ଅର୍ଥନୀତିରେ ପାଇଁ ୨ଆମେରିକୀୟଙ୍କୁ ନୋବାଲେ ପୁରସ୍କାର

ଅର୍ଥନୀତିରେ ଦୁଇ ଆମେରିକୀୟଙ୍କୁ ନୋବାଲେ ପୁରସ୍କାର ମିଳିଛି। ଆମେରିକାର ପାଉଲ ଆର ମିଲଗ୍ରମ୍ ଏବଂ ରବୋର୍ଟ ବି ଓ୍ୱିଲଶନଙ୍କୁ ଏହି ସଂମ୍ମାନନୀୟ ପୁରସ୍କାର ଘୋଷଣା କରାଯାଇଛି। ଇମ୍ପ୍ରୋଭମେଣ୍ଟସ ଟୁ ଅକ୍ସସନ ଥିଓରୀ ଏବଂ ଇନଭେନସନ ଅଫ୍ ନ୍ୟୁ ଅକ୍ସନ ଫର୍ମାଟ୍ ପାଇଁ ଏହି ଦୁଇ ଆମେରିକୀୟଙ୍କୁ ଅର୍ଥନୀତିରେ ନୋବେଲେ ପୁରସ୍କାର ମିଳିଛି।

ଗତ ବର୍ଷ ମାସାଚୁସେଟ୍ସ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜିର ଦୁଇଜଣ ଗବେଷକ ଏବଂ ତୃତୀୟ ଜଣ ହାର୍ଭାର୍ଡ ବିଶ୍ୱବିଦ୍ୟାଳୟରୁ ପୁରସ୍କାର ଅର୍ଥନୀତିରେ ନୋବେଲେ ପାଇଥିଲେ।