ଡ୍ୟାନ୍ସ ଶିଖୁଛନ୍ତି ବାଣୀ କପୁର

ଏକ ରୋମାଣ୍ଟିକ ଗୀତରେ ସେ କିପରି ଠିକ ଭାବରେ

ମୁମ୍ବାଇ: ବାଣୀ କପୁରଙ୍କୁ ନେଇ ଏବେ ଚର୍ଚ୍ଚା । ଏକ ରୋମାଣ୍ଟିକ ଗୀତରେ ସେ କିପରି ଠିକ ଭାବରେ ଡ୍ୟାନ୍ସ କରିପାରିବେ ସେଥିପାଇଁ ପ୍ରାକ୍ଟିସ ଆରମ୍ଭ କରିଦେଇଛନ୍ତି । ପୁଣି ଏଥିପାଇଁ ନିଜର କେତେକ ଗୁରୁତ୍ୱପୂର୍ଣ୍ଣ କାମକୁ କ୍ୟାନସେଲ ଏହି ଫିଲ୍ମର ଟାଇଟଲ ଫାଇନାଲ ହୋଇନାହିଁ । ହେଲେ ଏହାର ଗୀତଗୁଡ଼ିକ ମୋ ମନକୁ ଛୁଇଁ ପାରିଛି । ତେଣୁ ସେଗୁଡ଼ିକୁ କିପରି ଜଷ୍ଟିସ ଦେବି ସେ ନେଇ ପ୍ରାକ୍ଟିସ ଆରମ୍ଭ କରିଦେଇଛି । ବିଶେଷ ଭାବରେ ଏଥିରେ ସଂଯୋଜିତ ଏକ ରୋମାଣ୍ଟିକ ଗୀତକୁ ନେଇ ମୁଁ ବେଶ ଉତ୍ସାହିତ ଅଛି । ଏହି ଅନଟାଇଲଡ ଫିଲ୍ମରେ ଦର୍ଶକ ମୋତେ ଏକ ରୋମାଣ୍ଟିକ ଭୂମିକାରେ ଦେଖିବାକୁ ପାଇବେ ।