ସିଆଇଡି ଜାଲରେ ବଡ଼ ମାଛ

ସିଆଇଡି ଜାଲରେ ବଡ଼ ମାଛ । ଜଣେ ମାଛ ଦୋକାନୀ ନିକଟରୁ ୧.୪ କୋଟି …

କୋଲକାତା: ସିଆଇଡି ଜାଲରେ ବଡ଼ ମାଛ ଜଣେ ମାଛ ଦୋକାନୀ ନିକଟରୁ . କୋଟି ଟଙ୍କା ଜବତ କରିଛନ୍ତି ତଦନ୍ତକାରୀ ଅଧିକାରୀ ପଶ୍ଚିମବଙ୍ଗ ଅପରାଧୀ ତଦନ୍ତକାରୀ ବିଭାଗ(ସିଆଇଡି) ଏହି ମୋଟା ଅଙ୍କର ଟଙ୍କା ଜବତ କରିଛନ୍ତି ଅଭିଯୁକ୍ତ ହେଉଛି ମାଲଦା ଜିଲ୍ଲାର ଜୟ ପ୍ରକାଶ ଶାହ ପୁଲିସ ତାଙ୍କୁ ଗିରଫ ମଧ୍ୟ କରିଛି ପଶ୍ଚିମବଙ୍ଗର ସିଆଇଡି ଟିମ ଜୟ ପ୍ରକାଶଙ୍କ ଘରେ ରେଡ କରିଥିଲା ତାଙ୍କ ଘରୁ କୋଟି ୩୯ ଲକ୍ଷ  ୩୦ ହଜାର ଟଙ୍କା ଜବତ କରାଯାଇଛି ତାଙ୍କ ଘରେ ବେଆଇନ ଭାବେ ବ୍ୟାପକ ପରିବାଣରା ଟଙ୍କା ଥିବା ସୂଚନା ପାଇ ସିଆଇଡି ରେଡ କରିଥିଲା ବୃତ୍ତିରେ ଜୟ ପ୍ରକାଶ ଜଣେ ମାଛ ବ୍ୟବସାୟୀ ଗିରଫ ପରେ ତାଙ୍କୁ ଅଧିକ ଜେରା ପାଇଁ ପୁଲିସ ନିଜ ହେପାଜତକୁ ନେଇଛି