ଇପିଏଫ୍‌ଓରେ ଇ-କେୱାଇସି ବାଧ୍ୟତାମୂଳକ

କର୍ମଚାରୀ ଭବିଷ୍ୟନିଧି ସଙ୍ଗଠନ (ଇପିଏଫ୍‌ଓ)ରେ ଦେଶରେ କୋଟି କୋଟି ସଂଖ୍ୟାରେ ଆକାଉଣ୍ଟଧାରୀ ଙ୍କୁ ଅଛନ୍ତି। ଗ୍ରାହକମାନ ଇପିଏଫ୍‌ଓ ପକ୍ଷରୁ ଇ-କେୱାଇସି ବାଧ୍ୟତାମୂଳକ କରାଯାଇଥିଲେ । ଆକାଉଣ୍ଟଧାରୀଙ୍କୁ ଅନ୍‌ଲାଇନ ଠକେଇରୁ ରକ୍ଷା କରିବା ପାଇଁ କଓ୍ବୋଇସିକୁ ବାଧ୍ୟତାମୂଳକ କରିଛନ୍ତି । ତେବେ ବର୍ତ୍ତମାନ ଇପିଏଫ୍‌ଓ ଆକାଉଣ୍ଟଧାରୀମାନେ ଘରେ ବସି ଇ-କଓ୍ବୋଇସି ଅପ୍‌ଡେଟ୍‌ ସୁବିଧା ପାଇବାକୁ ରହିଛି ।

ଇପିଏଫ୍‌ଓରେ ଇ-କେୱାଇସି ସମ୍ପୂର୍ଣ୍ଣ କରିବାକୁ ଆଧାର କାର୍ଡ, ପାନ୍‌ କାର୍ଡ, ବ୍ୟାଙ୍କ ଆକାଉଣ୍ଟ ବିବରଣୀ, ପାସ୍‌ପୋର୍ଟ ନମ୍ବର, ଡ୍ରାଇଭିଂ ଲାଇସେନ୍ସ, ଭୋଟର ପରିଚୟ ପତ୍ର, ରାଶନ କାର୍ଡ ଆଦି ଡକ୍ୟୁମେଣ୍ଟର ଆବଶ୍ୟକତା ରହିଛି। କଓ୍ବୋଇସି ଅପ୍‌ଡେଟ୍‌ ପାଇଁ ପ୍ରଥମେ ଇପିଏଫ୍‌ଓର ଅଫିସିଆଲ ୱେବ୍‌ସାଇଟ ପରିଦର୍ଶନକରି ସେବା ଟ୍ୟାବ ଉପରେ କ୍ଲିକ୍‌ କରିବାକୁ କରାଯିବ।

ଏଥିରେ ‘ଫର୍‌ ଏମ୍ପ୍ଲଇଜ୍‌ ସେକ୍ସନରେ କ୍ଲିକ୍‌ କରି ଆକାଉଣ୍ଟଧାରୀଙ୍କୁ ୟୁଏଏନ୍‌ ସଦସ୍ୟ ପୋର୍ଟାଲରେ କ୍ଲିକ୍‌ କରିବାକୁ ପଡିବ ।ତେବେ,ଏହା ପରେ ୟୁଏଏନ୍‌ ନମ୍ବର ଏବଂ ପାସ୍‌ୱାର୍ଡ ପ୍ରବେଶ କରିବାକୁ ପଡ଼ିବ। ଏହାପରେ ଅନେକ ଅପ୍‌ସନ୍‌ ମଧ୍ୟରୁ କଓ୍ବୋଇସି ଅପ୍‌ସନ୍‌ କ୍ଲିକ୍‌କରି ଆବଶ୍ୟକୀୟ ସୂଚନା ଦେବାକୁ ପଡ଼ିବ। କେୱାଇସି ଅପ୍‌ଡେଟ୍‌ ହେବା ପରେ ଏହି ସୂଚନା ଆକାଉଣ୍ଟଧାରୀଙ୍କ ନିଯୁକ୍ତିଦାତାଙ୍କ ନିକଟକୁ ଜୀବ। ନିଯୁକ୍ତିଦାତାଙ୍କ ଅନୁମୋଦନ ପାଇବା ପରେ କେୱାଇସି ଇପିଏଫ୍‌ଓରେ ଅପ୍‌ଡେଟ୍‌ ହେବ ।