ଗୋରା ହେବାର ଫାଇଦା ଆସନ୍ତୁ ଜାଣିନେବା

ଲୋକେମାନେ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରି ଗୋରା ହେବାର ଫାଇଦା..

ଲୋକେମାନେ ସମସ୍ତେ କିଛି ନା କିଛି ଉପାୟ ଅବଲମ୍ବନ କରିଥାଆନ୍ତି। ଆଜିକାଲି ମାର୍କେଟରେ ବିଭିନ୍ନ ପ୍ରକାର କ୍ରିମ୍ ମିଳୁଛି । ଏଗୁଡ଼ିକ ଲଗାଇଲେ ଗୋରାପଣ ହେବାର ମନେ କରି ସମସ୍ତେ ଏହି କ୍ରିମ୍ ଆଣୁଛନ୍ତି। କିନ୍ତୁ ଏପରି କିଛି ହୋଇନଥାଏ। ଏସବୁ ଲଗାଇବା ଦ୍ବାରା ଆପଣଙ୍କ ତ୍ବଚା ଖରାପ ହୁଏ ।

ପ୍ରଥମେ ଆପଣ ଏକ ପାତ୍ରରେ ଦୁଇଟି ଭିଟାମିନ୍-ଇ କ୍ୟାପସୁଲକୁ ଫଟାଇ ଏହାର ତେଲ ବାହାର କରନ୍ତୁ। ଏହାପରେ ଏଥିରେ ଆପଣ ଅଧା ଚାମଚ ମହୁ ମିଶାଇ ଦିଅନ୍ତୁ । ଏହାପରେ ଏଥିରେ ଅଧା ଚାମଚ ଲେମ୍ବୁ ରସ ମିଶାନ୍ତୁ। ଏଥିରେ ଚାଉଳ ଅଟା ମିଶାଇ ୧ଚାମଚ ଗୋଲାପ ଜଳ ମିଶାଇ ଫେଣ୍ଟି ଦିଅନ୍ତୁ। ଏହାପରେ ଏହି ମିଶ୍ରଣକୁ ନିଜ ତ୍ବଚାରେ ୧୫ମିନିଟ୍ ଲଗାଇ ଛାଡ଼ିଦିଅନ୍ତୁ। ଏହାପରେ ଆପଣଙ୍କ ମୁହଁକୁ ପରିଷ୍କାର ପାଣିରେ ଧୋଇ ଦିଅନ୍ତୁ।