ମଧୁମେହ ରୋଗୀଙ୍କ ପାଇଁ ମୂଳା ଉପକାରୀ

ବର୍ତ୍ତମାନ ଜୀବନରେ ଆମେ ଆମ ଶରୀରର ଯତ୍ନ ନେବାରେ ଅସମର୍ଥ ହୋଇପଡୁଛୁ । ଯେଉଁଥି ପାଇଁ ନାନା ରୋଗର ଶିକାର ହେଉଛୁ । ଯେଉଁମାନଙ୍କର ମଧୁମେହ କିମ୍ବା ଉଚ୍ଚ ବିପି ତଥା ଉଚ୍ଚ ରକ୍ତ ଚାପ ସମସ୍ୟା ରହିଛି, ସେମାନଙ୍କ ଖାଦ୍ୟରେ କମ୍ ସୋଡିୟମ୍, କମ୍ କୋଲେଷ୍ଟ୍ରୋଲ୍ ଖାଦ୍ୟ ଅନ୍ତର୍ଭୁକ୍ତ କରାଯିବା ଉଚିତ।

ସେହିପରି ଆପଣଙ୍କ ଖାଦ୍ୟରେ ପ୍ରୋଟିନ୍, କ୍ୟାଲସିୟମ୍, ଆଇରନ୍ ଏବଂ ଫାଇବର ଅନ୍ତର୍ଭୁକ୍ତ କରନ୍ତୁ । ଯଦି ପ୍ରତିଦିନ କିଛି ଜିନିଷ ଖାଇବା ଆରମ୍ଭ କରିବା ତେବେ ଆମର ଏହି ସମସ୍ତ ସମସ୍ୟା ଭଲ ହୋଇଯିବ। ତେବେ ଚାଲନ୍ତୁ ଜାଣିବା ମଧୁମେହ ରୋଗୀଙ୍କ ପାଇଁ ମୂଳା …

ମୂଳା- ମୂଳା ଏକ ପୁଷ୍ଟିକର ଏବଂ ଖଣିଜ ପଦାର୍ଥରେ ଭରପୂର ଅଟେ । ମୂଳା ଖାଇବା ଦ୍ବାରା ମଧୁମେହ ନିୟନ୍ତ୍ରଣରେ ରହିଥାଏ । ମଧୁମେହ ରୋଗୀଙ୍କ ପାଇଁ ମୂଳା ଉପକାରୀ ହୋଇଥାଏ । କାହିଁକି ନା ମୂଳରେ ଚିନି ସ୍ତର କମ୍ ଥାଏ ଯାହା ଇନସୁଲିନ୍ ତିଆରି କରିବା ସହଜ ହୋଇଥାଏ। ତେଣୁ ମୂଳା ଖାଇବା ଦ୍ୱାରା କିଡନୀ ସୁସ୍ଥ ମଧ୍ୟ ରୁହେ।