ଓଟିଟିରେ ଧମାଲ କରିବ ପୁଷ୍ପା By Shaksi News Last updated Jan 8, 2022 0 ନୂଆଦିଲ୍ଲୀ: ବକ୍ସ ଅଫିସ କଲେକ୍ସନ ପରେ ଏବେ ଓଟିଟିରେ ଧମାଲ କରିବ ପୁଷ୍ପା । ଏହି ଫିଲ୍ମ ପ୍ରେକ୍ଷାଳୟରେ ଦମଦାର ବ୍ୟବସାୟ କରିଛି । ଏହି ଫିଲ୍ମର ବକ୍ସ ଅଫିସ କଲେକସନ ପ୍ରାୟ ୩୦୦ କୋଟିରେ ପହଞ୍ଚିଛି । ଏହି ଫିଲ୍ମରେ ଅଲୀ ଅର୍ଜୁନ ଓ ରଶ୍ମିକା ମନ୍ଦାନା ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି । Continue Reading #shaksinewsEntertainmentPUSHPA Movie 0 Share