ଅଁଳାର ଲାଭଦାୟକ ଗୁଣ ଜାଣନ୍ତୁ…

ପୂର୍ବରୁ କେଶ ଧଳା ହେବା ବୟସ ଜନିତ କାରଣ ଥିଲା। ମାତ୍ର ବର୍ତ୍ତମାନ ସମୟରେ କେଶ ଧଳା ହେବା ସଭିଁଙ୍କ ପାଇଁ ସମସ୍ୟା ପାଲଟିଛି। ବିଶେଷ କରି କମ୍‌‌ ବୟସରେ କେଶ ଧଳା ହେବା ଅନେକଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି। କମ୍‌‌ ବୟସରେ କେଶ ଧଳା ହେବାର ପ୍ରମୁଖ କାରଣ ବର୍ତ୍ତମାନର ଜୀବନଶୈଳୀ,ଖାଦ୍ୟପେୟ ଓ ପ୍ରଦୁଷଣ।

ଏହାସହ କେତେକ କେମିକାଲ୍‌‌ ଯୁକ୍ତ ସାମଗ୍ରୀ ବ୍ୟବହାର କରିବା ଦ୍ୱାରା ମଧ୍ୟ କେଶ ଧଳା ହୋଇଥାଏ। ତେବେ କେଶକୁ କଳା କରିବା ପାଇଁ ଲୋକେ ଅନେକ ପ୍ରକାର ଜିନିଷ ବ୍ୟବହାର କରିଥାଆନ୍ତି। ଏକ ସହଜ ଉପାୟ ବିଷୟରେ ଜାଣନ୍ତୁ,ଯାହାର ବ୍ୟବହାର ଦ୍ୱାରା ଧଳା କେଶ କଳା ହୋଇଯିବ। ମେହେନ୍ଦି ପ୍ରାକୃତିକ ଭାବେ କେଶକୁ ରଙ୍ଗ କରିବାର କାର୍ଯ୍ୟ କରିଥାଏ।