ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ କଳାକାର ଶରତ ପୂଜାରୀଙ୍କ ଜୟନ୍ତୀ

ଭୁବନେଶ୍ୱର,(ସାକ୍‌ସୀ ନ୍ୟୁଜ୍‌): ଓଡ଼ିଆ ଚଳଚ୍ଚିତ୍ର ଜଗତର ପ୍ରଖ୍ୟାତ କଳାକାର ଶରତ ପୂଜାରୀଙ୍କ ଜୟନ୍ତୀ ଅବସରରେ ବିନମ୍ର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଶ୍ରୀ ମୋହନ ମାଝୀ @MohanMOdisha I ଶ୍ରୀ ମାଝୀଙ୍କ ଭାଷାରେ ନାୟକ, ଖଳନାୟକ ଓ ହାସ୍ୟ ଚରିତ୍ରରେ ତାଙ୍କ ନିଖୁଣ ଅଭିନୟ ପାଇଁ ସେ ଆଜି ବି ଜୀବନ୍ତ I ତାଙ୍କ ଅଭିନୀତ “କିଏ କାହାର” ଚଳଚିତ୍ର କଟକରେ ୧୦୦ ଦିନ ଧରି ଚାଲିବାର ରେକର୍ଡ଼ ସୃଷ୍ଟି କରିଥିଲା I