ରାଶିଫଳ ଶୁକ୍ରବାର : ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ

ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ…

ମେଷ ରାଶି ଶୁକ୍ରବାର ମଇ ୨୭, ୨୦୨୨ : ବିଷାଦ ବିରୋଧରେ ଆପଣଙ୍କ ହସ ବିପଦଅଠୁ କାଢ଼ିବା ପାଇଁ ସାହାଯ୍ୟ କାରିବ | ଆଜି ଆପଣ ଅନନଙ୍କ ଜୀବନସାଥୀମକା ସହିତ ଘରର କିଛି ଜରୁରୀ ସାମାନ କିଣି ପାରନ୍ତି ଯେଉଁଥିପାଇଁ ଆପଣଙ୍କର ଆର୍ଥିକ ଅବସ୍ଥା ସାମାନ୍ୟ ବବିଗିଡ଼ି ଯାଇପାରେ | ଆପଣଙ୍କୁ ଆପଣଙ୍କ ଶେଷ ସମୟ ଛୁଆଙ୍କ ସହିତ ଖର୍ଛ କରିବା କଥା, ତାହା ପାଇଁ ଆପଣଙ୍କୁ କିଛି ବିଶେଷ ବି କରିବାକୁ ପଡି ପାରେ | ଆଜି ପ୍ରେମ ଆପଣଙ୍କ ମନକୁ ଚାରି ଆଡୁ ଘେରି ରଖିବ | ନିଜ ସାଥୀକୁ କମ ଭାବନ୍ତୁ ନାହିଁ | ଏମିତିଆ ପରିବର୍ତନ ଅଣାନ୍ତୁ ଯାହାକି ଆପଣଙ୍କ ରୂପ-ରଙ୍ଗରେ ବୃଦ୍ଧି ଆଣି ପାରିବ ଓ ସମ୍ଭାବ୍ୟ ସାଥୀଙ୍କୁ ଆପଙ୍କ ଆଡକୁ ଆକର୍ଷିତ କରିବ | ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ଦୋଷକୁ ସୁଧାରିବେ ଓ ଆପଣଙ୍କୁ ଖୁସି ଅନୁଭବ ହେବ |

ବୃଷ : ଖାଇବା ପିଇବା ବେଳେ ସାବଧାନ ରୁହନ୍ତୁ | ଭେଖାତିର ହେବ ରୋଗ ହେବାର କାରଣ ହୋଇ ପାରେ | ସମସ୍ତଙ୍କଠୁ ପରାମର୍ଶ ନେଇ ନିବେଶ କରନ୍ତୁ | କୌଣସି ଚିଠି କିମ୍ବା ଇ-ମେଲ ପୁରା ପରିବାର ପାଇଁ ଶୁଭ ଖବର ଆଣି ପାରେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ମଧ୍ୟରେ ଆଉ କେହି ଆସି ପାରେ | ଆପଣ କାର୍ଯ୍ୟାଳୟର ପରିବେଶରେ ବୃଦ୍ଧି ଓ କାମ-କାର୍ଯ୍ୟର ସ୍ତରରେ ସୁଧାର ଅନୁଭବ କରିବେ | ଆଜି ଆପଣ କୌଣସି ଉପନ୍ୟାସ ବା ପତ୍ରିକା ପଢ଼ି ସମୟ ଅତିବାହିତ କରିପାରିବେ | ଲମ୍ବା ସମୟ ଯାଏଁ କାମ-କାର୍ଯ୍ୟର ଚାପ ଆପଣଙ୍କ ବୈବାହିକ ଜୀବନରେ ବିପଦ ଠିଆ କରି ପାରେ | ଆଜି ସବୁ ଅସନ୍ତୋଷ ଦୂର ହୋଇ ଯିବ |

ମିଥୁନ : ବ୍ୟସ୍ତ ଦିନ ଥିବା ସତ୍ୱେ ଆଜି ଦିନଟା ଭଲ ରହିବ | କିନ୍ତୁ ଏହାକୁ ସବୁ ଦିନ ପାଇଁ ସତ ମାନିବାକୁ ଚେଷ୍ଟା କରନ୍ତୁ ନାହିଁ | ନିଜର ଜୀବନ ଓ ସ୍ବସ୍ଥାର ସମ୍ମାନ କରନ୍ତୁ | ଅର୍ଥ ଅବସ୍ଥାରେ ବୃଦ୍ଧି କରିବା ପାଇଁ ଚିଂହା ଲୋକଙ୍କଠୁ ନୂଆ ସ୍ରୋତ ମିଳି ପାରେ | ଆଜି ଘରେ କୌଣସି କଥାକୁ ନେଇ କଳହ ସୃଷ୍ଟି ହୋଇପାରେ | ନିଜ ଉପରେ କାବୁ ରଖନ୍ତୁ ,କାରଣ ଆଜିର ଦିନ ଅନ୍ୟ ଦିନମାନଙ୍କ ପରି ସାଧାରଣ ଭାବରେ କଟିବନି | ଆଜି ଆପଣ ବୁଝିପାରିବେ କି ପ୍ରେମ ସବୁ ଜିନିଷର ପ୍ରତିବଦଳ ଅଟେ | ନିଷ୍ପତି ନେବା ସମୟରେ ନିଜର ଗର୍ବକୁ ମଝିରେ ଆସିବାକୁ ଦିଅନ୍ତୁ ନାହିଁ, ନିଜଠୁ କନିଷ୍ଠ ସହକର୍ମୀ ମାନଙ୍କ କଥା ଉପରେ ଗୁରୁତ୍ୱ ଦିଅନ୍ତୁ | ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ | ତେଣୁ ଆପଣ ପରିବାର ସହିତ ନିଜପାଇଁ ମଧ୍ୟ ସମୟ କାଢ଼ି ପାରିବେ | ଆଜି ଆପଣ ଓ ଆପଣଙ୍କ ଜୀବନସାଥୀ ମଧ୍ୟରେ କିଛି ବେଶୀ ହିଁ ଯୁକ୍ତି-ତର୍କ ହୋଇ ପାରେ ଯାହାର ଦୂରଗାମୀ ପରିଣାମ ବୈବାହିକ ଜୀବନ ପାଇଁ ନକରାତ୍ମକ ହୋଇ ପାରେ |

କର୍କଟ : ବାହାରେ ବୁଲା ବୁଲି ଓ ପୂର୍ଣ୍ଣତା ଭ୍ରମଣ ଯୋଗୁଁ ଆଜି ଆପଣ ବହୁତ ଖୁସି ଅନୁଭବ କରିବେ | ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ | ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ | ଆପଣଙ୍କ ସନଗ ମାନେ ଏମିତି ସମୟରେ ଥକି ପାରନ୍ତି,ଯେତେ ବେଳେ ଆପଣଙ୍କୁ ତାଙ୍କର ସବୁଠୁ ଅଧିକ ଆବଶ୍ୟକତା ପଡ଼ିବ | ଆଜି ପ୍ରେମର ନିଶାରେ ବାସ୍ତବତା ଓ ସ୍ବପ୍ନ ମିଶି ଏକା ପରି ଜଣା ପଡୁଛି | ତାହାକୁ ଅନୁଭବ କରନ୍ତୁ | ଯଦି ନିଜ ଉପରେ କୋଣସି କାମକୁ ନେଇକି ଭରସା ନାହିଁ ତାହେଲେ କାହାକୁ ଭି ଜବାବ ଦିଅନ୍ତୁ ନାହିଁ | ଆଜି ଆପଣଙ୍କ ବିବେକ ସହିତ ଘରେ କଥାବାର୍ତ୍ତା କରନ୍ତୁ | ନହେଲେ ଅକାରଣ କଳହ ସହିତ ଆପଣଙ୍କ ସମୟ ଅପଚୟ ହେବ | ଲାଗୁଚି କି ଆପଣଙ୍କ ଜୀବନସାଥୀ ଆଜି ବହୁତ ଖୁସି ଅଛନ୍ତି | ଆପଣଙ୍କୁ କେବଳ ବୈବାହିକ ଜୀବନ ଠୁ ଜଡ଼ିତ ତାଙ୍କର ଯୋଜନାରେ ତାଙ୍କର ସାହାଯ୍ୟ କରିବାର ଆବଶ୍ୟକତା ଅଛି |

ସିଂହ : କିଛି କୌତୁହଳଜନଙ୍କ ପଢ଼ିକି ଟିକେ ମାନସିକ ବ୍ୟୟାମ କରନ୍ତୁ | ଆଜି ଆପଣ ଆପଣଙ୍କ ଧନ ଧାର୍ମିକ କାର୍ଯ୍ୟରେ ଲଗାଇପାରନ୍ତି | ଏତଦ୍ୱାରା ଆପଣଙ୍କୁ ମାନସିକ ଶାନ୍ତି ମିଳିବ | କୌଣସି ପୁରୁଣା ପରିଚିତ ବ୍ୟକ୍ତି ଆପଣଙ୍କ ପାଇଁ ଅସୁବିଧାର କାରଣ ହୋଇ ପାରେ | ଆପଣଙ୍କୁ ଆପଣଙ୍କ ପ୍ରେମୀ କିମ୍ବା ପ୍ରେମିକାଙ୍କ ଠୁ ଧୋକା ମିଳି ପାରେ | କାର୍ଯ୍ୟସ୍ଥଳରେ ଜ୍ଞାନ , ବିବେକ ଓ ବୁଦ୍ଧିର ସହିତ କାମ କରିବେ | ନିଜ ଲୋକଙ୍କ ସହିତ ଆଜି ଟିକେ ବିବାଦ ସୃଷ୍ଟି ହେବାରୁ ଆଜି ଟିକେ ଚିନ୍ତାରେ ପଡ଼ି ପାରନ୍ତି | ଆପଣଙ୍କ ଜୀବନ-ସାଥୀଙ୍କ କାରଣରୁ ଆପଣଙ୍କୁ ମାନସିକ ଆସନ୍ତିର ସମ୍ମୁଖୀନ ହେବାକୁ ପଡ଼ି ପାରେ |

କନ୍ୟା : କୌଣସି ଝଗଡ଼ା ମନବୃତି ରଖିବା ଲୋକ ସହିତ ବାଡ଼-ବିବାଦ ଆପଣଙ୍କ ମନ ଖରାପ କରି ପାରେ | ଭାବିଛିନ୍ତିକି କାର୍ଯ୍ୟ କରନ୍ତୁ ଓ ଯଦି ସମ୍ଭବ ତାହେଲେ ଏହା ଠୁ ନିଜକୁ ରକ୍ଷା କରନ୍ତୁ, କାରଣ କୌଣସି ପ୍ରକାରର ବିବାଦ ଆପଣଙ୍କ ସାହାଯ୍ୟ କରିବା ନାହିଁ | କିଛିଟା ଆବଶ୍ୟକ ଯୋଜନା କାରଣ ଯୋଗୁଁ ଆପଣଙ୍କ ଅର୍ଥ ଅବସ୍ଥାରେ ଉନ୍ନତି ହୋଇ ପାରେ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ଆପଣଙ୍କୁ ଚିନ୍ତା କରିବାକୁ ଆବଶ୍ୟକତା ନାହିଁ | ଆଜି ଆପଣଙ୍କ ଦୁଃଖ ବରଫ ପରି ତରଳି ଯିବ | କାହା ସହିତ ନୂତନ ଯୋଜନା କିମ୍ବା ଭାଗିଦାରୀ ଜଡିତ ବ୍ୟବସାୟକୁ ଆରମ୍ଭ କରିବାଠୁ ପରିହାର କରନ୍ତୁ | ଆଜି ଆପଣ ଘରର ଛୋଟମାନଙ୍କୁ ନେଇ ପାର୍କ ବା ଶପିଂ ମଲ ଯାଇପାରନ୍ତି | ଜୀବନ-ସାଥୀ ସହିତ ହସ-ଖୁସିରେ ପ୍ରତି ମୁହୂର୍ତ୍ତ ଆପଣ ଅନୁଭବ କରିବେକି ଆପଣ ନିଜର ଯୌବନ ଅବସ୍ଥାକୁ ଫେରି ଯାଇଛନ୍ତି |

ତୁଳା : ଶାରୀରିକ ଲାଭ ପାଇଁ,ବିଶେଷକରି ମାନସିକ ସମ୍ଭନ୍ଧରେ ଦୃଢ଼ତା ପ୍ରାପ୍ତ କରିବା ପାଇଁ ଧ୍ୟାନ ଓ ଯୋଗରେ ଆଶ୍ରିତ ହୁଅନ୍ତୁ ଅନ୍ୟ ମାନଙ୍କୁ ପ୍ରଭାବିତ କରିବା ପାଇଁ ଅଧିକ ଖର୍ଚ୍ଚ କରିବାକୁ ଇଚ୍ଛା କରି ପାରନ୍ତି | ଆଜି ନିଜ ପରିବାର ଲୋକଙ୍କ ଉପରେ ଧ୍ୟାନ ଦେବା ନିହାତି ଜରୁରୀ | ଆଜି ଆପଣଙ୍କ ପ୍ରିୟ ଆପଣଙ୍କୁ ଖୁସି କରିବା ପାଇଁ ଅନେକ ପ୍ରୟାସ କରିବେ | ଆପଣ ନିଜର କଠୋର ପରିଶ୍ରମ ଓ ଧର୍ଯ୍ୟ ଯୋଗୁଁ ସଫଳତା ପ୍ରାପ୍ତ କରିବେ | ଆଜି ଖାଲି ସମୟରେ ଆପଣଙ୍କ ଅନ୍ତରଙ୍ଗ ବନ୍ଧୁମାନଙ୍କ ସହିତ ଦେଖାକରିବାକୁ ଯୋଜନା କରିପାରନ୍ତି | ଆପଣଙ୍କ ଜୀବନ-ସାଥୀ ସତରେ ଆପଣଙ୍କ ପାଇଁ ଦେବଦୁତ ପରି ଓ ଏହା ଆପଣଙ୍କୁ ଆଜି ଅନୁଭବ ହେବ |

ବିଛା : ଆଜି ନିଜର ଦେହର ଯତ୍ନ ନେବା ପାଇଁ ,ବହୁତ ସମୟ ମିଳିବ ତାହାର ଉପଯୋଗ କରନ୍ତୁ| ଆଜି ଦିନସାରା ଧନର ଉତ୍ତମ ସଞ୍ଚାଳନ ହେବ ଓ ଦିନ ସମାପ୍ତ ହେବ ପରେ ଧନର ଉତ୍ତମ ସଞ୍ଚୟ ବି ହେବ | ଆପଙ୍କ ଅତ୍ୟଧିକ ସ୍ୱତଂତ୍ର ଜୀବନ ଶୈଳୀ ଯୋଗୁଁ ଘରେ ବିବାଦ ସୃଷ୍ଟି ହୋଇ ପାରେ – ତେଣୁ ରାତିରେ ଡେରିରେ ଘରକୁ ଫେରିବା ଓ ଅନ୍ୟ ମାନଙ୍କ ଉପରେ ଖର୍ଚ୍ଚ କରିବା ବନ୍ଦ କରନ୍ତୁ | ଆପଣଙ୍କ ଆଖିରେ ଅଟେ ଚମକ ଅଛିକି ଆପଣଙ୍କ ପ୍ରିୟଙ୍କ ଅନ୍ଧାର ରାତି ବି ଉଜ୍ବଳ କରି ଦବ | ଯେଉଁ ପ୍ରୋଜେକଟରେ ଆପଣ ବହୁତ ଦିନରୁ କାମ କରୁଥିଲେ ତାହା ଆଉ ଟିକେ ଡେରିରେ ସରିବ | ନିଜର ଦୁର୍ବଳତା ଉପରେ ଆପଣଙ୍କୁ ବହୁତ ଧ୍ୟାନ ଦେବା ଉଚିତ | କିନ୍ତୁ ଏଥିପାଇଁ ନିଜପାଇଁ ସମୟ ବି ଦେବାକୁ ପଡିବ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ |

ଧନୁ : ଅତ୍ୟଧିକ ଚିନ୍ତା କରିବା ମାନସିକ ସେଣ୍ଟିକୁ ନଷ୍ଟ କରି ପାରେ | ଏହାଠୁ ନିଜକୁ ରକ୍ଷା କରନ୍ତୁ,କାରଣ ଟିକେ ବି ଚିନ୍ତା ଓ ମାନସିକ ଚାପି ଶରୀର ଉପରେ କୁପ୍ରଭାବ ପକେଇ ପାରେ | ଆଜି ଆପଣ ବିନା କୌଣସି ସହାୟତାରେ ଧାନ ଅର୍ଜନ କରିପାରିବେ | ସନ୍ଧ୍ୟା ବେଳେ ନିଜର ସହଭଗି ସହିତ ବାହାରକୁ ବଜାନା କିମ୍ବା ଚଳଚିତ୍ର ଦେଖିବା ଆପଣଙ୍କୁ ଶାନ୍ତି ଦେବା ଓ ଖୁସି ପ୍ରଦାନ କରିବ | ଆଜି ଆପଙ୍କ ପ୍ରିୟ ଆପଣଙ୍କଠୁ ବଚନ ମାଗି ପାରନ୍ତି | କାର୍ଯ୍ୟାଳୟରେ ଆପଣଙ୍କ ସହଯୋଗ ଚିନ୍ତାଧାରା ଵିଚ୍ଛିତ ପରିଣାମ ଆଣିବ | ଆପଣଙ୍କୁ ଆଉ ବହୁତ ସାରା ଦାଇତ୍ୱ ମିଳିବ ଓ କମ୍ପାନୀରେ ଉଚ୍ଚ ପଦ ମିଳି ପାରେ | କୌଣସି ଦୂର ସ୍ଥାନକୁ ଯାତ୍ରା କରିବା ଆପଣଙ୍କ ପାଇଁ ସୁଖଦ ରହିବ ନାହିଁ, କିନ୍ତୁ ଆପଣଙ୍କ ପାଇଁ ଗୁରୁତ୍ୱପୂର୍ଣ ସମ୍ପର୍କ ବଣେଇବାରେ ଅତି ସାହାଯ୍ୟ କରିବ | ଆଜି ଦିନରେ ନିଜର ଜୀବନ ସାଥୀଙ୍କ ଉପରେ କରା ଯାଇଥିବା ସନ୍ଦେହ ଆସୁଥିବା ଦିନରେ ଆପଣଙ୍କ ବୈବାହିକ ଜୀବନ ଉପରେ କୁପ୍ରଭାବ ଦେଇ ପାରେ |

ମକର : ଆଜି ଦିନଟା ଏମିତିଆ କାର୍ଯ୍ୟ କରିବା ପାଇଁ ଉତ୍ତମ ଅଟେ,ଯାହା କରିକି ଆପଣଙ୍କୁ ନିଜ ବିଷୟରେ ଭଲ ଅନୁଭବ କରିବେ | ଆପଣଙ୍କର କୌଣସି ସହକର୍ମୀ ଆପଣଙ୍କର ମୂଲ୍ୟବାନ ବସ୍ତୁ ଚୋରି କରିପାରେ ସେଥିପାଇଁ ସାବଧାନ ରୁହନ୍ତୁ ଓ ମୂଲ୍ୟବାନ ସାମଗ୍ରୀକୁ ଯତ୍ନର ସହିତ ରଖନ୍ତୁ | ଆପଣ ନିଜ ଜୀବନ-ସାଥୀଙ୍କ ସହିତ ପ୍ରେମ,ନିକଟବର୍ତୀ ଓ ସ୍ନେହ ଅନୁଭବ କରିବେ | ପ୍ରେମ ଆଜି ଆପଣଙ୍କୁ ଉତ୍ତେଜିତ କରିବା ତେଣୁ ଯାହାକୁ ବି ଆପଣ ଭଲ ପାଉଛନ୍ତି ତାଙ୍କୁ ଆଜି ଯୋଗାଯୋଗ କରନ୍ତୁ ଓ ଦିନର ଲାଭ ଉଠାନ୍ତୁ | କାର୍ଯ୍ୟାଳୟରେ ସବୁ କିଛି ଆପଣଙ୍କ ପକ୍ଷରେ ହେବ ପରି ଦେଖା ଯାଉଛି | ଆଜି ମୋବାଇଲ ବା ଟିଭି ରେ ମୁଭି ଦେଖି ଆପଣ ଏତେ ବ୍ୟସ୍ତ ହୋଇଯିବେ ଯେ ଆପଣଙ୍କର କୌଣସି ବହୁତ ଜରୁରୀ କାମ ଭୁଲି ଯାଇ ପାରନ୍ତି | ଆପଣଙ୍କ ବୈବାହିକ ଜୀବନର ସବୁ ଦିନ ଅପେକ୍ଷା ଆଜି ଦିନଟା ସବୁଠୁ ଉତ୍ତମ ରହିବ |

କୁମ୍ଭ : ନିଜର ଭାବନା ଉପାରେ,ବିଶେଷ କରିକି ନିଜର କ୍ରୋଧ ଉପରେ ନିୟନ୍ତ୍ରଣ ରଖନ୍ତୁ | ଆଜି ଆପଣଙ୍କୁ ଆପଣଙ୍କର ଧନ ଖର୍ଚ୍ଚ କରିବାକୁ ପଡିବ ନାହିଁ କାରଣ ଆପଣଙ୍କ ଘରର କୌଣସି ବଡ ଲୋକ ଆଜି ଆପଣଙ୍କ ପାଇଁ ଖର୍ଚ୍ଚ କରିବେ | ପୁରୁଣା ସାଙ୍ଗ ମାନେ ସାହାଯ୍ୟ ଓ ସହଯୋଗ ଦେବେ | ଆପଣଙ୍କର ଜୀବନରେ ପ୍ରେମର ଗଂଗା ବୋହିବ , ତେଣୁ ଆପଣ ସଚେତ ଥାନ୍ତୁ| ନୂଆ ଯୋଜନା ଓ ନିର୍ଣୟ ଯୋଗୁଁ ସହଭାଗୀ ମାନେ ଉତ୍ସାହଯୁକ୍ତ ଅନୁଭବ କରିବେ | ହି ରାଶିର ବ୍ୟକ୍ତିମାନେ ଆଜି ନିଜ ଭାଇଭଉଣୀଙ୍କ ସହିତ କୌଣସି ଚଳଚିତ୍ର ବା ମ୍ୟାଚ ଦେଖୀପାରନ୍ତି ଏହାଦ୍ୱାରା ଆପଣଙ୍କର ସମ୍ପର୍କ ଆହୁରି ବଢିବ | ବିବାହ ବନ୍ଧନ ସ୍ଵର୍ଗରେ ହିଁ ଠିକ ହେଇକି ଆସେ ଓ ଆପଣଙ୍କ ଜୀବନସାଥୀ ଆଜି ଏହି କଥାକୁ ପ୍ରମାଣିତ କରି ଦେବ |

ମୀନ : ନିଜର ଜୀବନସାଥୀର କାମରେ ଅଦରକାରୀ ହସ୍ତକ୍ଷେପ କରନ୍ତୁ ନାହିଁ | ନିଜ କାମରୁ କାମ ରଖନ୍ତୁ | କମ ହସ୍ତକ୍ଷେପ କରନ୍ତୁ, ନଚେତ ଆଶ୍ରିତ ହେବା ବଢ଼ି ପାରେ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | ପୁରୁଣା ଲୋକଙ୍କ ସହିତ ଯୋଗାଯୋଗ କରିବା ପାଇଁ ଆଜି ଶୁଭ ଦିନ ଅଟେ | ଆଜି ଆପଣଙ୍କ ପ୍ରିୟ ଟିକେ ବିରକ୍ତ ହୋଇ ପାରନ୍ତି,ତାହା କାରଣରୁ ଆପଣଙ୍କ ମାନସିକ ଚାପି ଆହୁରି ବଢ଼ି ପାରେ | ଆଜି ଆପଣଙ୍କୁ କାର୍ଯ୍ୟାଳୟରେ କିଛି ଖୁସି ଖବର ଶୁଣିବାକୁ ମିଳି ପାରେ | ଆଜି ଆପଣଙ୍କ ପାଇଁ ଯଥେଷ୍ଟ ସମୟ ମିଳିବ ଯେତେବେଳେ ଆପଣ ଅଜିତ ଶୁଣିବା ବା ବହି ପଢ଼ିବାର ଇଛାକୁ ପୂର୍ଣ୍ଣ କରିପାରିବେ | ପରିବାର ଲୋକଙ୍କ ସହିତ ଟିକେ ବିବାଦ ୟହଇ ପାରେ | କିନ୍ତୁ ଶେଷରେ ଆପଣଙ୍କ ଜୀବନସାଥୀ ଆପଣଙ୍କ ବିପଦର ସମାଧାନ କରିବେ |