କୋଲକାତା : ପ୍ରଥମ ଏବଂ ଦ୍ୱିତୀୟ ଲହରରେ କରୋନା ରୋଗୀଙ୍କର ଶୁଖିଲା କାଶ ସହ ଜ୍ୱର ହେଉଥିଲା । କିନ୍ତୁ ଦ୍ୱିତୀୟ ଲହରରେ ସାଧାରଣ କାଶ ହେଉଛି । ଦ୍ୱିତୀୟ ଲହରରେ ରୋଗୀଙ୍କ ଠାରେ ଅଧିକ ତାପମାତ୍ରା ରହୁଥିଲା କିନ୍ତୁ କରୋନା ହେଲେ ତାପମାତ୍ରା କମ ରହୁଛି । ପ୍ରଥମ ଏବଂ ଦ୍ୱିତୀୟ ଲହରରେ ଜ୍ୱର ଏବଂ ଅନ୍ୟ ଲକ୍ଷଣ ଥାଇ ୧୦ ଜଣଙ୍କ ମଧ୍ୟରୁ ୭ ଜଣଙ୍କ କୋଭିଡ ରିପୋର୍ଟ ପଜିଟିଭ ରହୁଥିବାବେଳେ ଏବେ ୧୦ ଜଣରେ ୩ ଜଣଙ୍କ ରିପୋର୍ଟ ପଜିଟିଭ ଆସୁଛି । ତେବେ ଦୁଇଟି ଯାକ ଡୋଜ୍ ନେଇ ସାରିଥିବା ଲୋକଙ୍କୁ ଡାକ୍ତରମାନେ ଏବେ ଫ୍ଲୁ ଟିକା ନେବାପାଇଁ କହୁଛନ୍ତି ।