ଭାରତ ମାତାର ସୁଯୋଗ୍ୟ ସନ୍ତାନ ପରମ ଦେଶଭକ୍ତ ୧. ବୀର ସାବରକର ଏମିତି ପ୍ରଥମ କ୍ରାନ୍ତିକାରୀ ଦେଶଭକ୍ତ ଥିଲେ ଯିଏ ୧୯୦୧ ମସିହାରେ ବ୍ରିଟେନ ରାଣୀ ଭିକ୍ଟୋରିଆ ମୃତ୍ୟୁରେ ନାସିକ ରେ ଆୟୋଜିତ ଶୋକ ସଭାର ବିରୋଧ କରିଥିଲେ ଓ କହିଥିଲେ କି ସେ ଆମ ଶତ୍ରୁ ଦେଶର ରାଣୀ ଥିଲେ, ଆମେ କାହିଁକି ଶୋକ କରିବା ? କଣ କୌଣସି ଭାରତୀୟ ମହାପୁରୁଷଙ୍କ ନିଧନରେ ବ୍ରିଟେନ ରେ ଶୋକ ସଭା ହେଇଛି କି ?
୨. ବୀର ସାବରକର ପ୍ରଥମ ଦେଶଭକ୍ତ ଥିଲେ ଯିଏକି ଏଡ୍ୱାର୍ଡ ସପ୍ତମ ର ରାଜ୍ୟାଭିଷେକ ଉତ୍ସବ ପାଳିଲା ଵାଲାଙ୍କର ତ୍ରୟମ୍ବକମ ରେ ବଡ ବଡ ପୋଷ୍ଟର ଲଗେଇକି କହିଥିଲେ କି ଗୁଲାମୀ ର ଉତ୍ସବ ପାଳନ୍ତୁ ନାହିଁ ।
୩. ବୀର ସାବରକର ବିଦେଶୀ ବସ୍ତ୍ର ର ପ୍ରଥମ ହୋଲିକା ପୁଣେ ରେ ୭ ଅକ୍ଟୋବର ୧୯୦୫ ମସିହାରେ ବୀର ସାବରକର ଜଳେଇଥିଲେ ।
୪. ବୀର ସାବରକର ପ୍ରଥମ ଏମିତି କ୍ରାନ୍ତିକାରୀ ଥିଲେ ଯିଏ ବିଦେଶୀ ବସ୍ତ୍ରର ଦହନ କରିଥିଲେ , ସେତେବେଳେ ବାଲ ଗଙ୍ଗାଧର ତିଳକ ନିଜ ପତ୍ର “କେଶରୀ” ରେ ତାଙ୍କୁ ଶିବାଜୀ ଙ୍କ ସମାନ ଦର୍ଶାଇ ତାଙ୍କ ପ୍ରଶଂସା କରିଥିଲେ, ଯେବେକି ସେହି ଘଟଣା ର ଦକ୍ଷିଣ ଆଫ୍ରିକା ନିଜ ପତ୍ର “ଇଣ୍ଡିଆ ଓପିନିୟନ” ରେ ଗାନ୍ଧୀ ନିନ୍ଦା କରିଥିଲେ।
୫. ବୀର ସାବରକର ଙ୍କ ଦ୍ୱାରା ବିଦେଶୀ ବସ୍ତ୍ରର ଦହନର ଏହି ପ୍ରଥମ ଘଟଣା ର ୧୬ ବର୍ଷ ପରେ ଗାନ୍ଧୀ ତାଙ୍କ ମାର୍ଗ ଅନୁସରଣ କଲେ ଓ ୧୧ ଜୁଲାଇ ୧୯୨୧ ମସିହାରେ ମୁମ୍ବାଇ ର ପରେଲ ରେ ବିଦେଶୀ ବସ୍ତ୍ର ର ବହିଷ୍କାର କଲେ ।
୬. ବୀର ସାବରକର ପ୍ରଥମ ଭାରତୀୟ ଥିଲେ ଯାହାଙ୍କୁ ୧୯୦୫ ମସିହାରେ ବିଦେଶୀ ବସ୍ତ୍ର ଦହନ ପାଇଁ ପୁଣେ ର ଫର୍ମୁସନ କଲେଜରୁ ବାହାର କରି ଦିଆଗଲା ଓ ୧୦ ଟଙ୍କା ଜୋରିମାନା ଦଣ୍ଡିତ କରାଗଲା….ଏହା ବିରୋଧରେ ହରତାଳ ହେଲା…ସ୍ୱୟଂ ତିଳକ ଜୀ କେଶରୀ ପତ୍ରରେ ସାବରକରଙ୍କ ପକ୍ଷରେ ସମ୍ପାଦନା ଲେଖିଥିଲେ।
୭. ବୀର ସାବରକର ଏମିତି ପ୍ରଥମ ବାରିଷ୍ଟର ଥିଲେ ଯିଏ ୧୯୦୯ ମସିହାରେ ବ୍ରିଟେନରେ ଗ୍ରେଜ-ଇନ ପରୀକ୍ଷା ସଫଳ ହେବାପରେ ବ୍ରିଟେନ ରାଜା ଙ୍କ ପ୍ରତି ବିଶ୍ୱସ୍ତ ହେବେ ବୋଲି ଶପଥ ନେଇନଥିଲେ….ଏହି କାରଣ ଯୋଗୁଁ ତାଙ୍କୁ ବାରିଷ୍ଟର ଉପାଧି ପତ୍ର ଦିଆନଯାଇ ରଦ୍ଧ କରିଦିଆଗଲା ।
୮. ବୀର ସାବରକର ପ୍ରଥମ ଲେଖକ ଏମିତି ଥିଲେ,ଯିଏକି ଇଂରେଜମାନଙ୍କ ଦ୍ୱାରା ଗଦ୍ଦାର କୁହାଯାଉଥିବା ସଂଘର୍ଷ କୁ ୧୮୫୭ ମସିହାରେ ‘ସ୍ୱତନ୍ତ୍ର ସମର’ ନାମକ ଗ୍ରନ୍ଥ ଲେଖିକି ସିଦ୍ଧ କରିଥିଲେ।
୯. ବୀର ସାବରକର ପ୍ରଥମ ଏମିତି କ୍ରାନ୍ତିକାରୀ ଲେଖକ ଥିଲେ, ଯାହାଙ୍କର ନିଜସ୍ୱ ଗ୍ରନ୍ଥ ‘୧୮୫୭ ର ସ୍ୱତନ୍ତ୍ର ସମର’ ପୁସ୍ତକ ଉପରେ ବ୍ରିଟେନ ସଂସଦ ପ୍ରକାଶ ହେବା ପୂର୍ବରୁ ପ୍ରତିବନ୍ଧକ ଲଗେଇ ଦେଇଥିଲା।
୧୦. ବୀର ସାବରକର ‘୧୮୫୭ ର ସ୍ୱତନ୍ତ୍ର ସମର’ ବିଦେଶ ରେ ପ୍ରକାଶ ପାଇଲା ଆଉ ଏହାକୁ ଭାରତ ମାଆ ର ସୁପୁତ୍ର ଭଗତ ସିଂ ଛପେଇ ଥିଲେ ଯାହାର ଗୋଟିଏ ଗୋଟିଏ ପ୍ରକାଶନି ସେହି ସମୟରେ ତିନି-ତିନି ଶହ ଟଙ୍କାରେ ବିକ୍ରି ହୋଇଥିଲା । ….ପୁଲିସ ଛାପାରେ ପ୍ରତି ଦେଶଭକ୍ତ ଙ୍କ ଘରୁ ଏହି ପୁସ୍ତକ ମିଳିଥିଲା ।
୧୧. ବୀର ସାବରକର ପ୍ରଥମ କ୍ରାନ୍ତିକାରୀ ଥିଲେ ଯିଏ ସମୁଦ୍ର ଜାହାଜ ରେ ବନ୍ଦୀ କରି ବ୍ରିଟେନ ରୁ ଭାରତ କୁ ଆଣୁଥିବା ବେଳେ ୮ ଜୁଲାଇ ୧୯୧୦ ରେ ସମୁଦ୍ରକୁ ଡେଇଁ ପଡ଼ିଥିଲେ ଆଉ ପହଁରି ପହଁରି ଫ୍ରାନ୍ସ ପହଁଚି ଯାଇଥିଲେ।
୧୨. ବୀର ସାବରକର ପ୍ରଥମ କ୍ରାନ୍ତିକାରୀ ଥିଲେ ଯାହାଙ୍କର ମୁକଦ୍ଦମା ଅନ୍ତରାଷ୍ଟ୍ରୀୟ ନ୍ୟାୟାଳୟ ହେଗ ରେ ଚାଲିଲା, କିନ୍ତୁ ବ୍ରିଟେନ ଓ ଫ୍ରାନ୍ସ ମିଳିତ କୂଟନୀତି ଯୋଗୁ ତାଙ୍କୁ ନ୍ୟାୟ ମିଳିଲାନି ଏବଂ ତାଙ୍କୁ ବନ୍ଦୀ କରି ଭାରତ ଅଣାଗଲା ।
୧୩. ବୀର ସାବରକର ବିଶ୍ୱର ପ୍ରଥମ କ୍ରାନ୍ତିକାରୀ ଓ ଭାରତ ର ପ୍ରଥମ ଦେଶଭକ୍ତ ଥିଲେ ଯାହାଙ୍କୁ ଇଂରେଜ ସରକାର ଦି ଜନ୍ମ କାରାଗାର ଦଣ୍ଡ ଶୁଣାଇ ଥିଲା ।
୧୪. ବୀର ସାବରକର ପ୍ରଥମ ଏମିତି ଦେଶଭକ୍ତ ଥିଲେ ଯିଏ ଦି ଜନ୍ମର କାରାଦଣ୍ଡାଦେଶ ସଜା ଶୁଣିକି ହସିକରି କହିଲେ- ଛାଡ଼, “ଇସାଇ ସତ୍ତା ରେ ଥାଇକି ମଧ୍ୟ ହିନ୍ଦୁ ଧର୍ମ ର ପୁନ ଜନ୍ମ ସିଦ୍ଧାନ୍ତ କୁ ମାନିଲା ।’
୧୫. ବୀର ସାବରକର ପ୍ରଥମ ରାଜନୈତିକ ବନ୍ଦୀ ଥିଲେ, ଯିଏ କଳା ପାଣି ର କାରାଗାର ସମୟରେ ୧୦ ବର୍ଷ ରୁ ଉର୍ଦ୍ଧ୍ବ ସମୟବି ଆଜାଦି ପାଇଁ କୋଲହୂ ଚଳେଇଲି ୩୦ ପାଉଣ୍ଡ ତେଲ ପ୍ରତିଦିନ ବାହାର କଲେ ।
୧୬. ବୀର ସାବରକର କଳାପାଣି ରେ ଏମିତି କଏଦି ଥିଲେ ଯିଏ କଳା କୋଠରୀ କାନ୍ଥରେ କୋଇଲା ଓ ଗୋଡି ଦ୍ୱାରା କବିତା ଲେଖିଥିଲେ ଓ ୬୦୦୦ ପଂକ୍ତି ମନେ ରଖିଥିଲେ।
୧୭. ବୀର ସାବରକର ପ୍ରଥମ ଦେଶଭକ୍ତ ଲେଖକ ଥିଲେ, ଯାହାଙ୍କର ଲିଖିତ ପୁସ୍ତକ ଉପରେ ସ୍ୱାଧୀନତା ର ବହୁବର୍ଷ ପର୍ଯ୍ୟନ୍ତ ପ୍ରତିବନ୍ଧକ ଲାଗିଥିଲା ।
୧୮. ବୀର ସାବରକର ‘ଆସିନ୍ଧୁ ସିନ୍ଧୁପର୍ଯ୍ୟଂତା ୟସ୍ୟ ଭାରତ ଭୂମିକା’ ପିତୃଭୂ: ପୁଣ୍ୟଭୁଶ୍ଚଭ୍ୟ ସ ବେ ହିନ୍ଦୁରୀତିସ୍ମୃତ:।
ଅର୍ଥାତ:- ସମୁଦ୍ର ଠାରୁ ହିମାଳୟ ପର୍ଯ୍ୟନ୍ତ ଭାରତ ଭୁମି ଯାହାର ପିତୃଭୂମି ଅଟେ, ଯାହାଙ୍କର ପୂର୍ବଜ ଏଠାରେ ଜନ୍ମ ହୋଇଛନ୍ତି, ଏହାହିଁ ପୁଣ୍ୟଭୂମି, ଯାହାର ତୀର୍ଥ ଭାରତ ଭୁମି ରେ ହି ଅଛି, ସେ ହି ହିନ୍ଦୁ ଅଟେ।
୧୯. ବୀର ସାବରକର ପ୍ରଥମ ରାଷ୍ଟ୍ରଭକ୍ତ ଥିଲେ ଯାହାଙ୍କୁ ଇଂରେଜୀ ସତ୍ଵା ୩୦ ବର୍ଷ ପର୍ଯ୍ୟନ୍ତ କାରାଗାର ରେ ରଖିଲେ ତଥା ଦେଶ ସ୍ୱାଧୀନ ହେବାପରେ ମଧ୍ୟ ୧୯୪୮ ରେ ନେହେରୁ ସରକାର ଗାନ୍ଧୀ ହତ୍ୟା ମାମଲାରେ ଲାଲକିଲ୍ଲା ରେ ବନ୍ଦୀ କରି ରଖିଲେ ଓ ପରେ ନ୍ୟାୟାଳୟ ଦ୍ୱାରା ସସମ୍ମାନେ ମୁକ୍ତ କରାଗଲା।
୨୦. ବୀର ସାବରକର ପ୍ରଥମ କ୍ରାନ୍ତିକାରରୀ ଥିଲେ, ଯେବେ ତାଙ୍କ ୨୬ ଫେବ୍ରୁଆରୀ ୧୯୬୬ ରେ ତାଙ୍କ ସ୍ଵର୍ଗାରୋହଣ ହେଲା, ସେବେ ଭାରତୀୟ ସଂସଦରେ କିଛି ସାଂସଦ ଶୋକ ପ୍ରସ୍ତାବ ରଖିଲେ, ଏହା କହିକରି ବାତିଲ କରାଗଲା କି ସେ ସଂସଦର ସଦସ୍ୟ ନୁହଁନ୍ତି ଯେବେକି ଚର୍ଚିଲ ର ମୃତ୍ୟୁ ରେ ଶୋକ କରାଯାଇଥିଲା।
୨୧. ବୀର ସାବରକର ପ୍ରଥମ କ୍ରାନ୍ତିକାରୀ ରାଷ୍ଟ୍ରଭକ୍ତ ଓ ସ୍ୱତନ୍ତ୍ର ବୀର ଥିଲେ ଯାହାଙ୍କର ମରଣଉପରନ୍ତେ ୨୬ ଫେବୃଆରୀ ୨୦୦୩ ରେ ସେହି ସଂସଦ ରେ ମୂର୍ତି ପ୍ରତିରୋପଣ ହେଲା ଯେଉଁଠି କେବେ ତାଙ୍କ ନିଧନ ରେ ଶୋକ ପ୍ରସ୍ତାବ କୁ ରୋକାଯାଇଥିଲା।
୨୨. ବୀର ସାବରକର ଏମିତି ପ୍ରଥମ ରାଷ୍ଟ୍ରବାଦୀ ବିଚାରକ ଥିଲେ ଯାହାଙ୍କର ଚିତ୍ର କୁ ସଂସଦ ଭବନରେ ଲଗେଇବାକୁ ରୋକିବା ପାଇଁ କଂଗ୍ରେସ ଅଧ୍ୟକ୍ଷ ସୋନିଆ ଗାନ୍ଧୀ, ରାଷ୍ଟ୍ରପତି ଭାରତ ମାଆ ର ସୁପୁତ୍ର ଅବଦୁଲ କାଲାମ କୁ ପତ୍ର ଲେଖିଲେ ।କିନ୍ତୁ ଅବଦୁଲ କାଲାମ ଜୀ ଶୁଣାଣି ପତ୍ର କୁ ଖାରଜ କରିଦେଲେ ଏବଂ ନିଜ ହାତରେ ଓ ନିଜ କାର୍ଯ୍ୟାଳୟ କୋଠରୀରେ ସ୍ଥାପନ କଲେ।
୨୩. ବୀର ସାବରକର ପ୍ରଥମ ଏମିତି ରାଷ୍ଟ୍ରବାଦୀ ଦେଶଭକ୍ତ ଥିଲେ,ଯାହାଙ୍କର ଶିଳାଲେଖକୁ ଅଣ୍ଡାମାନ ଦ୍ୱୀପ ର ସେଲୁଲର ଜେଲ ରୁ UPA ସରକାର ର ମନ୍ତ୍ରୀ ମଣୀ ଶଙ୍କର ଆୟର ହଟେଇ ସେହି ଜାଗାରେ ଗାନ୍ଧିର ଶିଳା ଲଗେଇ ଦେଇଥିଲା ।
୨୪. ବୀର ସାବରକର ଜୀ ଦଶ ବର୍ଷ ସ୍ୱାଧୀନ ପାଇବା ପାଇଁ କଳାପାଣି ରେ କୋଲହୂ ଚଳେଇଥିଲେ, ଯେବେକି ଗାନ୍ଧୀ କଳାପାଣି ର ସେହି କାରାଗାର ରେ କେବେବି ଦଶ ମିନିଟ ଚରଖା ଚଳେଇ ନାହାନ୍ତି ??
୨୫. ବୀର ସାବରକର ମାଆ ଭାରତୀ ର ପ୍ରଥମ ସୁପୁତ୍ର ଥିଲେ ଯାହାଙ୍କୁ ବଞ୍ଚିଥାଉ ଓ ମରଣ ପରେ ବି କେବେ ଆଗକୁ ବଢିବାକୁ ଦିଆ ଗଲା ନାହିଁ ।ଇତିହାସ ରୁ ତାଙ୍କ ଅସ୍ତିତ୍ୱ କୁ ଲିଭାଇ ଦିଆ ଗଲା କିନ୍ତୁ ସବୁ ବିରୋଧୀଙ୍କର ଘୋର ଅନ୍ଧକାରକୁ ଫାଡ଼ିକି ଆଜି ବୀର ସାବରକର ସମସ୍ତଙ୍କ ଲୋକପ୍ରିୟ ଓ ଯୁବକ ମାନଙ୍କର ଆଦର୍ଶ ପାଲଟି ଯାଇଛନ୍ତି ।