ରାଶିଫଳ ରବିବାର: ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି

ରାଶିଫଳ ରବିବାର

ମେଷ ରାଶି ଭବିଷ୍ୟ ରବିବାର ୧ ମଇ ୨୦୨୨ ଚିକିତ୍ସା ଯୋଗୁଁ ଆପଣଙ୍କ ଘର ଲୋକଙ୍କ ଖର୍ଚ୍ଚ ବଢ଼ି ପାରେ| ଆଜି ଯଦିବା ଆପଣଙ୍କ ପାଇଁ କୌଣସି ଆର୍ଥିକ ସମସ୍ୟା ନ ଉପୁଜିପାରେ ତଥାପି ଯଦି କୌଣସି ଏମିତି ସମସ୍ୟା ଆସିବା ତାହା ଆପଣ ଆପଣଙ୍କର ପ୍ରତିଭାରେ ସେହି ହାନୀକୁ ଲାଭରେ ପରିବର୍ତ୍ତନ କରିପାରିବେ | ଯେଉଁ ଲୋକ ମାନଙ୍କ ସହିତ ଆପଣଙ୍କ ବହୁତ କାମ ଦେଖା ସାକ୍ଷାତ ହୁଏ ତାଙ୍କ ସହିତ କଥା ବାର୍ତା ହେବା ପାଇଁ ଆଜି ଉତ୍ତମ ଦିନ ଅଟେ | ଆପଣଙ୍କୁ ଆଜି ହିଁ ନିଜ ପ୍ରିୟାକୁ ମନର କଥା ପ୍ରକାଶ କରିବାର ଆବଶ୍ୟକତା ଅଛି,କାରଣ କାଲିକୁ ବହୁତ ଡେରି ହେଇ ପାରେ | ଶରୀରକୁ ସୁସ୍ଥ ରଖିବା ପାଇଁ ଆଜି ଆପଣ ବହୁତ ଯୋଜନା କରିବେ କିନ୍ତୁ ଅନ୍ୟ ଦିନମାନଙ୍କ ଭଳି ସେମାନଙ୍କୁ କାର୍ଯ୍ୟକାରୀ କରିପାରିବେ ନାହିଁ | କିଛି ଲୋକ ଭାବନ୍ତି କି ବୈବାହିକ ଜୀବନରେ ଶାରୀରିକ ସମ୍ବନ୍ଧ ଓ ଯୁକ୍ତଟି-ତର୍କ ମଧ୍ୟରେ ବୁଲେ, କିନ୍ତୁ ଆଜି ଆପଣଙ୍କ ପାଇଁ ସବୁ କିଛି ପ୍ରଶାନ୍ତ ରହିବ | ସଂସାରରେ ପ୍ରେମଠାରୁ ବଡ଼ କିଛି ବି ନୁହେଁ |ଆପଣ ବି ଆପଣଙ୍କ ପ୍ରେମୀଙ୍କୁ ଏହି ବିଶ୍ୱାସ ଦେଇ ନିଜ ପ୍ରେମକୁ ନୂଆ ଉଚାଇ କୁ ନେଇପାରନ୍ତି |

ବୃଷ: ପ୍ରତ୍ୱେକଟି ମଣିଷକୁ ଧ୍ୟାନ ଦେଇ ଶୁଣନ୍ତୁ, ହେଇ ପାରେ କି ଆପଣଙ୍କୁ ଆପଣଙ୍କ ସମସ୍ୟାର ସମାଧାନ ମିଳି ପାରେ | ଭଲଭାବରେ ମନେରଖନ୍ତୁ ଯେ ଦୁଃଖ ସମୟରେ ଆପଣଙ୍କ ସଞ୍ଚିତ ଧନ ହିଁ ଆପଣଙ୍କ କାମରେ ଆସିବ | ସେଥିପାଇଁ ଆଜିଠାରୁ ଧନ ସଞ୍ଚୟର ଉପାୟ କରନ୍ତୁ | ଘରୋଇ ଜୀବନ ଶାନ୍ତି ଓ ଖୁସି ଭରା ରହିବ | କେହି ଆପଣଙ୍କୁ ଆପଣଙ୍କ ପ୍ରେମଠୁ ଅଲଗା କରି ପାରିବ ନାହିଁ | ଆଜି ଆପଣଙ୍କର ପିଲାଦିନର ଇଛା ଗୁଡ଼ିକୁ ପୁର୍ଣ କରିପାରିବାପାଇଁ ଯଥେଷ୍ଟ ସମୟ ମିଳିବ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ | ଅତ୍ୟଧିକ ମଦ ବା ସିଗାରେଟ ପାନ ଆଜି ଆପଣଙ୍କର ସ୍ୱାସ୍ଥ୍ୟ ହାନି କରିପାରେ |

ମିଥୁନ: ପ୍ରକୃତି ଆପଣଙ୍କୁ ବିଶେଷ ସାହସ ଓ ବୁଦ୍ଧିର ଉପହାର ପ୍ରଦାନ କରିଛି- ତାହାର ଲାଭ ଉଠାନ୍ତୁ | ଆଜି ଆପଣକୁ ଅର୍ଥ ହାନି ହୋଇ ପାରେ ଯଦି ଅନ୍ୟ କଥାରେ ପଡିକି ନିବେଶ କରିବେ | ଆପଙ୍କ ଧ୍ୟାନ ପାଇଁ ପିପାସା ଆପଣଙ୍କୁ ନୂଆ ବନ୍ଧୁ ବନେଇବାରେ ସାହାଯ୍ୟ କରିବ | ଆଜି ଆପଣଙ୍କ ପ୍ରେମୀ/ପ୍ରେମିକ କେବଳ ତାଙ୍କ କଥା କହିବେ | ଆପଣଙ୍କ କଥା ଶୁଣିବେ ନାହିଁ | ଏହା ଆପଣଙ୍କୁ ବ୍ୟଥିତ କରିପାରେ | ଯଦି କୋଉଠିକି ଯାତ୍ରା କରୁଛନ୍ତି ତାହେଲେ ମନେକରି ସବୁ ଆବଶ୍ୟକ କାଗଜ ଗୁଡିକ ନେବାକୁ ଭୁଲନ୍ତୁ ନାହିଁ | କୌଣସି ପୁରୁଣା ସାଙ୍ଗ ଆପଣ ଓ ଆପଣଙ୍କ ଜୀବନସାଥୀ ସହିତ ସହିତ ସ୍ମୃତିକୁ ମନେ ପକେଇବେ | ବିଦେଶରେ ରହୁଥିବା କୌଣସି ଦୂର ସମ୍ପର୍କୀୟଙ୍କ ବିଷୟରେ କୌଣସି ଖରାପ ଖବର ଆପଣଙ୍କୁ ମିଳିପାରେ |

କର୍କଟ: ଭଲ ଜୀବନ ପାଇଁ ନିଜର ସ୍ୱାସ୍ଥ୍ୟ ଓ ବ୍ୟକ୍ତିତ୍ୱରେ ଉନ୍ନତି ଆଣିବାକୁ ଚେଷ୍ଟା କରନ୍ତୁ | ଆଜି କୌଣସି ନିକଟ ସମ୍ପର୍କୀୟଙ୍କ ସହିତ ଝଗଡା ହୋଇପାରେ, ଯାହାଦ୍ୱାରା ମାମଲା କୋର୍ଟ କଚେରୀ ପର୍ଯ୍ୟନ୍ତ ଯାଇପାରେ ଓ ଆପଣଙ୍କର ଅନାବଶ୍ୟକ ଭାବରେ ଗୁଡ଼େ ଖର୍ଚ୍ଚ ହୋଇପାରେ | ଗୃହ-ପ୍ରବେଶ ପାଇଁ ଅତି ଶୁଭ ଦିନ ଅଟେ | ପ୍ରେମ ସମ୍ବନ୍ଧରେ ଦାସ ପରି ବ୍ୟବହାର କରନ୍ତୁ ନାହିଁ | ଆଜି ଆପଣ ଆପଣଙ୍କର ସମସ୍ତ ସମ୍ପର୍କୀୟଙ୍କ ଠାରୁ ଦୂରରେ କୌଣସି ନିଛାଟିଆ କିନ୍ତୁ ଶାନ୍ତ ସ୍ଥାନରେ ସମୟ ଅତିବାହିତ କରିବାକୁ ଇଛା କରିପାରନ୍ତି | ଅପ୍ରତ୍ୟାନସୀତ ଅତିଥି ଆସିବା କାରଣରୁ ଆପଣଙ୍କ ଯୋଗାଣ ନଷ୍ଟ ହୋଇ ପାରେ , କିନ୍ତୁ ଆପଣଙ୍କ ଦିନ ଭଲ ରହିବ | ଆଜି ଛୁଟି ଦିନରେ କୌଣସି ମଲ୍ଟିପ୍ଲେକ୍ସରେ ଯାଇକି କୌଣସି ଭଲ ଚଳଚିତ୍ର ଦେଖିବାଠୁ ଭଲ ଆଉ କଣ ହୋଇ ପାରିବ |

ସିଂହ: ବ୍ୟସ୍ତ କାର୍ଯ୍ୟକ୍ରମ ରହିବା ସତ୍ୱେ ଆପଣଙ୍କ ସ୍ୱାସ୍ଥ୍ୟ ସୁସ୍ତ ରହିବ | ଅର୍ଥ ଅବସ୍ଥାରେ ଉନ୍ନତି ହେବା ଯୋଗୁଁ ହଠାତ ଲାଭ ମିଳି ପାରେ | ଆପଣଙ୍କର ଅନ୍ୟଙ୍କୁ ପ୍ରଭାବିତ କରିବାର କ୍ଷମତା ଆପଣଙ୍କ ପାଇଁ ସକାରାତ୍ମକ ସୁହଜ ଆଣିବ | ନୂଆ ପ୍ରେମ ସମ୍ବନ୍ଧ ଆପଣଂକ ମନରେ ଖୁସି ଭାବନା ଆଣିବ ଓ ମନ ଭଲ ରହିବ| ଆଜି ଆପଣ ନିଜ ପାଇଁ ସମୟ କାଢ଼ିବାକୁ ବହୁତ ଚେଷ୍ଟା କରିବେ କିନ୍ତୁ ସେଥିରେ ଅସଫଳ ହେବେ ଆପଣଙ୍କୁ ଖୁସି କରିବା ପାଇଁ ଆପଣଙ୍କ ଜୀବନ-ସାଥୀ ବହୁତ ଚେଷ୍ଟା କରିବ | ଚାଷ କରିବା ଆପଣଙ୍କ ପାଇଁ ଆନନ୍ଦଦାୟକ ରହିବ- ଏହା ଦ୍ୱାରା ପରିବେଶକୁ ବି ଲାଭ ମିଳିବ |

କନ୍ୟା: ଆଜି ଦିନଟା ଭଲରେ କଟିବନି ,ଛୋଟ-ଛୋଟ କଥାରେ ବିରକ୍ତ ହେବେ | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଘରେ କୌଣସି ପରିବର୍ତ୍ତନ କରିବା ପୂର୍ବରୁ ମନେ ରଖିକି ସମସ୍ତଙ୍କର ସ୍ୱୀକୃତି ନେବା ଭୁଲନ୍ତୁ ନାହିଁ | ବାହାର ଜିନିଷ ପ୍ରତି ଆପଣଙ୍କ ରୁଚି ଆଉ ନାହିଁ,କାରଣ ଆପଣ ନିଜକୁ ସର୍ବଦା ପ୍ରଥମ ଭଲ ପାନ୍ତି | ଆଜି ମୋବାଇଲ ବା ଟିଭି ରେ ମୁଭି ଦେଖି ଆପଣ ଏତେ ବ୍ୟସ୍ତ ହୋଇଯିବେ ଯେ ଆପଣଙ୍କର କୌଣସି ବହୁତ ଜରୁରୀ କାମ ଭୁଲି ଯାଇ ପାରନ୍ତି | ଜୀବନସାଥୀ ସହିତ ଗୋଟେ ଉତ୍ତମ ଦିନ କଟାଇବେ | ନକ୍ଷେତ୍ର କହୁଛନ୍ତି କି କୌଣସି ପାଖ ସ୍ଥାନକୁ ଯାତ୍ରା ହୋଇ ପାରେ | ଏହା ଯାତ୍ରା ଆନନ୍ଦଦାୟକ ରହିବ ଓ ନିଜ ପ୍ରିୟ ଲୋକଙ୍କ ସହଯୋଗ ମିଳିବ |

ତୁଳା: ଜିତିବାର ଉତ୍ସାହ ଆପଣଙ୍କ ହୃଦୟକୁ ଖୁସିରେ ଭରି ଦେବ | ଏହି ଉତ୍ସହାକୁ ଦୁଇଗୁଣ କରିବା ପାଇଁ ଆପଣ ନିଜ ଖୁସିରେ ନିଜ ସାଙ୍ଗ ମାନଙ୍କୁ ଭାଗିଦାର ବନେଇ ପାରନ୍ତି | କୌଣସି ନିକଟ ସମ୍ପର୍କୀୟଙ୍କ ଭେଟ କରିବା ଆପଣଙ୍କର ଖର୍ଚ୍ଚ ବଢ଼ିପାରେ | ଆଜି ସାଙ୍ଗ ମାନଙ୍କଠୁ ଅନପେକ୍ଷିତ ଉପହାର ମିଳି ପାରେ | ଖୁସିରେ ରୁହତୁ ଓ ପ୍ରେମ ରାସ୍ତାରେ ଆସୁଥିବା କୌଣସି ବାଧାକୁ ସ୍ମୁଖିଣ ହେବାକୁ ପ୍ରସ୍ତୁତ ରୁହନ୍ତୁ | ଆପଣଙ୍କ କୁଶଳ ଭାବରେ କାମ କରିବାର ଯୋଗ୍ୟତା ସବୁ ଅସୁବିଧାରୁ ସୁରକ୍ଷିତ ରଖିବ | ଜୀବନସାଥୀଠୁ ଅଧିକ ଆଶା ରଖିବା ଆପଣଙ୍କ ବୈବାହିକ ଜୀବନରେ ଦୁଃଖ ଆଣି ପାରେ | ଆଜି ଆପଣ ଫୋଟୋଗ୍ରାଫି କରି ଆସୁଥିବା କଲି ପାଇଁ କିଛି ସୁନ୍ଦର ସ୍ମୃତି ରଖି ପାରନ୍ତି; ନିଜର କାମେରାର ସଦଉପଯୋଗ କରିବାକୁ ଭୁଲନ୍ତୁ ନାହିଁ |

ବିଛା: ନିଜକୁ ସୁଧାରିବା ଯୋଜନା ଯୋଗୁଁ ଦୁଇଟି ପକ୍ଷରୁ ଲାଭ ମିଳି ପାରେ ଓ ଆପଣ ନିଜକୁ ନଇୟିକି ଆତ୍ମବିଶ୍ୱାସୀ ଓ ତୁଳନାତ୍ମକ ଅନୁଭବ କରିବେ | ଆଜି ଆପଣ ସାଙ୍ଗସାଥୀଙ୍କ ମେଳାରେ ବହୁତ ଅର୍ଥ ଖର୍ଚ୍ଚ କରିପାରନ୍ତି କିନ୍ତୁ ତା ସତ୍ତ୍ବେ ଆପଣଙ୍କ ପାଖରେ ଧାନର ଅଭାବ ହେବ ନାହିଁ | ଭାବି ଚିନ୍ତିକି କଥା ବାର୍ତା ଓ ସହୋଦ୍ୟୋଗ ସାହାଯ୍ୟରେ ନିଜର ଜୀବନ ସାଥି ସହ ସମ୍ପର୍କରେ ସୁଧାର ଆସି ପାରେ | ଆଜି ହଠାତ ନିଜର ମନର ମଣିଷକୁ ଦେଖା କରି ପାରନ୍ତି| ଆଜିକୁ କାମ ଆଜି ସାରିଦେବ ଉଚିତ | ଆଜିର କାମକୁ କଲି ପାଇଁ ରଖିଲେ କାମ ବେଶୀ ବଢ଼ିଯିବ ଏବଂ ଆପଣ ନିଜପାଇଁ କେବେ ସମୟ ପାଇବେନି | ଲମ୍ୱା ସମୟ ପରେ ଜୀବନ-ସାଥୀ ସହିତ ସମୟ କାଟିବାକୁ ସୁଯୋଗ ମିଳିବ | ଲୋକମାନଙ୍କ ମଧ୍ୟରେ ଥାଇ ମଧ୍ୟ ଆଜି ଆପଣ ଏକାକୀ ଅନୁଭବ କରିବେ |

ଧନୁ: ଘରୋଇ ବିବାଦ ଆପଣଙ୍କୁ ଚାପ ଦେଇ ପାରେ | ଆଜି ଆପଣ ଅର୍ଥ ସମ୍ବନ୍ଧୀୟ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି ଯେଉଁଥିରୁ ବାହାରିବା ପାଇଁ ପୀତା ଅଥବା ପୀତାତୁଲ୍ୟ କୌଣସି ବ୍ୟକ୍ତିଙ୍କର ସହାୟତା ନେବେ | ଆପଣଙ୍କ ବେଖାତିର ବ୍ୟବହାର ଆପଣଙ୍କ ମାତା-ପିତାଙ୍କୁ ଦୁଖୀ କରି ପାରେ | କୌଣସି ନୂତନ ଯୋଜନା ଆରମ୍ଭ କରିବା ପୂର୍ବରୁ ତାଙ୍କ ବିଚାର ବି ଜାଣି ନିଅନ୍ତୁ | ଆଜି ପ୍ରେମ ବାୟୁ ପବନରେ ମିଶି ଯାଇଛି| ଚାରି ଆଡେ ସବୁ କିଛି ଗୋଲାପୀ ଗୋଲାପୀ ଦେଖା ଯିବା ସମୟର ପୁରା ଆନନ୍ଦ ନେବା ପାଇଁ ଲୋକମାନଙ୍କଠାରୁ ଦୂରରେ ରହି ନିଜ ପସନ୍ଦର କାମ କରିବା ଉଚିତ | ଏହା ଦ୍ୱାରା ଆପଣ ଆପଣଙ୍କ ଭିତରେ ସକାରାତ୍ମକ ପରିବର୍ତନ ଦେଖିପାରିବେ | ଆପଣ ଓ ଆପଣଙ୍କ ଜୀବନସାଥୀ ଭିତରେ ବିଶ୍ୱାସ କମି ଯିବ | ଯାହା କାରଣରୁ ବୈବାହିକ ଜୀବନରେ ବିବାଦ ହୋଇ ପାରେ | ଆପଣଙ୍କ ଜୀବନସାଥୀ ଆପଣଙ୍କ ପାଇଁ କୌଣସି ଭଲ ରୋଷେଇ କରିପାରନ୍ତି ଯାହାଦ୍ୱାରା ଆପଣଙ୍କ ପୁରା ଦିନର କ୍ଲାନ୍ତି ଦୂର ହୋଇପାରେ |

ମକର: ପୁରୁଣା ଯୋଜନାରେ ସଫଳତା ଆତ୍ମବିଶ୍ଵାସରେ ବୃଦ୍ଧି ଆଣିବ | ଆଜି ଭୁଲରେ ମଧ୍ୟ କାହାକୁ ପଇସା ଦିଅନ୍ତୁ ନାହିଁ | ଯଦି ଦେଉଛନ୍ତି ତାହେଲେ ତାଙ୍କ ଠାରୁ ଲିଖିତ ଆକାରରେ ନେଇନିଅନ୍ତୁ | ପରିବାରର କୌଣସି ସଦସ୍ୟଙ୍କ ବ୍ୟବହାର ଆପଣଙ୍କୁ ବ୍ୟଥିତ କରିପାରେ | ଆପଣ ତାଙ୍କ ସହିତ କଥାହେବା ଦରକାର | ନିଜର ପ୍ରିୟକୁ ବୁଝିବାକୁ ଚେଷ୍ଟା କରନ୍ତୁ, ନଚେତ ବିପଦରେ ପଡ଼ି ପାରନ୍ତି | ଆଜିର ଦିନ ଆପଣଙ୍କ ପାଇଁ ବହୁତ ଭଲ ରହିବ | ତେଣୁ ଆପଣ ପରିବାର ସହିତ ନିଜପାଇଁ ମଧ୍ୟ ସମୟ କାଢ଼ି ପାରିବେ | ଏହା ସମୟ ଜୀବନରେ ଆପଣଙ୍କୁ ବୈବାହିକ ଜୀବନର ପୁରୁଣ ରୂପେ ଆନନ୍ଦ ଦେବ | କାଲି ଉପରେ କାର୍ଯ୍ୟକୁ ଛାଡିବା ହିଁ ପତନର ମୂଳ, ଧ୍ୟାନ ଵିମ୍ବା ଯୋଗାଭ୍ୟାସ କରି ଏହାକୁ ଦୂର କରି ପାରିବେ |

କୁମ୍ଭ: ଆଜି ଶାନ୍ତ ଓ ମାନସିକ ଚାପରୁ ମୁକ୍ତ ରୁହନ୍ତୁ | ନିଜ ଉପରେ ନିଯନ୍ତ୍ରଣ ରଖନ୍ତୁ – ବିଳାସ ଓ ମନୋରଞ୍ଜନ ଉପରେ ଅଧିକ ଖର୍ଚ୍ଚ କରନ୍ତୁ ନାହିଁ | ଆପଣଙ୍କ ନିଷ୍ପତିରେ ମତ-ପିତାଙ୍କ ସାହାଯ୍ୟ ମହତ୍ଵପୁର୍ଣ ପ୍ରମାଣିତ ହେବ | ଆଜି ଆପଣ ସବୁଠୁ ଉତ୍ତମ ଆଚରଣରେ ରୁହନ୍ତୁ ନଚେତ ଆପଣଙ୍କ ପ୍ରିୟର ମନ ଖରାପ ହୋଇ ପାରେ | ଆଜି କେବଳ ମହତ୍ୱପୂର୍ଣ୍ଣ ବିଷୟ ଉପରେ ଧ୍ୟାନ ଦିଅନ୍ତୁ | ଅଖା-ପାଖ ଲୋକଙ୍କ କଥା ଶୁଣି ଆପଣଙ୍କ ଜୀବନ-ସାଥୀ ଆପଣଙ୍କ ସହିତ ବିବାଦ କରି ପାରନ୍ତି | ଆଜି ଆପଣ ସବୁକିସସହି ସାଂସାରିକ ମହାମାୟା ଛାଡି ସନ୍ୟାସ ଜୀବନ ଆଡ଼କୁ ଅଗ୍ରସର ହେବାପାଇଁ ପ୍ରବଳ ଆଗ୍ରହ ପ୍ରକଟ କରିପାରନ୍ତି |

ମୀନ: ଅଦରକାରୀ ବିଚାର ମନ ଭିତରେ ଛାଇ ପରି ଲାଗି ରହିବ | ନିଜକୁ ଶାରୀରିକ ବ୍ୟୟାମର ମଜା ନେବାକୁ ଦିଅନ୍ତୁ,କାରଣ ଖାଲି ମୁଣ୍ଡ ରାକ୍ଷସର ଘର ଥାଏ | ଆପଣଙ୍କ ଘରଠୁ ଜଡ଼ିତ ନିବେଶ ଆପଣ ମାନଙ୍କ ପାଇଁ ଲାଭକାରୀ ହେବ | ଅତିଥି ମାନଙ୍କ ସହିତ ଆନନ୍ଦ ନେବା ପାଇଁ ଆଜି ବହୁତ ଶୁଭ ଦିନ | ନିଜର ଅତିଥି ମାନଙ୍କ ସହିତ ମିଶିକି କିଛି ବିଶେଷ କରିବାକୁ ଯୋଜନା ବନାନ୍ତୁ | ଏହା ପାଇଁ ଆପଣଙ୍କ ପ୍ରଶଂସା କରିବେ | ଆଜି ଆପଣ ଓ ଆପଣଙ୍କ ପ୍ରିୟ ପ୍ରେମ ସମୁଦ୍ରରେ ବୁଡି ଯିବେ ଓ ଭଲ ପାଇବାର ଗଭୀରତା ଅନୁଭବ କରିବେ | ବୟସ୍କ ବ୍ୟକ୍ତିମାନେ ସେମାଙ୍କର ପୁରୁଣା ସାଙ୍ଗମାନଙ୍କ ସହିତ ସମୟ ଅତିବାହିତ କରିପାରିବେ | ବିବାହ ବନ୍ଧନ ସ୍ଵର୍ଗରେ ହିଁ ଠିକ ହେଇକି ଆସେ ଓ ଆପଣଙ୍କ ଜୀବନସାଥୀ ଆଜି ଏହି କଥାକୁ ପ୍ରମାଣିତ କରି ଦେବ | ବ୍ୟପାରୀମାନେ ତାଙ୍କର ରୋକି ଯାଇଥିବା ଯୋଜନା କୁ ପୁଣିଥରେ ଚାଲୁ କରିବଳୁ ଚିନ୍ତା କରିପାରନ୍ତି |