ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡି ତାଡ଼ି ଟଙ୍କା ଲୁଟିନେଲେ ଦୃର୍ବୃତ୍ତ

କେନ୍ଦୁଝରର ଆରାଧ୍ୟ ଦେବତା ପ୍ରଭୁ ବଳଦେବଜୀଉଙ୍କ ମନ୍ଦିର ହୁଣ୍ଡିରୁ ଚୋରି ଅଭିଯୋଗ ଆଣିଛନ୍ତି। ଗତ ମଧ୍ୟରାତ୍ରରେ ହୁଣ୍ଡି ତାଡ଼ି ରେ ଥିବା ଟଙ୍କା ଏଵଂ ଅନ୍ୟ ଦାନ ସାମଗ୍ରୀ ନେଯାଇଛନ୍ତି ଦୃର୍ବୃତ୍ତ। ମନ୍ଦିର ପ୍ରବେଶ ଦ୍ଵାର ମୁଁହରେ ଥିବା ହୁଣ୍ଡି ତାଡ଼ି ଟଙ୍କା ସବୁ ନେଇଯାଇଥିବା ବେଳେ ପୁରୁଣା ଟଙ୍କା ଏଵଂ ଖୁଚୁରା ପଇସା ସବୁ ଫିଙ୍ଗି ପକାଇ ଦେଇକି ଚାଲିଯାଇଛନ୍ତି।