ ବାତିଲ କରି ନିୟମିତ ନିଯୁକ୍ତି ଲାଗୁ କରନ୍ତୁ ସରକାରଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଦୀର୍ଘବର୍ଷ ଧରି!-->…
ଏଆଇସିସି ଜ୍ଞାନଦେଵ ବେଉରାଙ୍କୁ ରାଜ୍ୟ କଂଗ୍ରେସ ଓବିସି ବିଭାଗ ଅଧକ୍ଷ ଭାବେ ନିଯୁକ୍ତି ଦେଲେ
ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟିର ଗଣମାଧ୍ୟମ ସଂଯୋଜକ ଦୀପକ କୁମାର ମହାପାତ୍ର ଏକ ପ୍ରେସ୍ ବିଜ୍ଞପ୍ତିରେ!-->…
ବ୍ରହ୍ମପୁରଠାରେ ବିଜେଡି ବିଧାୟକଙ୍କ ଅସ୍ଥାୟୀ ହୋଟେଲରେ ମୈାଜ ମଜଲିସ୍ କରିବା ଜନବିରୋଧୀ : ଭୃଗୁ…
ଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା.୨୭/୦୮: ଓଡିଶା ପ୍ରଦେଶରେ ଆସନ୍ନ ମରୁଡି କାରଣରୁ ଆଜି ଚାଷୀକୁଳ ଚିନ୍ତାଗ୍ରସ୍ତ । ଅନ୍ୟ ପଟେ ଶାସକ ବିଜେଡି!-->…
ଅନୁଚ୍ଛେଦ-୯ ବଳରେ ୫୦ ପ୍ରତିଶତ ସିଲିଂ ବ୍ୟବସ୍ଥାକୁ ଅତିକ୍ରମ କରି ରାଜ୍ୟର ପଛୁଆ ବର୍ଗଙ୍କୁ…
ଭୂବନେଶ୍ୱର,(ଏସ୍ ନ୍ୟୁଜ୍)ତା.୨୭/୦୮: ପଛୁଆ ବର୍ଗଙ୍କ ସାମାଜିକ, ଅର୍ଥନୈତିକ ଓ ଶିକ୍ଷା କ୍ଷେତ୍ରରେ ଉନ୍ନତି ଆଣିବା କମିଶନଙ୍କ ସୁପାରିଶ!-->…
ବିଜେପିରେ ସାମିଲ ହେଲେ ଓଡିଶା ପଦ୍ମସାଳି ସଂଘର ବହୁ ନେତୃବୃନ୍ଦ ଏବଂ କାର୍ଯ୍ୟକର୍ତା
ଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା.୨୭/୦୮: ମାନ୍ୟବର ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦିଜୀ ଏବଂ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଶ୍ରୀ ଜଗତ!-->…
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନାରେ ଓଡିଶାର ଚାଷୀ ଭାଇମାନଙ୍କୁ ଭଣ୍ଡାଉଛି ବିଜେଡି :ମୁକେଶ…
ଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା.୨୭/୦୮: ଓଡ଼ିଶାରେ ଶାସକ ଦଳ ବିଜେଡ଼ି ବାରମ୍ବାର କେନ୍ଦ୍ର ସରକାରଙ୍କ ଦ୍ୱାରା କାର୍ଯ୍ୟକାରୀ ହୋଇଥିବା!-->…
ପୋଲିସ ବିଭାଗର ଅଜବ ନୀତି
ଯାଦୁଆ ବିକୁଛନ୍ତି ଯାଦୁ ମଲମ - କଂଗ୍ରେସଭୁବନେଶ୍ୱର,(ଏସ୍ ନ୍ୟୁଜ୍)ତା ୨୭.୮: ମାନବଧିକାର ଉଲ୍ଲଙ୍ଘନକୁ ରୋକିବା ଏବଂ ପୋଲିସକୁ!-->…
ପଦ୍ମପୁର ମରୁଡି ଅଞ୍ଚଳ ଗସ୍ତରେ ବିଜେପି ଟିମ
ବରଗଡ,(ଏସ୍ ନ୍ୟୁଜ୍): ସମ୍ଭାବ୍ୟ ମରୁଡିକୁ ଦୃଷ୍ଟିରେ ରଖି ଭାରତୀୟ ଜନତା ପାର୍ଟିର ଏକ ପ୍ରତିନିଧି ମଣ୍ଡଳୀ ଆସନ୍ତା କାଲି ପଦ୍ମପୁର!-->…
କଂଗ୍ରେସ ଓ ବିଜେପି ଗଡ଼ ଗୋପାଳପୁର ନିର୍ବାଚନ ମଣ୍ଡଳିରୁ ଭାଙ୍ଗିବା ଆରମ୍ଭ
ଭୁବନେଶ୍ୱର,(ଏସ୍ ନ୍ୟୁଜ୍): ବିଜେପି ଓ କଂଗ୍ରେସନେତୃତ୍ୱ ପ୍ରତି ଆସ୍ଥା ହରାଉଛନ୍ତି ବହୁ ନେତା । ଧିରେ ଧିରେ ବିଜେଡି ଆଡେ ମୁହାଁଉଛନ୍ତି!-->…
ବିଜେପିକୁ ଏବେଠୁ ଘାରିଲାଣି ପଞ୍ଚାୟତ ଓ ପୌର ନିର୍ବାଚନ ହାରିବା ଭୟ : ବିଜେଡି
ଭୁବନେଶ୍ବର,(ଏସ୍ ନ୍ୟୁଜ୍): ପଞ୍ଚାୟତ ଓ ପୌର ନିର୍ବାଚନରେ ୫୦ ପ୍ରତିଶତ ସଂରକ୍ଷଣ ନେଇ ବିଜେପିର ଅଭିଯୋଗ ପ୍ରସଙ୍ଗରେ ସାମ୍ବାଦିକ!-->…