ଭୁବନେଶ୍ୱର : ରାଜ୍ୟରେ ଉପରତଳ କରୋନା ଗ୍ରାଫ୍ । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟରେ ୩୫୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ୨୦୮ ଜଣ କ୍ୱାରେଣ୍ଟାଇନ୍ରୁ ରହିଥିବା ବେଳେ ୧୪୭ ଜଣ ସ୍ଥାନୀୟ ସଂକ୍ରମିତ ରହିଛନ୍ତି । ସେହିଭଳି ୧୮ ବର୍ଷ ବୟସ ମଧ୍ୟରେ ୮୦ ଜଣ ସଂକ୍ରମିତ ରହିଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ୧୩୨୬୧୨୧କୁ ବୃଦ୍ଧି ପାଇଛି ।
Covid-19 Report For 24th August
New Positive Cases: 355
Of which 0-18 years: 80
In quarantine: 208
Local contacts: 147(Details of local contacts will be shared by concerned District)
1. Angul: 1
2. Balasore: 7
3. Bargarh: 12
4. Bhadrak: 2
5. Balangir: 25
6. Boudh: 28— I & PR Department, Odisha (@IPR_Odisha) August 25, 2022
ସୂଚନାଯୋଗ୍ୟ ଯେ, ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୩୨୬୧୨୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୨୧୪୮ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୩୧୪୭୫୨ ଜଣ ସୁସ୍ଥ ହୋଇଛନ୍ତି ।
7. Cuttack: 22
8. Deogarh: 3
9. Dhenkanal: 1
10. Gajapati: 6
11. Ganjam: 1
12. Jajpur: 10
13. Jharsuguda: 4
14. Kalahandi: 14
15. Kandhamal: 2
16. Kendrapada: 1
17. Keonjhar: 4
18. Khurda: 62
19. Koraput: 2
20. Malkangiri: 2
21. Mayurbhanj: 8
22. Nawarangpur: 12
23. Nayagarh: 4— I & PR Department, Odisha (@IPR_Odisha) August 25, 2022
ରାଜ୍ୟର ୨୯ଟି ଜିଲ୍ଲାରୁ ୩୫୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଆଜି ସୁନ୍ଦରଗଡ଼ ଜିଲ୍ଲାରୁ ସର୍ବାଧିକ ୭୮ ଜଣ ଚିହ୍ନଟ ହୋଇଛନ୍ତି। ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ତଥ୍ୟ ପ୍ରଦାନ କରାଯାଇଛି।
24. Nuapada: 11
25. Puri: 4
26. Rayagada: 4
27. Sambalpur: 6
28. Sonepur: 5
29. Sundargarh: 78
30. State Pool: 14New recoveries: 403
Cumulative tested: 33083915
Positive: 1326121
Recovered: 1314752
Active cases: 2148— I & PR Department, Odisha (@IPR_Odisha) August 25, 2022