ଧମାକା କରୁଛି ରାମାୟଣ। ଦୀପାବଳି ଅବସର ରେ ଏହି ଚଳଚିତ୍ର ରେକର୍ଡ ସୃଷ୍ଟି କରିଛି। ମାତ୍ର ଚାରି ଦିନରେ ବିଶ୍ୱବ୍ୟାପୀ ଆୟ ୪୯୯ କୋଟି ରେ ପହଁଞ୍ଚିଚି। ଏହି ଫିଲ୍ମଟି ୨୦୨୩ରେ ସଲମାନ ଖାନ୍ଙ୍କ ‘ଟାଇଗର ୩’ ଦୀପାବଳି ଦିନ ‘ଟାଇଗର ୩’ ୪୪.୫୦ କୋଟି ଟଙ୍କା ନେଟ୍ ଆୟ ଠାରୁ ରେକର୍ଡ ଭାଙ୍ଗିଛି।। ଫିଲ୍ମରେ ରଣବୀର କପୁର ରାମ, ସାଇ ପଲ୍ଲବୀ ସୀତା, ୟଶ ରାବଣ ଏବଂ ରବି ଦୁବେ ଲକ୍ଷ୍ମଣଙ୍କ ଭୂମିକାରେ ଅଭିନୟ କରିଛନ୍ତି। ଏହାର ପ୍ରଥମ ଭାଗ ୫ ନଭେମ୍ବର ୨୦୨୬ରେ ମୁକ୍ତିଲାଭ କରିଥିବା ବେଳେ ଦ୍ୱିତୀୟ ଭାଗ ୨୦୨୮ ଦୀପାବଳିରେ ରିଲିଜ୍ ହେବାକୁ ଯୋଜନା ରହିଛି ।