ସେଞ୍ଚୁରିୟନ : ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟେଷ୍ଟ ସିରିଜ ଚାଲିଥିବାବେଳେ ଭାରତୀୟ ଦଳକୁ ବଡ ଝଟ୍କା ଲାଗିଛି । ଦ୍ରୁତ ବୋଲର ଜଶପ୍ରୀତ ବୁମରାଙ୍କ ପାଦରେ ଆଘାତ ଲାଗିଥିବା ଜଣାପଡିଛି । ଯାହା ଫଳରେ ସେ ପଡିଆ ବାହାରକୁ ଯିବାକୁ ପଡିଛି । ତେବେ ବୁମରାଙ୍କ ଆହତ କେତେ ଗୁରୁତର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ ।