Browsing Category
ଖେଳ
the latest sports news today cricket live score Indian cricket team, live updates on cricket football tennis hockey badminton and other
ଅସନ୍ତୁଷ୍ଟ ପ୍ରଶଂସକ, କୋହଲିଙ୍କୁ ହଟାଇବାକୁ ଦାବି
ଭାରତୀୟ କ୍ରିକେଟ ଦଳର ଅଧିନାୟକ ବିରାଟ କୋହଲିଙ୍କ ନେତୃତ୍ୱରେ ଆଇସିସି ଟ୍ରଫି ଜିତିବାରେ ସବୁବେଳେ ବିଫଳ ହେଉଛି । ଦଳର ଏପରି ପ୍ରଦର୍ଶନକୁ!-->…
ଦୂତୀ ଚାନ୍ଦଙ୍କ ନୂଆ ଜାତୀୟ ରେକର୍ଡ
ଏସ୍ ନ୍ୟୁଜ,(ବ୍ୟୁରୋ)ତା,୨୨/୦୬: ଆଜି ଦୂତୀ ନିଜ ପୂର୍ବ ଜାତୀୟ ରେକର୍ଡକୁ ଭାଙ୍ଗିବା ସହିତ ୧୦୦ ମିଟର ଦୌଡରେ ନୂଆ ସଫଳତା ପାଇଛନ୍ତି ।!-->…
ଭାରତୀୟ ସ୍ପ୍ରିଣ୍ଟ କିମ୍ବଦନ୍ତୀ ମିଲଖା ସିଂଙ୍କ ୯୧ବର୍ଷ ବୟସରେ ପରଲୋକ
ଏସ୍ ନ୍ୟୁଜ,(ବ୍ୟୁରୋ): ଶୁକ୍ରବାର ସନ୍ଧ୍ୟାରେ କୋଭିଡ -19 ସହିତ ସଂଘର୍ଷ ପରେ ଜ୍ୱର ଏବଂ ଅମ୍ଳଜାନ ସାଚୁରେଚର ସ୍ତର ସମେତ ଜଟିଳତା ସୃଷ୍ଟି!-->…
ବିଶ୍ୱ ଟେଷ୍ଟ ଚାମ୍ପିଅନସିପ ଫାଇନାଲ ଟେଷ୍ଟକୁ ବର୍ଷା ଧୋଇପାରେ
ସାଉଥହମ୍ପଟନ : ବର୍ଷା ଯୋଗୁଁ ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଆଜି ଆରମ୍ଭ ହେବାକୁ ଥିବା ବିଶ୍ବ ଟେଷ୍ଟ ଚାମ୍ପିୟନସିପର ଫାଇନାଲ ମ୍ୟାଚ!-->…
ୟୁରୋ କପ୍ ଫୁଟବଲ୨୦୨୧: ପ୍ରଥମ ଦୁଇଟି ମ୍ୟାଚରେ ବେଲଜିୟମ୍ ଓ ଇଂଲଣ୍ଡ ବିଜୟ ସହ ସେମାନଙ୍କ…
ୟୁରୋପ: ଚଳିତ ଟୁର୍ଣ୍ଣାମେଣ୍ଟରେ ଖେଳାଯାଇଥିବା ପ୍ରଥମ ଦୁଇଟି ମ୍ୟାଚରେ ବେଲଜିୟମ୍ ଓ ଇଂଲଣ୍ଡ ବିଜୟ ସହ ସେମାନଙ୍କ ଅଭିଯାନ ଆରମ୍ଭ!-->…
ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଶୀର୍ଷ ସ୍ଥାନ ଛଡ଼ାଇ ନେଇଛି ନ୍ୟୁଜିଲ୍ୟାଣ୍ଡ
ବର୍ମିଂହାମ୍: ବିଶ୍ୱ ଟେଷ୍ଟ ଚାମ୍ପିଆନସିପ୍ ପୂର୍ବରୁ ଆଇସିସି ଟେଷ୍ଟ ରାଙ୍କିଙ୍ଗରେ ଟିମ୍ ଇଣ୍ଡିଆର ଶୀର୍ଷ ସ୍ଥାନ ଛଡ଼ାଇ ନେଇ!-->…
ଚଳିତ ବର୍ଷର ଆଇପିଏଲ ବାତିଲ
ନୂଆଦିଲ୍ଲୀ : କରୋନା ସଂକ୍ରମଣ ପାଇଁ ଚଳିତ ବର୍ଷର ଆଇପିଏଲକୁ ବାତିଲ କରାଯାଇଛି । ବିସିସିଆଇ ପକ୍ଷରୁୁ ଏ ନେଇ ସୂଚନା ଦିଆଯାଇଛି । ଆଜି!-->…
ଆଜି ବାଙ୍ଗାଲୋର-ରାଜସ୍ଥାନ ମୁକାବିଲା,ବିଜୟ ଲକ୍ଷ୍ୟରେ ବିରାଟ ବାହିନୀ
ମୁମ୍ବାଇ : ଆଇପିଏଲ୍ ଇତିହାସରେ ଉଭୟ ବାଙ୍ଗାଲୋର ଓ ରାଜସ୍ଥାନ ଏପର୍ଯ୍ୟନ୍ତ ୨୩ଥର ମୁହାଁମୁହିଁ ହୋଇଥିଲା ବେଳେ ୧୦ ଲେଖାଏଁ ବିଜୟ ହାସଲ!-->…
କେକେଆର ଜବରଦସ୍ତ ଇନିଂସ ଖେଳିଥିଲେ ମଧ୍ୟ ମ୍ୟାଚ ଜିତିଲା ଚେନ୍ନାଇ
ମୁମ୍ବାଇ,ତା୨୧/୦୪: ବୁଧବାର ମୁମ୍ବାଇର ୱାଙ୍ଖଡେ ଷ୍ଟାଡିୟମରେ ଚାଲିଥିବା ଏହି ମ୍ୟାଚ ଗତକାଲି ଟସ୍ ଜିତି କୋଲକାତା ପ୍ରଥମେ ଚେନ୍ନାଇକୁ!-->…
କରୋନାରେ ଆକ୍ରାନ୍ତ ହୋଇ ହସ୍ପିଟାଲରେ ଭର୍ତ୍ତି ହେଲେ ମାଷ୍ଟରବ୍ଲାଷ୍ଟର
ନୂଆଦିଲ୍ଲୀ: କ୍ରିକେଟର ଭଗବାନ ତଥା ମାଷ୍ଟରବ୍ଲାଷ୍ଟର ସଚିନ ତେନ୍ଦୁଲକର ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ଏନେଇ ସେ ଟୁଇଟ୍ କରି!-->…